Swastik Tv News Odisha

ଛିଃ…ଛିଃ…ଶେଷରେ ଠାକୁରଙ୍କୁ ବି ଛାଡିଲେନି hot ଅଭିନେତ୍ରୀ Sunny Leone ଠାକୁରଙ୍କୁ ନେଇ କଲେ ଏମିତି ଡ୍ୟାନ୍ସ…ଦେଖନ୍ତୁ ଭିଡ଼ିଓ

0

ସାଧାରଣ ଲୋକ ମାନଙ୍କ ଠାରୁ କଳାକାର ମାନଙ୍କର ଜୀବନଶୈଳୀ ଟିକିଏ ସ୍ୱତନ୍ତ୍ର ହୋଇଥାଏ । ଫ୍ୟାନ ମାନେ ସେମାନଙ୍କ ପର୍ସନାଲ ଲାଇଫ୍ ବା ସେମାନଙ୍କର ଦୈନନ୍ଦିନ ଜୀବନଶୈଳି ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ ସେହି କଳାକାର ମାନେ କୌଣସି ଖରାପ କାର୍ଯ୍ୟ କରିଥାନ୍ତି , ତେବେ ଦର୍ଶକ ମାନେ ସେମାନଙ୍କୁ ବହୁତ ନୀଚ ଦୃଷ୍ଟିରେ ଦେଖିଥାନ୍ତି । ସେମାନଙ୍କର ଏପରି କାର୍ଯ୍ୟକାଳପ ଦେଖି ସେମାନଙ୍କ ପ୍ରତି ଥିବା ଭଲ ପାଇବା ଧୀରେ ଧୀରେ କମି ଯାଇଥାଏ । ସେହି କଳାକାର ମାନଙ୍କ ପ୍ରତି ପୂର୍ବ ପରି ଥିବା ଭଲ ପାଇବା ଓ ପ୍ରଶଂସା ମିଳି ନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ , ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସନି ଲିଓନି ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ , ବଲିଉଡ୍ ଫିଲ୍ମୀ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ସନି ଲିଓନି ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତାଙ୍କ ସୁନ୍ଦର ଅଭିନୟ ଓ ସୁନ୍ଦର ଡ୍ୟାସ ଫ୍ୟାନ ମାନଙ୍କୁ ପାଗଳ କରାଇ ଦେଇଥାଏ । ସେ ଅନେକ ଗୁଡିଏ ଫିଲ୍ମୀରେ ଦମଦାର ଡ୍ୟାସ ପ୍ରଦର୍ଶନ କରିଛନ୍ତି , ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଡ୍ୟାସକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ନିଜର ଜୀବନଶୈଳୀ ଓ ଗ୍ଲାମର ଲୁକିଙ୍ଗ କୁ ନେଇ ସବୁବେଳେ ଚର୍ଚ୍ଚା ଓ ବିବାଦରେ ରହିଥାନ୍ତି । ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡିଓ ରିଲିଜ ହୋଇଥିବା ମଧୁବନ ମେରା ନାଚେ କୁ ନେଇ ବିବାଦ ଦେଖାଦେଇଛି ।

ଏହି ଭିଡିଓ ରେ ସେ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ କରିଥିବାର ଅଭିଯୋଗ ହୋଇଛି ଏବଂ ଏହାକୁ ରୋକ ଲଗାଇବା ପାଇଁ ମଧ୍ୟ ଦାବି କରାଯାଇଛି । ଫ୍ୟାନ ମାନଙ୍କର କହିବା କଥା ଏହା ଯେ ସେହି ଗୀତରେ ଆପତ୍ତିଜନକ ଦୃଶ୍ୟଟିକୁ ହଟାଇବା ସହିତ ସର୍ବସାଧାରଣଙ୍କ ସାମ୍ନାରେ କ୍ଷମା ମାଗିବା ପାଇଁ ମଧ୍ୟ କୁହାଯାଇଛି । ତେବେ ଭଗବାନ ରାଧା କୃଷ୍ଣଙ୍କ ପ୍ରେମକୁ ଆଧାର କରି ଗୀତଚିକୁ ଏପରି ଅଶ୍ଳୀଳ ଢଙ୍ଗରେ ପ୍ରସ୍ତୁତି କରାଯିବା ହିନ୍ଦୁଧର୍ମକୁ ଏକ ପ୍ରକାର ଆଘାତ ଦେଇଥିବାର ଅଭିଯୋଗ ହୋଇଛି । ଏଥିସହିତ ଅଭିନେତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୃନ୍ଦାବନ ଓ ମଥୁରା ର ସାଧୁମାନେ ଦାବି କରିଛନ୍ତି ।

ବର୍ତ୍ତମାନ ଲୋକପ୍ରିୟ ଅଭିନେତ୍ରୀ ସନି ଲିଓନିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏଥି ସହିତ ଲୋକମାନେ ଏ ଭିଡିଓ କୁ ଦେଖି ଅନେକ ଖରାପ କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଏହି ଭିଡିଓଟି ଭଗବାନଙ୍କ ପ୍ରତି ଏକ ପ୍ରକାର ନିନ୍ଦନୀୟ ବୋଲି କୁହାଯାଇଛି , ଏନେଇ ସର୍ବସାଧାରଣ ଙ୍କ ସାମ୍ନାରେ କ୍ଷମା ମାଗିବା ପାଇଁ ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.