Swastik Tv News Odisha

IAS Interview – ଯଦି ଝିଅଟି ତା’ର ସବୁ ପୋଷାକ କାଢିଦିଏ ଏବେ କଣ ହବ…? ଉତ୍ତର ୫ ସେକେଣ୍ଡ ମଧ୍ୟରେ ଦେବାର ଚେଷ୍ଟା କରନ୍ତୁ

0

ପୂର୍ବ ଅପେକ୍ଷା ଆଜିର ସମାଜ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଗଲାଣି , ଲୋକମାନେ ଶିକ୍ଷାର ଗୁରୁତ୍ୱ ବୁଝିଲେଣି । ପ୍ରତ୍ୟେକ ବାପା ମା ମାନେ ନିଜ ସନ୍ତାନକୁ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି । ସମସ୍ତେ ନିଜ ନିଜ ଗୋଡରେ ଛିଡା ହେବା ପାଇଁ ପ୍ରୟାସ ଜାରି ରଖିଛନ୍ତି , କାରଣ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ହେଲେ କେତେ ଗୁଡିଏ ପରୀକ୍ଷା ରେ ପାସ୍ ହେବା ପାଇଁ ପଡିଥାଏ । ଏଥିପାଇଁ ପିଲା ମାନଙ୍କୁ ବିଭିନ୍ନ ପ୍ରକାର ପୁସ୍ତକ ପିଢି ପରୀକ୍ଷା ପାଇଁ ପ୍ରିପିଆର ହେବାକୁ ପଡିଥାଏ । ଏଥିପାଇଁ ପିଲାମାନେ କଠିନରୁ କଠିନ ପରିଶ୍ରମ କରିଥାନ୍ତି ଏବଂ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି ।

upsc ପରୀକ୍ଷା ଏକ ବଡ ପରୀକ୍ଷା ହୋଇଥାଏ , ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ହେଲେ ଲୋକ ଆଇ ଏସ୍ ହୋଇଥାନ୍ତି । ଏଥିପାଇଁ ଅନେକ ପିଲାମାନେ ମଧ୍ୟ ଇଣ୍ଟରଭ୍ୟୁ ପାଇଁ ଆସିଥାନ୍ତି , କେହି କେହି ଏହି ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ପରୀକ୍ଷା ସମ୍ୱନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ସମ୍ପର୍କରେ ।

1. ଯେବେ କୌଣସି ଝିଅ କିମ୍ୱା ମହିଳା କାହାକୁ ନଇଁ କରି ପ୍ରଣାମ କରିଥାଏ କିମ୍ୱା କୌଣସି ବଡ ଲୋକଙ୍କର ପାଦ ଛୁଇଁଥାଏ , ତ ଆମକୁ ତାଙ୍କର କଣ ଦେଖାଯାଇଥାଏ ?
ଉତ୍ତର – ତାହାର ସଂସ୍କାର ।

2. କାହାକୁ ଦେଖିକରି ଝିଅ ଡରି ଯାଇଥାଏ ଏବଂ ନିଜ ଭିତରକୁ ପୂରେଇବାକୁ ଦେଇନଥାଏ , ହେଲେ ପୂରାଇବା ବାଲା ଜବରଦସ୍ତ ପୂରେଇ ଦେଇଥାଏ ?
ଉତ୍ତର – ଇଞ୍ଜେକ୍ସନ୍ ।

3. ବର୍ତ୍ତମାନର ଯୁଗରେ କେଉଁ ଜିନିଷ ଲୋକମାନେ ସବୁଠାରୁ ଅଧିକ ମାରନ୍ତି ?
ଉତ୍ତର – ମିସ୍ କଲ୍ ।

4. ଝିଅଟି ଲୁଚେଇଥାଏ ଏବଂ ପଇସା ନେଇକି ଦେଇ ଦେଇଥାଏ ,କୁହନ୍ତୁ ସେଇଟା କଣ ?
ଉତ୍ତର – ଭେଣେଇର ଜୋତା ।

5. ମଉକା ମିଳିଗଲା ମାତ୍ରକେ ପୁଅଟି ଝିଅର ମାରିଦେଲା , କୁହନ୍ତୁ ସେଇଟା କଣ ?
ଉତ୍ତର – ପକେଟ୍ ।

6. କୁହନ୍ତୁ ସେ କଣ ଅଟେ ଯାହା ଯାହାଙ୍କ ପାଖରେ ଥାଏ ସେ ତାକୁ ହାତରେ ଧରିକି ଆଗ ପଛ କରିଥାଏ ଏବଂ ଯାହାଙ୍କ ପାଖରେ ନ ଥାଏ ସେ ଆଙ୍ଗୁଳି ପୁରେଇକି କରିଥାଏ ?
ଉତ୍ତର – ଟୁଥବ୍ରସ୍ ।

7. ଯେତେବେଳେ ଝିଅମାନେ ଦୌଡିଥାନ୍ତି ତ ତାଙ୍କର କଣ ଉପର ତଳ ହୋଇ ଚାଲିଥାଏ ?
ଉତ୍ତର – ଡ୍ରେସ୍

8. କେଉଁ ଦେଶରେ ବହୁତ ଅଧିକ ଗରମ ହେଲେ ବି ମଧ୍ୟ ସେଠାକାର ସମସ୍ତ ଲୋକ ଗୋରା ହୋଇଥାନ୍ତି ?
ଉତ୍ତର – ଆରବ ଦେଶରେ ।

9. ଯଦି ଝିଅଟି ତାର ସମସ୍ତ ପୋଷାକ କାଢିଦିଏ ତେବେ କଣ ହେବ ?
ଉତ୍ତର – ଯେଉଁ ଝିଅଟି ତାର ପୋଷାକ ଶୁଖାଇ ଦେଇଛି ତାର ପୋଷାକ ବାହାର କରିବା ପରେ ଖାଲି ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.