Swastik Tv News Odisha

ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ଛାତ୍ରୀଙ୍କ ଜବରଦସ୍ତ ଡାନ୍ସ ଭିଡିଓ

0

ବନ୍ଧୁଗଣ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ପାଇଁ ସୁଯୋଗ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ।

କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। କହିବାକୁ ଗଲେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ କିଛି ଘଟଣା ଏମିତି ରହିଥାଏ ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ।

ସେହିପରି ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହା ଆପଣଙ୍କୁ ଚକିତ କରିବ ନିଶ୍ଚିତ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ଜଣେ ଯୁବତୀ ତାଙ୍କର ଡାନ୍ସ ଦେଖାଉଛନ୍ତି ଥରେ ଦେଖନ୍ତୁ। ସମ୍ପୂର୍ଣ୍ଣ ଦେଶି ଢାଞ୍ଚାରେ ମ୍ୟୁଜିକ୍ ର ତାଳେ ତାଳେ ସେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ତେବେ ଆପଣ ଦେଖିବାକୁ ପାଇବେ ଯେ ଏହି ଯୁବତୀ ଯିଏକି ଜଣେ କଲେଜ୍ ଛାତ୍ରୀ, କିପରି ଭାବରେ ଡିଜେ ରେ ତାଙ୍କ ନାଚ ଦେଖାଉଛନ୍ତି। ସେ ଫିକା ଗୋଲାପି ରଙ୍ଗର ଡ୍ରେସ୍ ରେ ନଜର ଆସିଛନ୍ତି। ଏହିଭଳି ଆକର୍ଷଣୀୟ ପୋଷାକ ପିନ୍ଧି ସେ ରୁମ୍ ଭିତରେ ନାଚୁ ଥିବାର ଦେଖିବାକୁ ମିଳିଛି।

“ତେରୀ ଆଖୋଁ କା ଏ କାଜଲ” ଗୀତରେ ସେ ଏକ ପ୍ରଫେସନାଲ ଡାନ୍ସର ଭାବରେ ତାଙ୍କର ଏହି ନୃତ୍ୟ କୁ ଜବରଦସ୍ତ ଭାବରେ ଦେଖାଉ ଅଛନ୍ତି। ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରିଛନ୍ତି। ଗୋଲାପି ରଙ୍ଗର ଡ୍ରେସ୍ ପିନ୍ଧି ସୁନ୍ଦର୍ ଭାବରେ ନିଜକୁ ସଜାଇ,ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ମୁହଁରେ ଲାଜ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତାଙ୍କର ଏହି ଭିଡିଓ କୁ ଅନେକ ଦେଖି ଖୁସି ହେବା ସହ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.