Swastik Tv News Odisha

Cornel and Rithika ଙ୍କ Hot ଡ୍ୟାନ୍ସ ଭିଡ଼ିଓ ହେଉଛି ଭାଇରାଲ, ଦେଖିଲା ପରେ ଆପଣ ନିଜକୁ ସମ୍ଭାଳି ପାରିବେନି…33 Million ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ। ତେବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ଆପଣ ତ ଜାଣିଛନ୍ତି ଅନେକ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ।ସେହିପରି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଡାନ୍ସ ଟି ଏକ ଭିନ୍ନ ଡାନ୍ସ ର ଷ୍ଟାଇଲ ଅଟେ।

ଏହା ଏକ ଏମିତି ଡାନ୍ସ ଷ୍ଟାଇଲ ଯାହା ଦେଖିଲେ ଆପଣ ଚକିତ ହୋଇଯିବେ ଯେ ଏମିତି ବି ଡାନ୍ସ କରିହୁଏ।ଏଠାରେ ଏହି ଭିଡିଓ ରେ କିପରି ଭାବରେ ଜଣେ ଯୁବତୀ ତାଙ୍କର ଡାନ୍ସ ଦେଖାଉଛନ୍ତି ଥରେ ଦେଖନ୍ତୁ। ତାଙ୍କର ପୁରୁଷ ଡାନ୍ସ ପାର୍ଟନର ଙ୍କ ସହିତ ତାଙ୍କର ଏହି ଡାନ୍ସ ମାଇଣ୍ଡ ବ୍ଲୋଇଂ ଭଳି ଲାଗୁଛି।ଏତେ ସ୍ମୁଥ ଭାବରେ ସେ ନୃତ୍ୟ ପରିବେଷଣ କରୁଛନ୍ତି ଯେ ଏହାକୁ ଦେଖୁଥିବା ଦର୍ଶକ ଏହିଭଳି ଡାନ୍ସ କୁ ଦେଖି ଚାହିଁ ରହି ଯାଉଛନ୍ତି ଏବଂ ଆଶ୍ଚର୍ଯ୍ୟ ହେଉଛନ୍ତି ଏହାକୁ ଦେଖି। କାରଣ ଏପରି ଅଙ୍ଗ ଭଙ୍ଗି ରେ ଡାନ୍ସ କରିବା ବେଶ୍ କଷ୍ଟକର ଅଟେ।ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି।

ଯୁବତୀ ଜଣଙ୍କ ଯେଉଁ ଗେଟ୍ ଅପ ରେ ଯେଉଁ ଷ୍ଟାଇଲ ରେ ନିଜକୁ ସଜାଇ ଏହିପରି ଡ୍ରେସ୍ ପିନ୍ଧି ସୁନ୍ଦର୍ ଭାବରେ ନିଜକୁ ସଜାଇ,ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ଉଭୟ ଯୁବକ ଏବଂ ଯୁବତୀଙ୍କ ଏହିଭଳି ଦମଦାର ପରଫର୍ମାନସ ଦେଖି ଉପସ୍ଥିତ ଦର୍ଶକ ଏହାର ଭିଡିଓ ମଧ୍ଯ ରେକର୍ଡ କରୁଛନ୍ତି। ତେବେ ଏହି ଭିଡ଼ିଓ କୁ ଲକ୍ଷାଧିକ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.