Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ…..ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ବନ୍ଧୁଗଣ ଏବେ ନିକଟରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତଙ୍କୁ ଏହି ଘଟଣା ଚକିତ ମଧ୍ଯ କରି ଦେଇଛି। ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ଯାହା ସେମିତି ଏକ ଘଟଣା, ସହଜରେ ହଜମ ହେବା ସମ୍ଭବ ନୁହଁ। ଯାହା ପ୍ରକାଶ କରୁଛି ମଣିଷର କ୍ରୋଧ ଏବଂ ଅସହନଶିଳତା କିପରି ବୃଦ୍ଧି ପାଇବା ଦ୍ବାରା ମଣିଷ ନୃଶଂସ ପାଲଟି ଯାଇଥାଏ। ଆଉ କ୍ରୋଧ କିପରି ମଣିଷର ପରମ ଶତ୍ରୁ ପାଲଟି ଯାଇଥାଏ ତାହା ତ ଆପଣ ଜାଣିଛନ୍ତି। କ୍ରୋଧ ସମୟରେ ମଣିଷ ନିଜର ହିତାହିତ ଜ୍ଞାନ କୁ ଭୁଲି କଣ କରିଥାଏ ତାହା ସେ ନିଜେ ଜାଣି ପାରି ନଥାଏ।

ଅତ୍ୟଧିକ ରାଗ ମଣିଷକୁ ଭୁଲ୍ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ ଏବଂ ଏହାଦ୍ଵାରା ମଣିଷ ନିଜର ଉପସ୍ଥିତ ବୁଦ୍ଧି ହରାଇ ଭୁଲ୍ କାମ କରି ବସିଥାଏ। ତେଣୁ କିପରି ଭାବରେ ଏହା ମଣିଷ ପାଇଁ କ୍ଷତିକାରୀ ହୋଇଥାଏ ତାହା ଆପଣ ଅନେକ ଘଟଣାରୁ ଜାଣିଥିବେ। ରାଗ ସମୟରେ ମଣିଷ ମନକୁ ଯାହା ଆସିଥାଏ ସେ ତାହା କହି ଦିଏ ଏବଂ ଏହା ପରବର୍ତ୍ତୀ ସମୟରେ ଏକ ଭୁଲ୍ ମାର୍ଗକୁ ସୂଚାଇଥାଏ। ତେଣୁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିବା ନିଶ୍ଚିତ ଆବଶ୍ୟକ। ସେହିପରି ଏକ ଖବର ସଂପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏବେ ସାମ୍ନାକୁ ଆସିଛି ଏପରି ଏକ ଖବର ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

ସାଧାରଣରେ ଯେଉଁ ଘଟଣା ଗ୍ରହଣୀୟ ନୁହେଁ ତାହା ଏଠାରେ ଏହି ଘଟଣାରେ ଘଟିଛି।ଏହା ଏକ ଏମିତି ଘଟଣା ଯାହା ସାଧାରଣରେ ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି।ତେବେ ଏହିଭଳି ଏକ ଘଟଣା ଘଟିଛି ପଞ୍ଜାବର ଜଳନ୍ଧରରେ ଥିବା ଏକ ସ୍କୁଲ୍ ରେ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ରହିଛି ଯାହା ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି କରିଛି ସାଧାରଣରେ। ଏଠାରେ ଜଣେ ମହିଳା ଅଭିଭାବକ ଆସି କିପରି ଭାବରେ ଭାବରେ ସ୍କୁଲ୍ ର ଷ୍ଟାଫ ଙ୍କୁ ମାଡ଼ ମାରୁଛନ୍ତି ତାହା ଦେଖିବାକୁ ମିଳିଛି। ତାଙ୍କ ଝିଅର ମୋବାଇଲ୍ କୁ କୌଣସି କାରଣରୁ ସ୍କୁଲ୍ ତରଫରୁ ଜବତ କରାଯିବା ପରେ ଏଥିରେ ଉତକ୍ଷିପ୍ତ ହୋଇ ଝିଅର ମାଆ ସ୍କୁଲରେ ପହଞ୍ଚିଥିଲେ।

ସ୍କୁଲ୍ ରେ ପହଞ୍ଚିବା ପରେ ସେ ଅଫିସ ରୁମ୍ ଭିତରକୁ ପ୍ରବେଶ କରି ସେଠାରେ ବସିଥିବା ମାଡାମଙ୍କୁ କିଛି ନବୁଝି ବାଡେଇବା ଆରମ୍ଭ କରି ଦେଇଥିଲେ। ତାଙ୍କର ଚୁଟି ଝିଂକି, ଟାଣି ଆଣି ମାଡ଼ ମାରିବାକୁ ଆରମ୍ଭ କରିଦେଲେ। ସେମାନଙ୍କ ଭିତରେ କିଛି ସମୟ ଧରି ମାରପିଟ ଲାଗି ରହିଥିଲା। ଯାହା ସେଠାରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା। ତେବେ ଏହି ଘଟଣାକୁ ସାଧାରଣରେ ନିନ୍ଦା କରା ଯାଇଛି।ଏହି ଘଟଣାରେ ସ୍କୁଲ୍ ତରଫରୁ ଅଭିଯୋଗ ହେବାପରେ ପୋଲିସ୍ ଉକ୍ତ ଘଟଣାର ଯାଞ୍ଚ କରି ତଦନ୍ତ କରିବା ଆରମ୍ଭ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.