Swastik Tv News Odisha

ଏ ଟୋକା କହୁଛି Daitari Panda ଡାଇଲଗ୍‌, ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ଜଣେ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭିଡିଓ ଟି ଏମିତି ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ। ଆପଣ ଭାବିବେ ଯେ ହଁ ଆଜିର ସମୟର ପିଲା କେତେ ସ୍ମାର୍ଟ ଆଉ କେତେ ଆଗୁଆ ସବୁକିଛି ରେ। ତେବେ ଏହି ଭିଡିଓ ଟିରେ ସେ କିପରି ଭାବରେ ଅଭିନୟ ଦେଖାଉଛନ୍ତି ତାହା ବାସ୍ତବରେ ଦେଖିବା କଥା।ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।

ସେମାନେ ଯାହା ଦେଖନ୍ତି ଶୁଣନ୍ତି ତାକୁ ମନେ ରଖି ଦିଅନ୍ତି।ତେବେ ଆମ ଭିତରୁ ଅନେକ ଏମିତି ଅଛନ୍ତି ଯେଉଁମାନେ ନିଶ୍ଚିତ ଭାବରେ ଭାବୁଥିବେ ଯେ ଛୋଟ ପିଲାମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି। ସେମାନେ ଯାହା ଦେଖିଥାନ୍ତି ସେହି କଥାକୁ ନିଜେ ଆବୃତ୍ତି କରନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ସେହିପରି କିଛି ପିଲାମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେମାନଙ୍କ ପରିକଳ୍ପନା ଏବଂ ପ୍ରଶ୍ନର ଗାଢ଼ ତା ମଧ୍ଯ ଅଧିକ ରହିଥାଏ।

ସେହିଭଳି ଏହି କୁନି ପିଲାଟି ମଧ୍ଯ ଯେଉଁଭଳି ଭାବରେ ଯାତ୍ରା ଜଗତର ମହା ଖଳନାୟକ ର ଚରିତ୍ର ଦୈତାରି ପଣ୍ଡାଙ୍କ ଡାଇଲଗ କୁ ଏପରି ଭାବରେ କହୁଛି ଆଉ ଅଭିନୟ ଦେଖାଉଛି ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ। ଆଉ ଏବେ ଏହି ପିଲାର ଏଭଳି ଅଭିନୟର ଦୃଶ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।ତେବେ ମହାନ୍ କଳାକାର ଦୈତାରି ପଣ୍ଡାଙ୍କ ଅଭିନୟ କୁ ନେଇ ଏବେ ଏକ ପିଲା କରିଥିବା ଏହି ଅଭିନୟ ବହୁତ୍ ଆକର୍ଷଣୀୟ ହୋଇଛି। ତେବେ ପିଲାଟି ଡ଼ାଇଲଗ ର ଶେଷରେ ଦଇତାରୀ ପଣ୍ଡାଙ୍କ ଭଳି ହସୁଥିବା ମଧ୍ଯ ଦେଖିବାକୁ ମିଳିଛି।

ଏହା ଏତେ ସୁନ୍ଦର୍ ଏବଂ ହୃଦୟ ସ୍ପର୍ଶ ହୋଇଛି ଯେ ତାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି। ତେବେ ଆପଣ ବି ଏହି ଭିଡିଓ କୁ ଦେଖିଲେ ପିଲା ଟିର ଅଭିନୟର କଳାକୁ ଜାଣି ପାରିବେ। ଦୈତାରି ପଣ୍ଡା ତାଙ୍କର ଅଭିନୟ ପାଇଁ ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ମଧ୍ୟ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ଅଭିନୟରେ ଏକ ବାସ୍ତବତା ଏବଂ ଜୀବନ୍ତ ପ୍ରତିଛବି ରହିଥାଏ। ଯାହା ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ। ଏବେ ଏହି ବାଳକ ଜଣଙ୍କ ଏହି ପ୍ରଖ୍ୟାତ କଳାକାରଙ୍କ ଅଭିନୟ କରି ଲୋକଲୋଚନକୁ ଆସିଛି ଏବଂ ଅନେକ ପ୍ରଶଂସା ସାଉଁଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.