Swastik Tv News Odisha

ସ୍ତ୍ରୀ ର ସାଙ୍ଘାତିକ ଅଭିଯୋଗ ମୋତେ ସ୍ୱାମୀ ଦେଉନି ସମୟ, ମୁଁ କେମିତି ତାଙ୍କୁ ସନ୍ତୁଷ୍ଟ…ପୁରା ଘଟଣା ଜାଣିଲେ ହେବେ ତାଯୁବ….

0

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ ଅଟେ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇ ଥାଆନ୍ତି। ସମାଜରେ ଏଭଳି କିଛି ଲୋକ ଅଛନ୍ତି ଯେ ସେହି ପବିତ୍ର ବନ୍ଧନକୁ ଗୋଡ଼ରେ ଆଡେଇ ଦେଇ ସମାଜରେ କଳହ ସୃଷ୍ଟି କରି ଥାଆନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ବାହାଘରର ୩୦ ବର୍ଷ ପରେ ବି ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଭୟଙ୍କ ନାଁ ରେ ଅଭିଯୋଗ କରିଛନ୍ତି ବୋଲି ସୂଚନା ମିଳିଛି। ଏଭଳି କିଛି ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଜଣେ ଯୁବକ ଓ ଜଣେ ଯୁବତୀ ୩୦ ବର୍ଷ ଧରି ବିବାହ କରିଥିଲେ। ଯୁବକ ଜଣଙ୍କ ଏକାଇସି ଅଫିସର ଭାବରେ କାର୍ଯ୍ୟ କରନ୍ତି। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି। ପୁଅଟି ଗଡ଼ଗାଁଓରେ ଚାକିରୀ କରିଛନ୍ତି ଓ ଝିଅଟି ହଷ୍ଟେଲରେ ରହି ପାଠ ପଢୁ ଥାଆନ୍ତି। ପରିବାରଟି ହସ ଖୁସିରେ ଚଳି ଆସୁଥିଲା। କିନ୍ତୁ ହଠାଥ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା। ସେଥିପ୍ରତି ଦୁହେଁ ଭୋପାଳ ଫ୍ୟାମିଲ କୋର୍ଟରେ ଉଭୟ ଉଭୟଙ୍କ ନାଁ ରେ ଅଭିଯୋଗ କରିଛନ୍ତି।

ତେବେ ଯୁବକ ଜଣଙ୍କ କହିବା ମୁତାବକ ଯେ ତାଙ୍କ ସ୍ତ୍ରୀ ରାତି ୨ ଟାରେ ଘରକୁ ଫେରନ୍ତି ଓ ତାଙ୍କୁ ପଚାରିବାରୁ ତାଙ୍କ ସହ ଖୁବ ଜୋରରେ ପାଟି ତୁଣ୍ଡ କରି ଥାଆନ୍ତି ଓ ଅନ୍ୟ ପକ୍ଷରେ ମହିଳାଟି କହୁଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ବିଲକୁଲ ସମୟ ଦେଉ ନାହାନ୍ତି ଏମିତିକି ଘରର ଚାକର ମାନଙ୍କ ସାମନାରେ ମଧ୍ୟ ମାରି ଥାଆନ୍ତି। ଉଭୟଙ୍କ କଥା ଶୁଣି ବିଚାରପତି ତାଙ୍କ ପ୍ରଦିଦିନ ଜୀବନ କାହାଣୀ ଉପରେ ପଚାରିଥିଲେ,ମହିଳାଟି କହିଲେ ସକାଳ ୭ ରେ ୱାକିଂ,୮ ରେ ଯୋଗ, ସନ୍ଧ୍ୟା ୫ ରେ ଡ୍ୟାନ୍ସ କ୍ଲାସ ଯାଆନ୍ତି ଓ ରାତିରେ ସାଙ୍ଗ ମାନଙ୍କ ସହ ମିଶି ମଜା ମସ୍ତି କରିବା ପାଇଁ ପାର୍ଟିକୁ ଯାଇ ଥାଆନ୍ତି। ଏହାପରେ ଯୁବକ ଜଣଙ୍କ କହିଲେ ଯେ ସେ ମାସକୁ ୪୪ ହଜାର ଟଙ୍କା ରୋଜଗାର କରନ୍ତି ଓ ପରିବାରର ସବୁ ଖର୍ଚ୍ଚ ଓ ଦାୟିତ୍ୱ ସେ ତୁଲାଇ ଥାଆନ୍ତି। ଦୁଇ ଜଣଙ୍କ କଥା ଶୁଣି ବିଚାରପତି କହିଥିଲେ ଯେ ତୁମେ ତମ ସ୍ତ୍ରୀ ଙ୍କୁ ମାସକୁ ୧୦ ହଜାର ଟଙ୍କା ଦେବ ବୋଲି କହିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.