Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : Bus ଭିତରେ କିପରି ଯୁବତୀଙ୍କ ଅଜାଗାରେ ହାତ ମାରୁଥିଲେ ଏହି ଯୁବକ, ଆଉ ତାପରେ ମହିଳା ଜଣଙ୍କ ଯାହା କଲେ…ପ୍ରତ୍ୟେକ ମହିଳା ଏବଂ ଯୁବତୀ ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ଅନେକ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଖବର ଆପଣ ତ ଶୁଣିବାକୁ ପାଉଥିବେ। ବିଭିନ୍ନ ସ୍ଥାନରୁ ଏପରି ବ୍ୟବହାରର ଖବର ସାମ୍ନାକୁ ଆସିଥାଏ। ସେହିପରି ଏବେ ପୁଣି ସାମ୍ନାକୁ ଆସିଲା ଏକ ଲଜ୍ୟାକର ଘଟଣା। ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ନିମ୍ନଗାମୀ କରି ଦେବା ଭଳି ହୋଇଥାଏ। ତେବେ ଆଜିର ଏହି କଳିଯୁଗରେ କିଛିବି ଘଟଣା ସମ୍ଭବ ହୋଇ ପାରୁଛି। ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।

କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ତିଟି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି ଏକ ଘଟଣା ର ଭିଡ଼ିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ।

କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।ସେହିପରି ଏକ ନିନ୍ଦନୀୟ ଘଟଣା ନିକଟରେ ଘଟିଛି।ଯାହା ଦେଖିଲେ ଆପଣ ଏହାର ଉଦାହରଣ ପାଇବେ ଯେ କିପରି ମହିଳା ମାନଙ୍କୁ କିଛି ଅସଭ୍ୟ ବ୍ୟକ୍ତି ବିଶେଷ ବ୍ୟବହାର ଦେଖାଇଥାନ୍ତି। ଯାହା ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର ଦର୍ଶାଉଛି। ଏହିଭଳି କିଛି କାମ ଯାହା ଏହି ସଭ୍ୟ ଶିକ୍ଷିତ ସମାଜକୁ ଅତି ତଳକୁ ନେଇଯିବା ସହିତ ଖରାପ୍ ବାର୍ତ୍ତା ପ୍ରଦାନ କରୁଛି। ତେବେ ଦିନକୁ ଦିନ ଯେଉଁଭଳି ଭାବରେ ସମାଜରେ ଏପରି ଘଟଣା ବଢ଼ିବାରେ ଲାଗିଛି ତାହା ବାସ୍ତବରେ ସମସ୍ତଙ୍କୁ ଲଜ୍ଜିତ କରୁଛି।

ଯେମିତି ଏହି ଘଟଣାରେ ଆପଣ ଦେଖିବାକୁ ପାଉଛନ୍ତି ଜଣେ ଯୁବକ କିପରି ଭାବରେ ବସ୍ ଭିତରେ ଠିଆ ହୋଇଥିବା ଜଣେ ଯୁବତୀ ଙ୍କୁ ଖରାପ୍ ଉଦ୍ଦେଶ୍ୟ ରଖି ସ୍ପର୍ଶ କରୁଛନ୍ତି।ଦୁଇ ତିନିଥର ଯୁବକ ଜଣଙ୍କ ଏହିପରି ଭାବରେ ଯୁବତୀ ଙ୍କ ଦେହରେ ହାତ ବାଜାଉଥିବା ର ଦେଖିବାକୁ ମିଳୁଛି। ତେବେ କିଛି ସମୟ ଧରି ଯୁବତୀ ଜଣଙ୍କ ଏହାକୁ ମାର୍କ କରିବା ପରେ ସେ ଯୁବକ ଜଣଙ୍କୁ ଏପରି କାହିଁକି କରୁଛନ୍ତି ବୋଲି କହି ଗାଳି ଦେଉଛନ୍ତି ଏବଂ ଏହାକୁ ଦେଖି ବସ୍ ର ଅନ୍ଯ ଯାତ୍ରୀ ମାନେ ମଧ୍ଯ ଉକ୍ତ ଯୁବକଙ୍କୁ ମାଡ଼ ମାରିବା ସହ ଗାଳି ଦେଉଛନ୍ତି ଏବଂ ବ୍ଯବହାର ପାଇଁ ନିନ୍ଦା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.