Swastik Tv News Odisha

ଦେଖନ୍ତୁ Viral ଭିଡ଼ିଓ : ଏହି ଝିଅର ଠୁମକା ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ…86 Million ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ସେମାନଙ୍କ ନୃତ୍ୟ ଦେଖିବା, ସେମାନଙ୍କ ମୁହଁରୁ ଗୀତ ଶୁଣିବା ପାଇଁ ବହୁତ୍ ଭଲ ଲାଗିଥାଏ। ସେମାନଙ୍କ ନାଚକୁ ଦେଖିବା ପାଇଁ ବହୁତ ସୁନ୍ଦର ଲାଗିଥାଏ। ତାଙ୍କ ମୁହଁର ହସ, ତାଙ୍କର ସୁନ୍ଦର୍ ଅଙ୍ଗ ଭଙ୍ଗି ବେଶ୍ ଆକର୍ଷଣୀୟ ହୋଇଥାଏ। ଆଉ ସେମାନଙ୍କ କଣ୍ଠରେ ରହିଥାଏ ଏକ ଭିନ୍ନ ସ୍ୱରର ଯାଦୁ ଯାହା ବହୁତ୍ ମଧୁର ହୋଇଥାଏ। କୁନି ପିଲା ମାନଙ୍କର ଏହିପରି ଅନେକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ସେହିପରି ଏବେ ଜଣେ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଏହି ଭିଡିଓ ରେ ଏକ କୁନି ଝିଅଟି ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବହୁତ୍ ସୁନ୍ଦର ଭାବରେ ସେ ଏହି ନାଚକୁ ଦେଖାଉ ଛନ୍ତି।ଏହି କୁନି ଝିଅ ଯେଉଁଭଳି ଭାବରେ ତାଙ୍କ ନୃତ୍ୟ ଦେଖାଉଛନ୍ତି ତାଙ୍କର ଏହି ନୃତ୍ୟକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ଗୀତକୁ ବହୁତ୍ ଭଲ ପାଉଛନ୍ତି। ତେବେ ଏହି କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହେବାରେ ଲାଗିଛି। ଯାହାକୁ ଯିଏବି ଦେଖୁଛି ସେ ଖୁସି ହୋଇ ଯାଉଛି। କାରଣ କୁନି ପିଲା ମାନଙ୍କ ନୃତ୍ୟ ଦେଖିବାକୁ ବହୁତ୍ ଭଲ ଲାଗିଥାଏ।

ସେହିଭଳି ଏହି ଭିଡିଓ କୁ ଦେଖି ସମସ୍ତେ ଏହାକୁ ପ୍ରଶଂସା କରିବାକୁ ଲାଗୁଛନ୍ତି ଏବଂ ପସନ୍ଦ କରୁଛନ୍ତି। ଏହି କୁନି ଝିଅ ଜଣଙ୍କ ଏକ ସୁନ୍ଦର୍ ମନଛୁଆଁ ଗୀତରେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି।ତେବେ କୁନି ଝିଅ ଜଣଙ୍କ ଏହି ନାଚକୁ ଏତେ ପ୍ରେମର ସହ ଭାବର ସହ ଦେଖାଉ ଛନ୍ତି ଯେ ତାକୁ ଦେଖି ଆପଣ ବି ଖୁସି ହୋଇଯିବେ। ଏମିତି ରେ ବି ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ।

ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି ଇବଙ୍କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।ତେବେ କୁନି ପିଲା ମାନଙ୍କ ସ୍ୱର ଶୁଣିବାକୁ ଯେମିତି ଭଲ ଲାଗେ ତାକୁ ଅନୁଭଵ କଲେ ମଧ୍ୟ ସେତିକି ଖୁସି ଲାଗିଥାଏ। ଯେମିତି ଏହି ଭିଡ଼ିଓରେ ଏହି କୁନି ଝିଅ ସମସ୍ତଂକ ମନକୁ ଛୁଇଁବା ଭଳି ନୃତ୍ୟ ଦେଖାଇ ସମସ୍ତଂକ ମନକୁ କିଣି ନେଇଛନ୍ତି।ଆପଣବି ଥରେ ଏହି ଝିଅର ନାଚକୁ ଦେଖନ୍ତୁ ଏବଂ ଏହାର ଭାବକୁ ଅନୁଭଵ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.