Swastik Tv News Odisha

ହାତୀ କୁ ଚିଡ଼େଇବା ପଡିଲା ମହଙ୍ଗା, କିଛି କ୍ଷଣ ପରେ ଚାଲିଗଲା youth ଙ୍କର ଜୀବନ, ଭିଡ଼ିଓ ଟିକୁ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଥାଏ। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ଆଶ୍ଚର୍ଯ୍ୟ ଲାଗିବା ସହିତ ବହୁତ ଭୟ ମଧ୍ୟ ଲାଗି ଥାଏ। ଯଦି ସେହି ଭିଡ଼ିଓ ମଧ୍ୟରୁ ବଡ଼ ବଡ଼ ପଶୁ ଜନ୍ତୁ ମାନଙ୍କର ଦୃଶ୍ୟ ଦେଖିଲେ ବହୁତ ଭୟ ଆସି ଯାଇଥାଏ। ଏମିତିକି ସେମାନେ ମଣିଷ ମାନଙ୍କୁ ଜୀବନରୁ ମଧ୍ୟ ମାରି ଦେଇ ଥାଆନ୍ତି। ତେବେ ବର୍ତ୍ତମାନ ଏଭଳି ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି ଓ ସମ୍ବାଦ ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ହାତୀଟିକୁ ଚିଡାଇବାରୁ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ଆସାମ ନୁମାଲୀ ଗଡରେ ମୋରାଗୀଟି ଷ୍ଟେଟରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁଯାୟୀ, NH ୩୯ ରାସ୍ତା ଅତିକ୍ରମ କରି କିଛି ଜଙ୍ଗଲୀ ହାତୀ ପଲ କ୍ଷେତର ବାଡ଼ ଭାଙ୍ଗି ସେହି ବାଟ ଦେଇ ଯାଉ ଥିଲେ। ଠିକ ସେହି ସମୟରେ ସେଠାକାର ସ୍ଥାନୀୟ ଲୋକ ମାନେ ହାତୀ ପଲଙ୍କୁ ଚିଡାଇବା ସହିତ ହାତୀ ସମ୍ନାରେ ଗାମୁଛା ହଲାଇ ଥିଲେ। ସେମାନେ ହାତୀ ପଲଙ୍କୁ ବାରମ୍ବାର ଚିଡାଇବା ଯୋଗୁ, ଅନେକ ହାତୀ ମଧ୍ୟରୁ ଗୋଟିଏ ହାତୀ ଚିଡି ଯିବା ସହିତ ଖୁବ ଜୋର ସୋର ଭାବରେ ରାଗି ମଧ୍ୟ ଯାଇଥିଲା। ତେବେ ହାତୀଟି ଚିଡି ଯାଇ ଲୋକ ମାନଙ୍କୁ ଖୁବ ଜୋର ଦୌଡାଇ ଥିଲା। ଅତ୍ୟଧିକ ଦୋୖଡେଇବା ଫଳରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କଚାଡି ହୋଇ ମୁହଁ ମାଡି ହୋଇ ତଳେ ପଡି ଯାଇଥିଲେ।

ତେବେ ଯୁବକ ଜଣଙ୍କ ତଳେ ପଡି ଯିବା ଫଳରେ ହାତୀଟି ତା’ର ଆଗ ଗୋଡ଼ ଓ ପଛ ଗୋଡ଼ରେ ଦଳି ଚକଡ଼ି ଦେଇଥିଲା। ଏହା ପରେ ହାତୀଟି ଘଟଣା ସ୍ଥଳରୁ ପଳାଇ ଯାଇ ଥିଲା। ଯୁବକ ଜଣଙ୍କ ବହୁତ ଗୁରୁତ୍ବର ହୋଇ ପଡି ଥିଲେ, ସେଠାରେ ଥିବା ଲୋକ ମାନେ ତାଙ୍କୁ ଉଦ୍ଧାର କରି ଗୋଲଘାଟ ସିଭିଲ ହସ୍ପିଟାଲରେ ନେଇ ଭର୍ତ୍ତି କରି ଦେଇଥିଲେ ଓ ଡାକ୍ତର ତାଙ୍କୁ ସେଠାରେ ଦେଖି ମୃତ ବୋଲି ସୂଚନା ଦେଇଥିଲେ। ଏହି ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ହାତୀ ମାନଙ୍କ ଠାରୁ ସଦା ସର୍ବଦା ଦୂରେଇ ରୁହନ୍ତୁ, ନହେଲେ ଆପଣ ମାନେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇ ପାରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.