Swastik Tv News Odisha

ଦେଖନ୍ତୁ Live ଭିଡ଼ିଓ : ମୋବାଇଲ କ୍ୟାମେରାରେ ରେକର୍ଡ ହେଲା ବଣ ରାସ୍ତାରେ ଯାଉଥିବା ଭୂତ (Ghost) ର ଭିଡ଼ିଓ, ଦୟାକରି ଛୋଟ ପିଲା ଦେଖନ୍ତୁ ନାହିଁ….Delete ହେବା ଆଗରୁ ଥରେ ଦେଖି ନିଅନ୍ତୁ…

0

ବନ୍ଧୁଗଣ ଯେତେବେଳେ ଆମେ କୌଣସି କଥା ଭୂତ, ପ୍ରେତ ସମ୍ପର୍କିତ ଶୁଣିବାକୁ ପାଉ ସେତେବେଳ ଡରରେ ଆମେ ଥରି ଉଠିଥାଉ। କାରଣ ଭୂତ, ପ୍ରେତ, ପିଶାଚ ବିଷୟରେ ସମୟ କ୍ରମେ ଅନେକ କଥା ଶୁଣିବାକୁ ପାଇଥାଉ। ସେଥିପାଇଁ ସେହି ସବୁ ଅଦୃଶ୍ୟ ଶକ୍ତି ପ୍ରତି ମନ ଭିତରେ ଏକ ଅଜଣା ଭୟ ରହିଥାଏ। ଆଉ ରାତିରେ ଯଦି ସେସବୁ କଥାରେ ଆଲୋଚନା ହୁଏ ତେବେ ଅବସ୍ଥା କଣ ହେଉଥିବ ଆପଣ ଜାଣି ପାରୁଥିବେ। ତେବେ ଆଜି ଆମେ ପୁଣି ଥରେ ସେହି ସବୁ ଜିନିଷ ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ।

ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ଯେମିତି ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ କାର ଚାଳକ ଜଙ୍ଗଲି ରାସ୍ତାରେ ଯାଉଥିବା ସମୟରେ ଏକ ଭୂତ ର ସାମ୍ନା କରୁଥିବା କ୍ୟାମେରା ରେ ଦେଖିବାକୁ ମିଳୁଛି। ତେବେ କ୍ୟାମେରା ରେ ଏଭଳି ଦୃଶ୍ୟ ରେକର୍ଡ ହେବା ପରେ ସେ ଏହାକୁ ଦେଖାଇଛନ୍ତି। ଯାହାକୁ ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟ ବି ଲାଗୁଛି। ଏଠାରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କିପରି ଭାବରେ ଏକ ଧଳା ରଙ୍ଗର ଶାଢ଼ୀ ପିନ୍ଧି ଏକ ଭୂତ ରାସ୍ତା ଉପରେ ଆଗକୁ ଆଗକୁ ଚାଲୁଛି।ସେ ଏମିତି ଭାବରେ ଦୃଶ୍ୟମାନ ହେବାର ଦେଖି ଡ୍ରାଇଭର ହର୍ଣ୍ଣ ମାରିବା ପରେ ମଧ୍ୟ ତାର କିଛି ଫରକ ପଡୁନାହିଁ।ସେ ସେମିତି ହିଁ ରାସ୍ତାରେ ଛିଡା ହୋଇ ରହିଛି।

ଯେତେବେଳେ ଚାଳକ ଜଣଙ୍କ ଉଲ୍ହାଇ ଭୂତ ର ପଛେ ପଛେ ଯିବାକୁ ଲାଗିଲେ ସେତେବେଳେ ଭୂତ ଟି ଆଗକୁ ଯିବାକୁ ଲାଗିଲା ଏବଂ କ୍ରମଶଃ ଜୋର୍ ଚାଲିବାକୁ ଲାଗିଲା। ତାପରେ ବ୍ୟକ୍ତି ଜଣଙ୍କ ତାକୁ କ୍ୟାମେରା ରେ କେପଚର କରିବାକୁ ଯେତେବେଳେ ଜୋର୍ ଦୌଡିଲେ ସେତେବେଳେ ଭୂତଟି ମଧ୍ଯ ଜୋର୍ ଚାଲି ଜଙ୍ଗଲ ଭିତରେ କୁଆଡେ ଉଭାନ ହୋଇଗଲା ଏବଂ ଡାକିଲେ ମଧ୍ଯ କୌଣସି ଶବ୍ଦ କିମ୍ୱା ପ୍ରତିକ୍ରିୟା ପ୍ରକାଶ କଲାନାହିଁ। ଆଉ ଏହାପରେ ବ୍ୟକ୍ତି ଜଣଙ୍କ ପୁଣି ତାଙ୍କର ଗାଡ଼ି ପାଖକୁ ଫେରି ଆସିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.