Swastik Tv News Odisha

ନିଜଠୁ 27 ବର୍ଷ ବଡ ପ୍ରଫେସରଙ୍କ ପ୍ରେମରେ ଛାତ୍ରୀ, ସାର୍ ରଖିଲେ ଶାରୀରିକ ସମ୍ପର୍କ ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…..

0

ଆଗକାଳ ଆଉ ଏବେର ଯୁଗ ମଧ୍ୟ ରେ ଆମେ ମାନେ ଦେଖିବାକୁ ଗଲେ ବହୁତ ଫରକ୍ ଆସିଗଲାଣି କହିବାକୁ ଗଲେ ଆକାଶ ପାତାଳର ଫରକ୍ ଆସିଗଲାଣି । ଆଗର ଯୁଗରେ ଅନେକ ଜିନିଷ ରେ ପ୍ରତିବନ୍ଧକ ଥିଲା, ଅନେକ କଥା ରେ ବାରଣ ଥିଲା । ହେଲେ ଏବେ ଯୁଗ ବଦଳିଲାଣି ଲୋକ ମାନେ ଶିକ୍ଷିତ ହେଲେଣି ଏବଂ ତାହା ସହ ନିଜ ନିଜ ର ମାନସିକ ଚିନ୍ତାଧାରା ରେ ମଧ୍ୟ ପରିବର୍ତ୍ତନ ଆଣିଲେଣି ।

ହେଲେ ଏବେ ଯଦି ଆମେ ଦେଖିବା ତେବେ ବହୁତ ବଡ ବଡ ପୋଷ୍ଟ ରେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଆଗରେ ଅଛନ୍ତି । ଏପରି କୌଣସି କାମ ନାହିଁ ଆଜିର ଯୁଗରେ ଯାହାକୁ କି ଗୋଟିଏ ଝିଅ କରି ପାରିବ ନାହିଁ । କିନ୍ତୁ ବୋଧେ ହୁଏତ ଗୋଟିଏ କଥାକୁ ନେଇ ଲୋକ ମାନଙ୍କ ର ଚିନ୍ତାଧାରା ଆଜି ପର୍ଯ୍ୟନ୍ତ ବଦଳି ପାରି ନାହିଁ ବରଂ ସେଇ ପୁରୁଣା ଯୁଗରେ ରହି ଯାଇଛି । ପ୍ରେମ କୁ ନେଇ ଆଜିବି ସମାଜ ରେ ଏପରି ଲୋକ ଅଛନ୍ତି ଯେଉଁମାନେ କି ଖରାପ କହିଥାନ୍ତି ।

ଆଜିର ଦୁନିଆରେ ଅନେକ ପୁଅ ଝିଅ ଅଛନ୍ତି ଯେଉଁମାନେ କି ପରସ୍ପର କୁ ଭଲ ପାଉଛନ୍ତି ନିଜ ନିଜ ର ବାହା ହେବା ବୟସ ହେବା ବେଳକୁ ଘରେ କହି ପରସ୍ପରକୁ ବିବାହ କରୁଛନ୍ତି । ସେମାନଙ୍କ ଘର ଲୋକ ମାନେ ମଧ୍ୟ ସେମାନଙ୍କ ପସନ୍ଦ ରେ ଖୁସି ହୋଇ ସେମାନଙ୍କୁ ଅନୁମତି ଦେଉଛନ୍ତି । ହେଲେ ଏପରି ଅନେକ ପରିବାର ଅଛନ୍ତି ଯେଉଁମାନେ କି ପ୍ରେମ କୁ ବିରୋଧ କରୁଛନ୍ତି, ପୁଅ ଝିଅ ଯଦି ପରସ୍ପରକୁ ଭଲପାଉଛନ୍ତି ତେବେ ସେମାନଙ୍କୁ ଏକାଠି ତ ହେବାକୁ ଦେଉନାହାନ୍ତି ବରଂ ପୁଅ ଝିଅ ଙ୍କୁ ଜୀବନରୁ ମାରି ଦେଉଛନ୍ତି

