Swastik Tv News Odisha

Astro Predict : 1980 – 2000 ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ନିଶ୍ଚୟ ଦେଖନ୍ତୁ , ଜାଣନ୍ତୁ ନୂଆ ବର୍ଷ 2022 କିପରି କଟିବ…

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ତାରିଖରୁ ହିଁ ସେମାନଙ୍କ ଆଗାମୀ ଭବିଷ୍ୟତ ଓ ସ୍ୱାଭାବ ଚରିତ୍ର ବିଷୟରେ ଜାଣି ହୋଇଥାଏ । ତେବେ ଆଗାମୀ କିଛି ଦିନ ପରେ ନବବର୍ଷ ଆସିବାକୁ ଯାଉଛି । ନବବର୍ଷରେ 1980 ମସିହା ରୁ 2000 ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ସେମାନଙ୍କ ପାଇଁ ଏହି ନବବର୍ଷଟି ବହୁତ ଖୁସୀ ନେଇକରି ଆସୁଅଛି । ତେବେ ଆସନ୍ତୁ ଜାଣିବା କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

1. 1980 ଓ 1981 :-

ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଏକ ଚୁମ୍ୱକୀୟ ଗୁଣ ରହିଥାଏ । ଏମାନେ ବହୁକ ସ୍ମାଟ ମଧ୍ୟ ହୋଇଥାନ୍ତି ଏବଂ ନିଜ ପରିଶ୍ରମ ବଳରେ ସବୁକିଛି ହାସଲ କରିଥାନ୍ତି ।

2. 1982 ଓ 1983 :-

ଯେଉଁ ବ୍ୟକ୍ତି ମାନଙ୍କର ଏହି ବର୍ଷରେ ଜନ୍ମ ହୋଇଥାଏ ସେମାନେ ବହୁତ ବିଶ୍ୱାସନୀୟ ଓ ସ୍ନେହୀ ହୋଇଥାନ୍ତି । ଅତି ସହଜରେ ଅନ୍ୟ ମାନଙ୍କ ସହ ମିଶି ଯାଇଥାନ୍ତି , କିନ୍ତୁ ଧ୍ୟାନ ରଖିବେ ଅନ୍ୟ ମାନଙ୍କ ସହ ମିଶିବା ବା ବିଶ୍ୱାସ କରିବା ପୂର୍ବରୁ ଥରୁଟିଏ ଚିନ୍ତା କରିବା ଉଚିତ ।

3. 1984 ଓ 1985 :-

ବର୍ଷ 1984 ଓ 1985 ରେ ଜନ୍ମ ହୋଇଥିବା ଲୋକମାନଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ । ନିଜ ଉପରେ ଅଧିକ ବିଶ୍ୱାସ ରହିଥାଏ , ଯେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । କିନ୍ତୁ ନିଜ କ୍ରଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

4. 1986 ଓ 1987 :-

ଏହି ବର୍ଷ ଜନ୍ମ ନେଇଥିବା ବ୍ୟକ୍ତି ମାନେ ପ୍ରେମ କରିଥିବା ବ୍ୟକ୍ତିଙ୍କୁ ହିଁ ବିବାହ କରିଥାନ୍ତି , ଆପଣ ଗୋଟିଏ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କ ଠାରୁ ଦୂରେଇ ରହି ପାରନ୍ତି ନାହିଁ ।

5. 1988 ଓ 1989 :-

ଯେଉଁ ବ୍ୟକ୍ତିଙ୍କର ଏହି ବର୍ଷ ଜନ୍ମ ହୋଇଥାଏ , ସେମାନେ ଜୀବନଯାକ ମସ୍ତି କରିବା ମୁଡ୍ ରେ ରହିଥାନ୍ତି । ସ୍ୱଭାବରେ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି , ଏମାନଙ୍କର ଦୃଢ ପରିଶ୍ରମ ବଳରେ ସବୁକିଛି ପ୍ରାପ୍ତ କରିଥାନ୍ତି ।

6. 1990 ଓ 1991 :-

ବର୍ଷ 1990 ଓ 1991 ରେ ଜନ୍ମ ହୋଇଥିବା ବ୍ୟକ୍ତିମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏମାନେ ରଚନାତ୍ମକ ହୋଇଥାନ୍ତି ଏବଂ ଲୋକମାନଙ୍କୁ ବିଶ୍ୱାସ କରିବାରେ ବହୁତ ସମୟ ଲଗାଇଥାନ୍ତି ।

7. 1992 ଓ 1993 :-

ଏହି ବର୍ଷ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କର ମାଇଣ୍ଡ ବହୁତ ପ୍ରଖର ହୋଇଥାଏ , ଆପଣ ଆପଣଙ୍କ ଭୁଲକୁ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରି ନିଅନ୍ତି । ସ୍ୱଭାବରେ ବହୁତ ଭଲ ବ୍ୟକ୍ତି ଅଟନ୍ତି ।

8. 1994 ଓ 1995 :-

ଯେଉଁ ବ୍ୟକ୍ତିମାନେ ଏହି ବର୍ଷ ଜନ୍ମ ହୋଇଛନ୍ତି , ସେମାନଙ୍କ ଠାରେ ଏକ ଆକର୍ଷଣୀୟ ଶକ୍ତି ରହିଛି , ଯାହାଫଳରେ ସେମାନେ ଖୁବ୍ ଶୀଘ୍ର ଅନ୍ୟ ମାନଙ୍କୁ ଆକର୍ଷିତ କରିପାରିଥାନ୍ତି । ଆପଣ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

9. 1996 ଓ 1997 :-

ଏମାନେ ପ୍ରକୃତି ପ୍ରେମୀ ହୋଇଥାନ୍ତି , ଏମାନେ ବିଶ୍ୱାସର ସହିତ ଭଲ ପାଇବାକୁ ଲିଭାଇଥାନ୍ତି ।

10. 1998 ଓ 1999 :-

ଏହି ବର୍ଷ ଜନ୍ମ ନେଇଥିବା ବ୍ୟକ୍ତିମାନେ ବହୁତ ଆତ୍ମବିଶ୍ୱାସୀ ହୋଇଥାନ୍ତି , ଆପଣ ମାନଙ୍କର ସମ୍ୱେଦନଶୀଳ ସ୍ୱାଭାବ ସମସ୍ତଙ୍କୁ ପସନ୍ଦ ଆସିଥାଏ ।

11. 2000 :-

ବର୍ଷ 2000 ରେ ଜନ୍ମ ବ୍ୟକ୍ତିମାନେ ମିଛ କହୁଥିବା ବ୍ୟକ୍ତିଙ୍କୁ ବହୁତ ଘୃଣା କରିଥାନ୍ତି , ଆପଣ ମାନେ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.