Swastik Tv News Odisha

ଦେଖନ୍ତୁ Shocking ଭିଡିଓ : ଦିନ ଦ୍ବିପହରେ College ଯୁବତୀଙ୍କ ସହ ଏଭଳି ହରକତ ….ଦୟାକରି ମୋର ଭିଡିଓ କରନି…

0

ଆପଣ ସମସ୍ତେ ନିଶ୍ଚୟ ଜାଣିଥିବେ ଯେ ଆଜିକାଲିର ଯୁବକ ଯୁବତୀ ଭଲ ପାଉଛନ୍ତି। ଆଉ ବର୍ତ୍ତମାନ ସମୟରେ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ଆଜି ପ୍ରେମରେ ପଡି କିଛି ଦିନ ମଧ୍ୟରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ। ଏଥିପାଇଁ ଉଭୟ ପୁଅ ଝିଅ ସ୍ଥାନ କାଳ ପାତ୍ର କିଛି ବି ଦେଖୁ ନାହାଁନ୍ତି। ଲାଜ ସରମ ଛାଡ଼ି ଯେଉଁଠି ସେଇଠି ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି। ସେମାନେ ଆଗ ପଛ କିଛି ବି ବିଚାର କରୁନାହାନ୍ତି। ବାପା ମାଆ ଘର ପରିବାର ଇଜ୍ଜତ ମହତ କଥା ଟିକିଏ ହେଲେ ମଧ୍ୟ ବିଚାର କରୁନାହାନ୍ତି।

ଏଭଳି ଖରାପ କର୍ମ କରିବା ପରେ ଧରା ପଡ଼ିବା ପରେ ନିଜର ସନମାନ ହାନି ମଧ୍ୟ ହେଉଛି। ଏଭଳି ଅନେକ ଘଟଣା ଆମ ଆଖ ପାଖରେ ଦେଖିବା ପାଇଁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଛି। ଯେଉଁଥିରେ ଉଭୟ ପ୍ରେମିକ ପ୍ରେମିକା ଶାରୀରିକ ସମ୍ପର୍କ ଧରା ପଡ଼ିଲା ପରେ ଭିଡ଼ିଓ ହେଉଛି ଭାଇରାଲ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ। ସୂଚନାନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଝିଅ ଏବଂ ପୁଅ ଦେଖାଯାଉଛନ୍ତି। ଯୁବତୀ ଜଣକ ଅନ୍ୟ କିଛି ଯୁବକଙ୍କୁ ନେହୁରା ହେଉଛି।

ହେଲେ ସେହି ଯୁବକ ମାନେ ଯୁବତୀଙ୍କୁ ଗାଳି ଗୁଲଜ କରି ଭିଡ଼ିଓ ବନାଉଥିଲେ। ତେବେ ଏହି ଘଟଣାଟି ଯୁବତୀ ଜଣକ କଲେଜରୁ ସିଧା ନିଜର ପ୍ରେମିକ ସହିତ ଜଙ୍ଗଲ ମଧ୍ୟକୁ ଆସିଥିଲେ। ଏହାପରେ ସେ ଉଭୟ ଶାରୀରିକ ସମ୍ପର୍କ ରଖିବା ପାଇଁ ଉତ୍ତେଜିତ ହୋଇଯାଇଥିଲେ। ଏବଂ ଉଭୟଙ୍କୁ ଅସଂଯତ ଅବସ୍ଥାରେ ସ୍ଥାନୀୟ କିଛି ଯୁବକ ଦେଖିଥିଲେ। ଏହାପରେ ସେମାନେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ। ଯୁବତୀ ଜଣକ ମଧ୍ୟ ତାଙ୍କ ସହିତ ପ୍ରଥମେ ଯୁକ୍ତି ତର୍କ କରିଥିଲେ। ସେମାନେ ତାଙ୍କର ଭିଡ଼ିଓ କରିବା ଯେତେବେଳେ ଆରମ୍ଭ କରିଥିଲେ। ଆଉ ସେମାନଙ୍କ ଘର କେଉଁଠି ପଚାରିଥିଲେ। ଏହା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଯୁବତୀ ଜଣକ ସେମାନଙ୍କୁ ତାଙ୍କର ଭିଡ଼ିଓ ରେକର୍ଡ ନକରିବା ପାଇଁ ଅନୁରୋଧ କରିଥିଲେ।

ଏହାକୁ ସ୍ଥାନୀୟ ଯୁବକ ମାନେ ନ ଶୁଣି ସେମାନଙ୍କ ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡିଆରେ ଉପଲୋଡ଼ କରିଥିଲେ। ଏହାପରେ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହୋଇଥିଲେ। ତେବେ ବନ୍ଧୁଗଣ ଏହି ଭିଡ଼ିଓଟି କେଉଁ ସ୍ଥାନର ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ। କିନ୍ତୁ ସୋସିଆଲ ମିଡ଼ିଆ ରେ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଭଲ ପାଇବା କିଛି ପାପ ନୁହେଁ ହେଲେ ଭଲ ପାଇବା କୁ ଏହିଭଳି କଳଙ୍କିତ କରନ୍ତୁ ନାହିଁ। ଅତ୍ମସଂଯମତା ରକ୍ଷାକରନ୍ତୁ। ନିଜର ଭବିଷ୍ୟତ ଏବଂ ପିତା ମାତାଙ୍କ କଥା ଟିକିଏ ବିଚାର କରନ୍ତୁ।ସମାଜରେ ସୁସ୍ତ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.