Swastik Tv News Odisha

OMG ପ୍ରିୟଙ୍କା ଚୋପ୍ରା ଙ୍କ ସହ ଏହି ଯୁବକଙ୍କ Secret ଭିଡିଓ ଭାଇରାଲ ହେବାରେ ଲାଗିଛି….ଥରୁଟିଏ ଦେଖି ନିଅନ୍ତୁ

0

ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି। ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି। ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। କିନ୍ତୁ ବେଳେ ବେଳେ ସେଲିବ୍ରେଟି ମାନେ ଲୋକଙ୍କ ସାମ୍ନାରେ ଟ୍ରୋଲ ହୋଇଥିବାର ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଜଣେ ଅଜଣା ଯୁବକ ଅଶ୍ରୀଳ ଵ୍ୟଵହାର କରିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଇଂରାଜୀ ଫିଲ୍ମ କରିବା ସହିତ ହଲିଉଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଦମଦାର ଅଭିନୟ ପାଇଁ ସେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଆନ୍ତି।

ଏଥି ସହିତ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳେ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ତେବେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଜଣେ ଅଚିହ୍ନା ଯୁବକ ଆସି ଅଭିନେତ୍ରୀଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି। ତାଙ୍କର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। କିନ୍ତୁ ପ୍ରକୃତ କଥା ହେଉଛି ଯେ, ଅଭିନେତ୍ରୀ ପ୍ରିୟଙ୍କା ସହିତ ଏହା କିଛି ବି ହୋଇ ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ମିଛ ଅଟେ। ତେବେ ତାହା ହେଉଛି ଅଭିନେତ୍ରୀଙ୍କ ଆଗକୁ ଆସୁଥିବା ହଲିଉଡ଼ ଫିଲ୍ମ ‘ଇଜ୍ଜତ ଟୁଟ ରୋମାନ୍ସ’ ର ଏକ ସିନ ଅଟେ।

ତେବେ ଏହି ଫିଲ୍ମର ସୁଟିଙ୍ଗ ନିୟର୍କରେ ହୋଇଥିଲା। ତେବେ ପ୍ରକୃତ କଥା ହେଉଛି ଯେ ଏହି ସିନରେ ଅଭିନେତ୍ରୀ କୌଣସି ଏକ ସ୍ଥାନକୁ ଯାଇଛନ୍ତି ଓ ଯିବା ସମୟରେ ହଠାଥ ଅଚେତ ହୋଇ ଯାଇ ଥିଲେ। ଠିକ ସେହି ସମୟରେ ଜଣେ ଯୁବକ ଆସି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ ଓ ଅଜିନେତ୍ରୀଙ୍କ ଚେତା ଆସିବା ପରେ ସେ ସବୁ କିଛି ସରି ଯାଇ ଥିଲା। ତେବେ ଅଭିନେତ୍ରୀ ଏହି ଫିଲ୍ମରେ ଆମ୍ବାସଡର ଭାବରେ ଅଭିନୟ କରିଛନ୍ତି। ତେବେ ଏହି ଦୃଶ୍ୟଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.