Swastik Tv News Odisha

OMG ! ଯେତେବେଳେ ଯୁବକ ଜଣଙ୍କ ଅଜଣା ଯୁବତୀଙ୍କ ହାତ ଧରିଲେ ସେତେବେଳେ କଣ ହେଲା… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆଜିକାଲି ସମୟରେ ଆପଣ ଅନେକ ପ୍ରାଙ୍କ ଭିଡିଓ ସବୁ ଦେଖିବାକୁ ପାଉଥିବେ। ଅନେକ ଯୁବପିଢି ଏହିଭଳି ଭିଡିଓ କରି ଅନେକେ ଲୋକପ୍ରିୟତା କୁ ହାସଲ୍ କରୁଛନ୍ତି।ଏହା କରି ସେମାନେ ଲୋକଙ୍କୁ ହସାଇବା ସହିତ ନିଜେ ବି ହସିଥାନ୍ତି ଏବଂ ସମସ୍ତଙ୍କୁ ମନୋରଂଜନ ର ସୁରାକ ଯୋଗାଇ ଥାଆନ୍ତି। ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଦେଖୁଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ଆଉ କିଛି ଭିଡିଓ ଥାଏ ଯାହା ଭାରି ଅଜବ ପ୍ରକାରର ହୋଇଥାଏ।

କାରଣ ହଠାତ୍ ଦେଖିଲେ ଆମେ ଏସବୁ ଘଟଣାକୁ ବିଶ୍ୱାସ କରି ପାରି ନଥାଉ ଏବଂ ଆଶ୍ଚର୍ୟ୍ଯ ହୋଇଥାଉ।ଏହିସବୁ ଭିଡିଓ ଆଜିର ଯୁବପିଢି ମାନଙ୍କର ବେଶ୍ ପସନ୍ଦ ହେଉଥିବାର ଦେଖିବାକୁ ମିଳୁଛି।ତେବେ କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ କିଛି ଘଟଣାର ଭିଡିଓ ଆମେ ଦେଖି ଏତେ ଖୁସି ହୋଇଯାଉ ଯେ ଖୁସିର ସୀମା ରହି ନଥାଏ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ।ତେବେ ଏହା ଏମିତି ଏକ ଭିଡିଓ ଯାହା ଆପଣଙ୍କୁ ଖୁସି କରିବା ସହିତ ଚକିତ କରିବ ନିଶ୍ଚିତ।

ଡିଜିଟାଲ ଯୁଗରେ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ। ଆଉ ସେସବୁ ମଧ୍ୟରୁ ଏହା ଏମିତି ଏକ ଭିଡିଓ ଯାହା ଲୋକଙ୍କୁ ହସାଇ ହସାଇ ବେଦମ୍ କରି ଦେଇଥାଏ। ଆପଣ ତ ଅନେକ ଘଟଣା ସମ୍ପର୍କରେ ଅବଗତ ହେଉଛନ୍ତି। ତେବେ ଦେଖନ୍ତୁ ଏହି ଭିଡିଓ କୁ। କିପରି ଭାବରେ ଯୁବକ ଜଣଙ୍କ ପ୍ରାଙ୍କ କରୁଛନ୍ତି ଯୁବତୀ ମାନଙ୍କ ସହିତ।ସେ କିପରି ଭାବରେ ଜାଣିଶୁଣି ଅନ୍ଯ ଯୁବତୀ ମାନଙ୍କର ହାତକୁ ରାସ୍ତାରେ ଚାଲୁ ଚାଲୁ ଧରି ନେଉଛନ୍ତି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖି ହଠାତ୍ ଯୁବତୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏବଂ କେହି କେହି ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।

ଏମିତି ଭାବରେ ଯୁବକ ଜଣଙ୍କର ବ୍ଯବହାର କୁ ହଠାତ୍ ଯୁବତୀ ମାନେ ଦେଖି ବିଶ୍ବାସ କରି ପାରୁ ନାହାଁନ୍ତି।ତେବେ ଏହି ଭଳି ପ୍ରାଙ୍କ ଭିଡିଓ କରୁଥିବା ଯୁବକ ଜଣଙ୍କ ସହ ତାଙ୍କର ଜଣେ ବାନ୍ଧବୀ ରହିଛନ୍ତି।ସେ ପରେ ଏହି ଘଟଣା ସଂପର୍କରେ ଯୁବତୀ ମାନଙ୍କୁ କହୁଛନ୍ତି ଏଵଂ ଜଣାଉଛନ୍ତି ଯେ ଏହି ସବୁ ଭିଡିଓ କ୍ୟାମେରା ରେ ରେକର୍ଡ କରା ଯାଉଚି।ଏହା ମଜାକ ପାଇଁ କରା ଯାଉଛି ଏବଂ ଏହା ପ୍ରାଙ୍କ ଭିଡିଓ ବୋଲି ସେମାନେ ଜଣାଇବା ପରେ ସମସ୍ତେ ହସି ହସି ତାଙ୍କର ପ୍ରତିକ୍ରିୟା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.