Swastik Tv News Odisha

ପୁରୁଷ ଏବଂ ମହିଳାଙ୍କ ବୀର୍ଯ ଏବଂ ସେ-କ୍ସ୍ କ୍ଷମତା ବଢ଼ାଇଥାଏ ଏହି ଆସନ, ଜାଣନ୍ତୁ କିପରି କରିବେ…ଦେଖନ୍ତୁ ପୁରା ଭିଡ଼ିଓ

0

ଶରୀରକୁ ସୁସ୍ଥ ରଖିବା ସହିତ ରୋଗ ମୁକ୍ତ କରିବା ପାଇଁ ସମସ୍ତେ ଚାହାଁନ୍ତି। କାରଣ ରୋଗମୁକ୍ତ ଜୀବନ ହିଁ ମଣିଷକୁ କ୍ରାନ୍ତିକାରୀ ବନାଇ ଥାଏ। ଆପଣ ଜାଣିଛନ୍ତି କରୋନା କାଳରେ ସରକାରଙ୍କଠୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଶରୀରକୁ ସୁସ୍ଥ ରଖିବା, ଇମ୍ୟୁନିଟି ବଢ଼ାଇବା ଆଦି ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ସେମାନଙ୍କ ଇମ୍ୟୁନିଟି ଶକ୍ତିକୁ ବଢ଼ାଇବା ପାଇଁ ସବୁ ପ୍ରକାର ପ୍ରୟାସ ବି ଚାଲିିଛି। ତେଣୁ ଲୋକଙ୍କୁ ଖାଦ୍ୟ ଖାଇବାରେ ସଚେତନତା ପ୍ରଥମେ ସୃଷ୍ଟି କରାଗଲା ଏବଂ ପରେ ଔଷଧଠୁ ଆରମ୍ଭ କରି ପରେ ଭ୍ୟାକସିନ ମଧ୍ୟ ଦିଆଗଲା। ଯାହା ଏବେ ପର୍ଯ୍ୟନ୍ତ ଚାଲୁ ରହିଛି।

ତେବେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଏସବୁ ସହିତ ଯୋଗ ଏବଂ ବ୍ୟାୟାମ ର ମଧ୍ଯ ଆବଶ୍ୟକତା ରହିଛି। ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅନେକ ପ୍ରକାରର ଯୋଗ ରହିଛି। ଏଥିପାଇଁ ଲୋକେ ନିର୍ଦ୍ଦିଷ୍ଟ ରୋଗ ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟାୟାମ କୁ କରିଥାନ୍ତି। ଯୋଗ ଏବଂ ବ୍ୟାୟାମ ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ। ଯୋଗ କରିବା ଦ୍ୱାରା ଆପଣଙ୍କର ଶରୀର ସୁସ୍ଥ ରହିବା ସହିତ ଆପଣଙ୍କୁ ଅନେକ ପ୍ରକାର ସ୍ବାସ୍ଥ୍ୟ ଜନିତ ଫାଇଦା ଯୋଗାଇଥାଏ ଏବଂ ସବୁବେଳେ ସକ୍ରିୟ ରଖିବାରେ ସାହାଯ୍ୟ କରିଥାଏ। ତେବେ ସେହିପରି ଏକ ଯୋଗ ଆସନ ବିଷୟରେ ଆମେ ଜାଣିବା ଯାହା ଆପଣଙ୍କୁ ଅନେକ ପ୍ରକାରର ସୁସ୍ଥକର ଫାଇଦା ଯୋଗାଇବ।

ତେବେ ଏହି ଆସନ ଟିର ନାମ ହେଉଛି ଶୟନାସନ।ଏହି ଆସନ ଟି ଆପଣଙ୍କ ପାଇଁ ବେଶ୍ ଫଳପ୍ରଦ ହେବ ଏବଂ ଏହି ଆସନ ଟିକୁ ଆପଣ ପରିଷ୍କାର ସ୍ଥାନରେ ଏବଂ ବାୟୁ ଭଲ ଭାବରେ ଚଳ ପ୍ରଚଳ ହେଉଥିବା ସ୍ଥାନରେ କରନ୍ତୁ। ଆପଣ ଏହି ଭିଡିଓ ଟିକୁ ଭଲ ଭାବରେ ଧ୍ୟାନର ସହ ଦେଖନ୍ତୁ ଏବଂ ଜାଣନ୍ତୁ କିପରି ଭାବରେ ଏହି ଯୁବତୀ ଜଣଙ୍କ ଏହି ଆସନ ଟିକୁ ନିଜେ କରି ଦେଖାଉ ଅଛନ୍ତି।

ଜାଣନ୍ତୁ ଶୟନାସନର ଫାଇଦା-

– ସ୍ପଣ୍ଡିଲାଇଟିସ, ଥାଇରାଇଟିସ ଭଳି ସମସ୍ୟାକୁ ଏହା ଦୂର କରିଥାଏ।

– ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ସହିତ ନର୍ଭ ସମସ୍ୟା ମଧ୍ଯ ଦୂର କରିଥାଏ।

– ପୁରୁଷଙ୍କ ଶରୀରରେ ଏହା ବିର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ସେକ୍ସ୍ କରିବାର କ୍ଷମତା ମଧ୍ଯ ବୃଦ୍ଧି କରିଥାଏ। ଏଥିପାଇଁ ଏହା ବେଶ୍ ଫଳପ୍ରଦ ହୋଇଥିବାରୁ ଏହାକୁ ବେଶ୍ ସାହାଯ୍ୟକାରୀ ଆସନ ମାନା ଯାଇଥାଏ।

– ଏହି ଆସନକୁ ପ୍ରତିଦିନ କଲେ ଏହା ଗରଦନ କୁ ଦୃଢ଼ କରିଥାଏ ଏବଂ ନାଡି ସଂସ୍ଥାନ ଏବଂ କାମ ଇନ୍ଦ୍ରିୟ ସମ୍ବନ୍ଧିତ ନାଡ଼ିକୁ ଶକ୍ତିଶାଳୀ ଏବଂ ମଜବୁତ ବନାଇ ଥାଏ।

– ତେଣୁ ଏହିପରି ଅନେକ ଲାଭ ରହିଛି ଏହି ଆସନ କୁ କରିବାରେ। ତେଣୁ ଆପଣ ଏହି ଆସନ କୁ ଅଭ୍ୟାସ କରି ଏହାର ଲାଭ ଉଠାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.