ଏଇଟା କଣ ଠିକ୍ କି? ଭଲପାଉଛନ୍ତି ବାକି ନିଜ ଘର ର ମାନ ସମ୍ମାନ ପାଇଁ ନିଜ ପୁଅ ଝିଅ ଙ୍କୁ ମାରିଦେବା ଟା ଠିକ୍ ନୁହେଁ । ସେମାନେ ବାସ୍ ନୀଜ ପସନ୍ଦ ର ମଣିଷ ଟେ ବାଛୁଛନ୍ତି କୌଣସି ପାପ କରୁ ନାହାଁନ୍ତି । ହେଲେ ଭଲପାଇବା ଗୋଟେ ମଣିଷ କୁ ପସନ୍ଦ କରିବା ପାଇଁ ବି ଆମ ସମାଜ ରେ କିଛି ନିୟମ ଅଛି, ଯେଉଁ ନିୟମ ଉଲଂଘନ କରିଲେ ସମାଜ ରେ ଲୋକ ମାନେ ତାହାକୁ ଖରାପ ନଜରରେ ମଧ୍ୟ ଦେଖି ଥାଆନ୍ତି ।

ଆଜିକାଲି ତ ପିଲା ମାନଙ୍କୁ କୌଣସି ସମ୍ପର୍କ ପାଇଁ ଖରାପ ଲାଗୁନାହିଁ, ଯାହା ଇଚ୍ଛା ତାହା କରୁଛନ୍ତି, ହେଲେ ଏହା ଠିକ୍ ନୁହେଁ । ଆମ ସମାଜ ରେ କିଛି ନିୟମ ଅନୁସାରେ ଆମକୁ ଚଳିବାକୁ ପଡିବ, ଯାହାକି ଉଚିତ୍ ଅଟେ । ଆମେ ଆଜି ଆପଣ ମାନଙ୍କୁ ଏପରି ଏକ ସମ୍ପର୍କ ବିଷୟରେ କହିବୁ ଯାହାକୁ ଶୁଣି ଆପଣ ମାନେ ମୁଣ୍ଡ ରେ ହାତ ଦେଇଦେବେ, ହୁଏତ ଆପଣ ମାନେ ଏପରି ସମ୍ପର୍କ ବିଷୟରେ ଆଗରୁ ଶୁଣିଥିବେ, ହେଲେ ଏପରି ସମ୍ପର୍କ ନୀତି ବିରୋଧୀ ଅଟେ ।

ଜର୍ମାନୀ ର ଜଣଜ ୨୧ ବର୍ଷ ର ଛାତ୍ରୀ ଯାହାଙ୍କ ନାମ ଜିନା, ସିଏ ସାଇକୋଲୋଜି ର ଛାତ୍ରୀ ଅଟନ୍ତି। ହେଲେ ତାଙ୍କ ର ଫିଜିଓଲୋଜୀ ପ୍ରତି ଆଗ୍ରହ ଥିଲା, ତେଣୁ ସେ ୟୁଟ୍ୟୁବ୍ ରେ ଫିଜିଓଲୋଜୀ ପାଠ ପଢୁଥିଲେ । ସେହି ସମୟ ରେ ସେ ସେହି ଫିଜିଓଲୋଜୀ ର ଶିକ୍ଷକ ଙ୍କୁ ଭଲପାଇ ଯାଇଥିଲେ, ଯାହାଙ୍କ ନାମ ପିଟର ହେନୀଚ ।

ଏହାପରେ ସେମାନେ ଇମେଲ୍ ମାଧ୍ୟମରେ ପରସ୍ପର ମଧ୍ୟ ରେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହାପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଦୁହିଁଙ୍କ ମଧ୍ୟରେ, ୨୦୧୮ ମସିହାରେ ଦୁହେଁ ପରସ୍ପର କୁ ପ୍ରଥମ ଥର ପାଇଁ ଦେଖା କରିଥିଲେ । ଏବେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଛି, ହେଲେ ଜିନା ଏବଂ ପିଟର ଙ୍କ ପରିବାର ଲୋକ ଏହି ସମ୍ପର୍କ କୁ ଗ୍ରହଣ କରୁନାହାଁନ୍ତି, ହେଲେ ଏମାନେ ଦୁହେଁ ପରସ୍ପର କୁ ବିବାହ କରିବା ପାଇଁ ରାଜି ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.