Swastik Tv News Odisha

ଆଶ୍ଚର୍ଯ୍ୟ ! ନାଗ କୁ ଭେଟିବା ପାଇଁ ଝିଅ ରୂପରେ ଜନ୍ମ ନେଲା ନାଗୁଣ… ଦେଖନ୍ତୁ ଏହି Live ଭିଡିଓ

0

ବନ୍ଧୁଗଣ କିଛି ଏପରି ଘଟଣା ସଂପର୍କରେ ଆମେ ସମୟକ୍ରମେ ଆସିଥାଉ ଯାହା ସାଧାରଣ ରେ ଆମ ଜାଣିବାର ବାହାରେ ହୋଇଥାଏ। ଯାହାକୁ ଦେଖି ଆମେ ଏହାର ସତ୍ୟତା ଉପରେ ଦୂରଦୃଷ୍ଟି ନିକ୍ଷେପ କରି ପାରି ନଥାଉ କିମ୍ୱା ମିଛ ବୋଲି ମଧ୍ଯ କହି ପାରିବା ନାହିଁ। କାରଣ ସେଭଳି ଘଟଣା ଅନେକାଂଶରେ ଆମେ ଦେଖିବାକୁ ପାଉ। ତେବେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ।ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ।ସେହିପରି ମଧ୍ୟପ୍ରଦେଶ ର ଗୁନା ଜିଲ୍ଲାରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ଏହି ଭିଡିଓ ରେ କଣ ଘଟିଛି ତାହା ଥରେ ଆପଣ ଦେଖନ୍ତୁ। ଏଠାରେ ଏହି ଯୁବତୀ ଜଣଙ୍କ କିପରି ଦାସୀ ପଡିଛନ୍ତି ଥରେ ଦେଖନ୍ତୁ। ଯୁବତୀ ଜଣଙ୍କ ନାଗୁଣୀ ହୋଇ ଥିବାର ଦାବି କରୁଛନ୍ତି। ଏହାକୁ ଦେଖି, ତାଙ୍କର ଏଭଳି ହରକତ କୁ ଦେଖିବା ପରେ, ଶୁଣିବା ପରେ ଗ୍ରାମବାସୀ ତାଙ୍କୁ ଅସଲି ନାଗୁଣୀ ବୋଲି ମଧ୍ୟ ଭାବିବାକୁ ଲାଗୁଛନ୍ତି।

ତେବେ ଏହି ଦୃଶ୍ୟ ହେଉଛି ଗୁନା ଜିଲ୍ଲାର ଯୋହରିପୁରି ଗ୍ରାମର। ଏବଂ ଏହି ଯୁବତୀ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ଯୁବତୀ। ଶିବ ଲିଙ୍ଗ ଆଗରେ ସେ ଏପରି ଭାବରେ ତାଙ୍କର ଏହି ରୂପ କୁ ଦେଖାଉଛନ୍ତି। ସାପ ଫେଣା ଭଳି ହାତକୁ କରି ସେ ଯେଉଁଭଳି ଭାବରେ ଏପରି କରୁଛନ୍ତି ତାକୁ ମଧ୍ଯ ଦେଖିଲେ ଆପଣ ଜାଣି ପାରିବେ ଯେ ଏହି ଯୁବତୀ ଜଣଙ୍କ କିପରି ସାପ ଭଳି ହେଉଛନ୍ତି।ତାଙ୍କ କହିବା କଥା ଏହା କି ସେ ନାଗ କୁ ଭେଟିବା ପାଇଁ ପୁଣି ଜନ୍ମ ନେଇଛନ୍ତି। ତାଙ୍କ ସାଥୀ କୁ ଦେଖିବା ପାଇଁ ସେ ଆସିଛନ୍ତି। ନାଗ ପାଇଁ ନାଗୁଣୀ ର ଏପରି ଜନ୍ମ ହୋଇଥିବା ର ଜାଣି ସମସ୍ତେ ଏହାକୁ ଦେଖି ଆଚମ୍ବିତ ହୋଇ ଯାଇଛନ୍ତି।

ଏପରି ଏକ ଘଟଣା ସାଧାରଣରେ ଆଲୋଚନା ଏବଂ ସମାଲୋଚନା ର ବିଷୟ ପାଲଟିଛି। ଏହାକୁ ଦେଖିବା ପାଇଁ ସେଠାରେ କିପରି ଭିଡ଼ ଜମିଛି ତାହା ଥରେ ଦେଖନ୍ତୁ। ଲୋକେ ଭିଡ଼ ଜମାଇ ସେଠାରେ ଚାରି ପାଖରେ ଘେରି ରହିଛନ୍ତି। ସେଠାରେ ଥିବା ସମସ୍ତେ ଏହି ଘଟଣାକୁ ଦେଖୁ ଛନ୍ତି ଏବଂ ପାଟି କରୁଛନ୍ତି। ତେବେ ଏହି ଘଟଣା କେତେ ସତ ଏବଂ ଏଥିରେ କେତେ ବାସ୍ତବତା ରହିଛି ସେ ବିଷୟରେ ଆମେ ଆପଣଙ୍କୁ କହି ପାରିବୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.