Swastik Tv News Odisha

ଦେଖନ୍ତୁ Viral ଭିଡିଓ – ଧାନ ବିଲରେ ମଝିରେ ଚାଲିଛି ରାସଲୀଳା କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ Upload କରିଲେ…

0

ବର୍ତ୍ତମାନ ସମୟରେ ଯେକୌଣସି ପାର୍ଟି ହେଉ ବା ମ୍ୟାରେଜ ଫଙ୍କସନ ହେଉ ସବୁଥିରେ ଲୋକମାନେ ନିଶା ଦ୍ରବ୍ୟ କୁ ପ୍ରାଧାନ୍ୟ ଦେଉଛନ୍ତି । ପୁରୁଷ ହେଉ ବା ମହିଳା ସମସ୍ତେ ନିଶା ଦ୍ରବ୍ୟ ସେବନ କରୁଛନ୍ତି । ନିଶାଶକ୍ତ ଅବସ୍ଥା ରେ ଏମିତି କିଛି ଅପରାଧ କରିବସିଥାନ୍ତି , ଯାହା ସେମାନଙ୍କୁ ସେ ବିଷୟ.ରେ କିଛି ଜଣା ନଥାଏ ଏହା ଭୁଲ କି ଠିକ୍ । ଆପଣ ମାନେ ନିଶ୍ଚୟ ଦେଖିଥିବେ ସମାଜରେ ପ୍ରତିଦିନ କିପରି ଯୁବକ ଯୁବତୀ ମାନେ ନିଶା ଦ୍ରବ୍ୟ ସେବନ କରି ମନକୁ ଯାହା ଆସୁଛି ତାହା ଘଟାଇ ଚାଲିଛନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ଏହିପରି କିଛି ନା କିଛି ଘଟଣା ନିଶ୍ଚୟ ଘଟୁଛି ।

ମଦ ନିଶାରେ ରାସ୍ତାକଡରେ କେଉଁଠି ପଡିରହୁଛନ୍ତି ତ ଆଉ କେଉଁଠି ନିଶାଦ୍ରବ୍ୟ ସେବନ କରି ଘରେ ସ୍ତ୍ରୀ ଓ ପିଲା ମାନଙ୍କୁ ମାଡ ମାରୁଛନ୍ତି । ଏହିପରି ବଡ ବଡ ସମସ୍ୟା ମାନ କ୍ରିଏଟ କରୁଛନ୍ତି , ଲୋକମାନଙ୍କ ସହିତ ଅପବ୍ୟବହାର ଓ ମାରପିଟ କରିବା ଭଳି ସମସ୍ୟା ସୃଷ୍ଟି କରିଥାନ୍ତି । ଆଜିର ଦିନରେ କୌଣସି ବିବାହ କାର୍ଯ୍ୟରେ ନିଶା ଦ୍ରବ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି , ମଦ ନହେଲେ ବିବାହ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । କୋରନା ସଂକ୍ରମଣ କୁ ଆଖି ଦୃଷ୍ଟି ରେ ରଖି ରାଜ୍ୟସରକାର କେତେକ ଗାଇଡ ଲାଇନ ମଧ୍ୟ ଜାରି କରିଥିଲେ । ଅତ୍ୟାବଶ୍ୟକୀୟ ଜିନିଷ ଯେମିତିକି ତେଜରାତି ଦୋକାନ , ଫଳ ଓ ପରିବା ଦୋକାନ ଆଦି ଖୋଲାଯିବ ।

ଏହାକୁ ଛା଼ଡି ଦେଲେ ଅନ୍ୟ କୌଣସି ଦୋକାନ ଖୋଲାଯିବାରେ କଟକଣା ଜାରି କରାଯାଇଛି , କିନ୍ତୁ ଆର୍ଥିନିତୀକୁ ଆଖି ଦୃଷ୍ଟିରେ ରଖି ବଡ ବଡ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହା ମଧ୍ୟରୁ ମଦ ଦୋକାନ ଗୋଟିଏ , ତାହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ମହିଳା ମାନେ ରିମ ଭିତରେ ବନ୍ଦ ହୋିଥିବା ସବୁ ମଦ ବୋତଲ କୁ ଭାଙ୍ଗି ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ଘଟଣାଟି ଘଟିଛି ଯାଜପୁର ଜିଲ୍ଲାର ରସାଲପୁର ବ୍ଲକର କୁରକୁରା ଗାଁରେ । ସେହି ସ୍ଥାନରେ ନୂଆକରି ଏକ ମଦ ଦୋକାନ ଖୋଲାଯାଇଥିଲା , ଘରଟି ଅସମ୍ପୂର୍ଣ୍ଣ ଥିବା ଅବସ୍ଥାରେ କିଛି ଲୋକମାନେ ଲୁଚିକରି ମଦ ବ୍ୟବସାୟ କରୁଥିଲେ । ଏହି ଖବର ସେଠାକାର ସ୍ୱୟଂ ସହାୟକ ଗୋଷ୍ଠୀ ର କିଛି ସ୍ତ୍ରୀ ଲୋକମାନେ ସେଠାକୁ ଯାଇ ଠେଲା ପଥର ମାରି ଘର କୁ ଭାଙ୍ଗିବାର ଉଦ୍ୟମ କରିଥିଲେ । ଅନ୍ୟପଟେ ଆଉ କିଛି ଲୋକମାନେ କୋରନା ଭଳି ପରିସ୍ଥିତିକୁ ଖାତିର ନକରି ମଦ ବୋତଲ ଗୁଡିକୁ ଗୋଟାଇ ଘରକୁ ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.