Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଭିଡିଓ ଟି ଦେଖିସାରିଲା ପରେ ହୁଏତ ଆପଣଙ୍କ ମୁଣ୍ଡ କିଛି କାମ କରିବନି…..60 Million ରୁ ଅଧିକ ଲୋକ ଦେଖିସାରିଲେନି…

0

ବନ୍ଧୁଗଣ ଅନେକଥର ଭଳି ଆଜି ଆମେ ପୁଣି ଥରେ ସେହି ସବୁ ଜିନିଷ ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ? ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଜାଣନ୍ତୁ ଯେ ଆମେ କହୁଥିବା ଘଟଣା ବିଷୟରେ ଜାଣିବା। ନିଶ୍ଚିତ ଭାବରେ ଯେତେବେଳେ ଆମେ କୌଣସି କଥା ଭୂତ, ପ୍ରେତ ସମ୍ପର୍କିତ ଶୁଣିବାକୁ ପାଉ ବା କେଉଁଠି କିଛି ଦେଖିବାକୁ ପାଉ, ସେତେବେଳ ଆମ ମନରେ ଏକ ଭିନ୍ନ ଭୟ ଜାତ ହୁଏ। ଏହାକୁ ଦେଖି ଡରରେ ଆମେ ଥରି ଉଠିଥାଉ।

କାରଣ ଭୂତ, ପ୍ରେତ, ପିଶାଚ ବିଷୟରେ ସମୟ କ୍ରମେ ଅନେକ କଥା ଶୁଣିବାକୁ ପାଇଥାଉ। ସେଥିପାଇଁ ସେହି ସବୁ ଅଦୃଶ୍ୟ ଶକ୍ତି ପ୍ରତି ମନ ଭିତରେ ଏକ ଅଜଣା ଭୟ ରହିଥାଏ। ଆଉ ରାତିରେ ଯଦି ସେସବୁ କଥାରେ ଆଲୋଚନା ହୁଏ ତେବେ ଅବସ୍ଥା କଣ ହେଉଥିବ ଆପଣ ଜାଣି ପାରୁଥିବେ। ଅନେକ ଲୋକ ଏହାକୁ ବିଶ୍ୱାସ ନ କରୁଥିଲେ ବି ଏହିସବୁ ଘଟଣା ସତ ଅଟେ। କାରଣ ଏହିସବୁ ଘଟଣାର ଜ୍ୱଳନ୍ତ ଉଦାହରଣ ଆମେ ଅନେକ ସମୟରେ ଦେଖିବାକୁ ପାଇଛୁ। ସେହିପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଭୂତ ଟି ଚାଲି ଚାଲି ଆସୁଥିବା ସମୟରେ ଏହା ରେକର୍ଡ଼ ହୋଇଛି।

ଯାହା ଦେଖିବାକୁ ମିଳୁଛି ଧଳା ରଙ୍ଗର ବସ୍ତ୍ର ପରିଧାନ କରିଥିବା ଏକ ଛାଇ ଭଳି ଜିନିଷ ଧୀରେ ଧୀରେ ଆଗକୁ ମାଡି ମାଡ଼ି ଆସୁଛି। ଲାଗୁଛି ଯେମିତି ଏକ ଅଦୃଶ୍ୟ ଶକ୍ତି ହଠାତ୍ କୁଆଡୁ ଆସି ଉଭାନ ହୋଇ ଯାଉଚି। ତେବେ ଏହି ଦୃଶ୍ୟ ଟି ରାତ୍ରି ସମୟର ଅଟେ ଏବଂ ଏହା କ୍ୟାମେରା ରେ ରେକର୍ଡ଼ ହେବା ପରେ ସାମ୍ନାକୁ ଆସିଥିଲା ଏବଂ ବେଶ୍ ଭାଇରାଲ ହେବାରେ ମଧ୍ଯ ଲାଗିଥିଲା। ଲୋକେ ଏହାକୁ ପରେ ଦେଖି ବହୁତ୍ ଭୟଭୀତ ବି ହେଇଥିଲେ। ତେବେ ଏହିଭଳି ଭାବରେ ଏକ ଦୃଶ୍ୟକୁ ଦେଖି ସମସ୍ତେ ଏହାକୁ ଭୂତ ହୋଇଥାଇ ପାରେ ବୋଲି ଭାବୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.