Swastik Tv News Odisha

ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ…2 ଦିନରେ 3 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ହେଉଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ସୋସିଆଲ ମିଡିଆରେ ବର୍ତ୍ତମାନ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ଅନେକ ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି। ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗିବା ସହିତ ବହୁତ ଖୁସି ଲାଗିଥାଏ। ବର୍ତ୍ତମାନ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ ବୁଢ଼ୀ ମାଉସୀ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଜଣେ ବୁଢ଼ୀ ମାଉସୀ ସମ୍ବଲପୁରୀ ଗୀତରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। ତାଙ୍କ ଘର ସାମ୍ନାରେ ମନକୁ ଖୁସି ଓ ଆନନ୍ଦ ମିଳିବ ବୋଲି ସେ ମନ ଇଚ୍ଛା ଖୁବ ସୁନ୍ଦର ଭାବରେ ନାଚୁ ଅଛନ୍ତି। ଏଥି ସହିତ ତାଙ୍କର ଅଣ୍ଟା କୁ ବଙ୍କେଇ ଯେଉଁ ଭଳି ନାଚୁଛନ୍ତି ବହୁତ ମଜାଦାର ଲାଗୁଛି। ସେ ମନ ଖୋଲି ହସି ନାଚୁଛନ୍ତି ବୋଲି ସେ ମଧ୍ୟ ବହୁତ ଖୁସି ରହି ଥିବାର ଦେଖିବା ପାଇଁ ମିଳିଛି। ବର୍ତ୍ତମାନ ଏହି ବୁଢ଼ୀ ମଉସୀର ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଭିଡ଼ିଓଟି ଭାଇରଲ ହେବା ପରେ ବୁଢ଼ୀ ମାଉସୀଙ୍କୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି।

ଲୋକ ମାନେ ଏହି ଭିଡ଼ିଓଟିକୁ ଦେଖିବା ପରେ ବୁଢ଼ୀ ମାଉସୀଙ୍କୁ ପସନ୍ଦ କରିବା ସହିତ ତା’ଙ୍କର ନାଚକୁ ମଧ୍ୟ ଖୁବ ପସନ୍ଦ କରିଛନ୍ତି। ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ଏ ବୟସରେ ମଧ୍ୟ ଏଭଳି ଭାବରେ ନାଚି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାଙ୍କୁ ବହୁତ ଲୋକ ମାନେ ଭଲ ପାଇବା ମଧ୍ୟ ଦେଇଛନ୍ତି। ତେବେ ବର୍ତ୍ତମାନ ତାଙ୍କୁ ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି। ବୁଢ଼ୀ ମଉସୀର ଏଭଳି ଭାବରେ ନାଚିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବେ। ଏହି ଭିଡ଼ିଓଟିକୁ ବର୍ତ୍ତମାନ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ବୁଢ଼ୀ ମଉସୀର ନାଚ ଦେଖି ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.