Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ମଜାକ କରିବା ପଡିଲା ମହଙ୍ଗା…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଅନେକ ସମୟରେ କୁନି ପିଲା ମାନଙ୍କର ହରକତ ସବୁକୁ ତ ଦେଖିଥିବେ। ଯେଉଁଭଳି ଭାବରେ ସେମାନେ ବେଳେବେଳେ କିଛି ହରକତ ଦେଖାଇ ଥାଆନ୍ତି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥାଏ। ତେବେ ଛୋଟ ପିଲା ମାନଙ୍କର କିଛି ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଉଥିବେ। କିପରି ଭାବରେ ସୋସିଆଲ ମିଡିଆରେ ଏହିସବୁ ଭିଡିଓ ବେଶ୍ ଭାଇରାଲ ହୋଇଥାଏ ତାହା ବି ଦେଖିବାକୁ ପାଉଥିବେ। ତେବେ ସେ ମଧ୍ୟରୁ କିଛି ଘଟଣା ଏପରି ରହିଥାଏ ଯାହା ସହଜରେ ଗ୍ରହଣୀୟ ନୁହେଁ, ଆଉ ଆପଣ ତାକୁ ଭାବି ବି ନଥିବେ। ତେଣୁ ସେମିତି ଘଟଣା ଘଟିଲେ ଆପଣ ସେହିସବୁ ଘଟଣାକୁ ବିଶ୍ୱାସ କରି ପାରିବେ ନାହିଁ।

ସେହିପରି ସେମାନେ ଏମିତି କିଛି ଚିନ୍ତାଧାରା କୁ ସମୟକ୍ରମେ ମୁଣ୍ଡରେ ପୁରାଇ ଥାଆନ୍ତି ଏବଂ କିଛି ଏମିତି କାମ କରିଥାନ୍ତି ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଆପଣ ଅନେକ ପ୍ରକାର ଷ୍ଟଣ୍ଟ କୁ ଦେଖିଥିବେ। ଯାହାକୁ ଜଗି ରଖି ବଡ ବଡ ଲୋକ ମାନେ କରିଥାନ୍ତି।

ବେଳେବେଳେ କିଛି ଯୁବକ ମାନେ ମଧ୍ଯ ରିସ୍କ ନେଇ ଏପରି କିଛି ଷ୍ଟଣ୍ଟ ଦେଖାଇ ଥାଆନ୍ତି ଯାହା ଆଖି ଦୃସିଆ ତ ହୋଇଥାଏ କିନ୍ତୁ ଭୟଭୀତ କଲାଭଳି ବି ହୋଇଥାଏ। ଏଥିରେ ଦୁର୍ଘଟଣା ଘଟିବାର ମଧ୍ଯ ସମ୍ଭାବନା ରହିଥାଏ ଏବଂ ଜୀବନ ପ୍ରତି ବିପଦ ରହିଥାଏ। ତେବେ ସେକଥା ଛାଡ଼ନ୍ତୁ, ଯଦି ଆପଣ ଏହିଭଳି କିଛି କାମ ଛୋଟ ପିଲା ମାନେ କରୁ ଥିବାର ଦେଖିବାକୁ ପାଇବେ ତେବେ ଆପଣଙ୍କୁ କେମିତି ଲାଗିବ। ଆପଣ ଥରେ ଏହି ଭିଡିଓ କୁ ଦେଖନ୍ତୁ। ପିଲାମାନେ କିପରି ରେଳୱେ ଟ୍ରାକ ଉପରୁ ତଳକୁ ଡେଇଁ ପଡ଼ୁଛନ୍ତି ତାହା ଦେଖନ୍ତୁ। ଏତେ ତଳକୁ ସେମାନେ ବିନା ଭୟରେ ଡେଇଁ ପଡୁଛନ୍ତି।

ଟ୍ରେନ୍ ଆସିବା ଦେଖି ସେମାନେ ଏପରି କରୁଛନ୍ତି। ଆଉ ଏଥିରେ ସେମାନେ ବହୁତ୍ ଖୁସି ହେଉଛନ୍ତି। ଜଣଙ୍କ ପରେ ଜଣେ ସେମାନେ ଟ୍ରାକ ରୁ ତଳକୁ ଡେଇଁ ପଡ଼ୁଛନ୍ତି। ଯାହାକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଭୟ ବି ଲାଗୁଛି। କିନ୍ତୁ ଏଥିପ୍ରତି ପୋଲିସ୍ କିମ୍ୱା ପ୍ରଶାସନର ନଜର ନାହିଁ। ପ୍ରଶ୍ନ ଉଠୁଛି ଯେ ଯଦି ଦୁର୍ଭାଗ୍ୟ ବଶତଃ ପିଲା ମାନଙ୍କର କାହାର କିଛି ହୋଇଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.