Swastik Tv News Odisha

ଯେତେବେଳେ ଏହି ଫଟୋକୁ Zoom କରି ଦେଖିବେ ହଲିଯିବ ଆପଣଙ୍କ ଦିମାଗ୍ ! ଥରୁଟିଏ ଦେଖି ନିଅନ୍ତୁ

0

ବର୍ତ୍ତମାନ ହେଉଛି ଟେକ୍ନୋଲୋଜିର ଯୁଗ ଏହାର ଏକ ବଡ଼ ଦାନ ହେଉଛି ଆଜିକାଲିର ସୋସିଆଲ ମିଡ଼ିଆ। ତେବେ ସୋସିଆଲ ମିଡ଼ିଆ ସମାଜରେ ଏକ ବଳିଷ୍ଠ ମାଧ୍ୟମ ଭାବରେ ସ୍ଥାନ ଗ୍ରହଣ କରିଛି। ଛୋଟ ଛୁଆ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଏଥିରେ ଜଡିତ ହେଉଛନ୍ତି। ଆଜିକାଲି ପ୍ରତ୍ୟକ ଲୋକ ମାନେ ଯେଉଁ ସ୍ଥାନକୁ ଯାଆନ୍ତି, ସେଠାରେ ସୁନ୍ଦର ସୁନ୍ଦର ଫୋଟୋ ଓ ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ଲାଗିଥାଏ। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ କିଛି ଫୋଟୋ ସମ୍ନାକୁ ଆସିଛି, ଯାହାକୁ ଦେଖିଲେ କିଛି ଅଲଗା ଲାଗିବ। ତେବେ ଆସନ୍ତୁ ସେହି ଫୋଟୋ ବିଷୟରେ ଜାଣିବା;

ପ୍ରଥମ ଫୋଟୋ :- ପ୍ରଥମ ଫୋଟୋଟିକୁ ଦେଖିଲେ ଯେମିତି ଲାଗିବ, ଜଣେ ଯୁବକ ମହିଳାଙ୍କ ପଛ ପ୍ୟାଣ୍ଟ ପକେଟ ଭିତରେ ହାତ ପୁରାଇବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଭଲ ଭାବରେ ନିରୀକ୍ଷଣ କରି ଦେଖିଲେ ଲାଗିବ ଯୁବକଙ୍କ ହାତ ମହିଳାଙ୍କ ସାମ୍ନାରେ ରହିଛି କିନ୍ତୁ ମହିଳା ଜଣଙ୍କ ନିଜ ପ୍ୟାଣ୍ଟ ଭିତରେ ହାତ ପୁରାଇଛନ୍ତି।

ଦ୍ୱିତୀୟ ଫୋଟୋ :- ଏହି ଫୋଟୋଟିକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଭଲ ଭାବରେ ଦେଖିଲେ ଜାଣି ପାରିବେ ଯେ ମହିଳା ଜଣଙ୍କ ତାଙ୍କର ଦୁଇ ଗୋଡ଼କୁ ସାଇଟ କରି ରଖିଛନ୍ତି ଅନ୍ୟ ଯାହା ଦେଖା ଯାଉଛି ତାହା କିନ୍ତୁ ମହିଳାଙ୍କ ଗୋଡ଼ ନୁହେଁ।

ତୃତୀୟ ଫୋଟୋ :-ଏହି ଫୋଟୋଟିକୁ ଦେଖିଲେ ଲାଗିବ ଯେମିତି ଜଣେ ମହିଳା ଚେୟାରରେ ବସିଛନ୍ତି କିନ୍ତୁ ଜଣେ ଯୁବକ ମହିଳାଙ୍କ କାନ୍ଧ ଉପରେ ହାତ ପକାଇଛନ୍ତି। କିନ୍ତୁ ନିରୀକ୍ଷଣ କରି ଦେଖିଲେ ଜାଣି ପାରିବେ ଯେ ଜଣେ ମହିଳା ଆଉ ଜଣେ ମହିଳାଙ୍କ କାନ୍ଧ ଉପରେ ହାତ ପକାଇଛନ୍ତି।

ଚତୁର୍ଥ ଫୋଟୋ :- ଏହି ଫୋଟୋଟିରେ ଦେଖିବା ପାଇଁ ମିଳୁଛି ଯେ ଗୋଟିଏ କୁକୁର ଶୋଇଛି ଓ କୁକୁର ଉପରେ ଯେଉଁ କଳା ରଙ୍ଗ ରହିଛି, ତାହାକୁ ଭଲ ଭାବରେ ଦେଖିଲେ ଗୋଟିଏ ବିଲେଇ କୁକୁର ଉପରେ ଶୋଇଥିବାର ଦେଖିବା ପାଇଁ ମିଳିବ।

ପଞ୍ଚମ ଫୋଟୋ :- ଏହି ଫୋଟୋଟିରେ ସମସ୍ତେ ବସି ପାଠ ପଢୁ ଥିବା ସମୟରେ ଜଣେ ଝିଅଟି ଚେୟାର ଡେରି ହୋଇ ଶୋଇ ଯାଇ ଥିବାର ଦେଖିବା ପାଇଁ ମିଳିବ କିନ୍ତୁ ଅତି ପାଖରୁ ଦେଖିଲେ ଜାଣି ପାରିବେ ଯେ ଝିଅଟି ଗର୍ଭବତୀ ଅଛନ୍ତି ବୋଲି ଜଣା ପଡୁଛି।

ଷଷ୍ଠ ଫୋଟୋ :- ଏହି ଫୋଟୋଟିରେ ଦେଖିବା ପାଇଁ ମିଳୁଛି ଯେ, ପାଞ୍ଚଟି ଲୋକ ପରସ୍ପର ଆଡକୁ ମୁହଁ ସାମ୍ନା କରି ଛିଡା ହୋଇଛନ୍ତି। କିନ୍ତୁ ଭଲ ଭାବରେ ଜୁମ କରି ଦେଖିଲେ ଜାଣି ପାରିବ ଯେ, ସେଠାରେ ପିଲର ଛଅଟି ରହିଛି ସେ ଏଭଳି ଭାବରେ ରହିଛି ଯେମିତି ପାଞ୍ଚଟି ସେଥିରେ ଲୋକ ଦେଖା ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.