Swastik Tv News Odisha

Astro predict – ପାଦର ଆକୃତିରୁ ଜାଣନ୍ତୁ କିଏ ଲଭ ମ୍ୟାରେଜ କରିବେ ଆଉ କିଏ ଆରେଞ୍ଜ ମ୍ୟାରେଜ କରିବେ ୧୦୦% ଗ୍ୟାରେଣ୍ଟି

0

ପାଦର ଆଙ୍ଗୁଳିର ଆକାର ପ୍ରକାର ଦେଖି ଆପଣ ମାନେ ନିଜର ଏବଂ ଅନ୍ୟ ମାନଙ୍କ ବିଷୟରେ ଜାଣି ପାରିବେ । ସାଧାରଣତଃ ପାଦର ଆକୃତି 4 ପ୍ରକାର ହୋଇଥାଏ , ପାଦର ଆକୃତି ଦେଖି ଆପଣ ମାନେ ଜାଣିପାରିବେ କିଏ କି ପ୍ରକାର ବିବାହ କରିବେ ତାହା ନିଶ୍ଚୟ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ପାଦର ଆଙ୍ଗୁଳିର ଆକୃତିରୁ ବ୍ୟକ୍ତିର ସ୍ୱାଭାବ କିପରି ହୋଇଥାଏ ।

1. ସବୁ ଆଙ୍ଗୁଳି ସମାନ ଥିବା ​:-

ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଏମାନେ ନିଜ ବଳରେ ସବୁକିଛି କରିବା ପାଇଁ ଚାହିଁଥାନ୍ତି । ଅନ୍ୟ ମାନଙ୍କ ଉପରେ ନିର୍ଭର କରନ୍ତି ନାହିଁ , ଏହିପରି ଆଙ୍ଗୁଳି ଥିବା ବ୍ୟକ୍ତି ମାନେ ଅଧିକ ପାଠ ପଢିଥାନ୍ତି ଏବଂ ଭଲ ଜବ୍ ପୋଷ୍ଟରେ ଭଲ ଜବ୍ ପାଇଥାନ୍ତି । ଏହିପରି ପାଦ ଥିବା ବ୍ୟକ୍ତିମାନେ କବି କିମ୍ୱା ଲେଖକ ହୋଇଥାନ୍ତି , ଏମାନେ ଲଭ୍ ମ୍ୟାରେଜ୍ ରେ ଅଧିକ ସକ୍ସେସ୍ ପାଇଥାନ୍ତି ।

2. ବୁଢା ଆଙ୍ଗୁଳି ସହିତ ତା ପାଖ ଦୁଇ ଆଙ୍ଗୁଳି ସମାନ ଓ ଅନ୍ୟ ଦୁଇଟି ଛୋଟ ଥିବା ଆଙ୍ଗୁଳି :-

ଏହିପରି ବ୍ୟକ୍ତିମାନେ ଅଳସୁଆ ହୋଇଥାନ୍ତି , ଏମାନେ ବହୁତ କିଛି ଭାବିଥାନ୍ତି କିନ୍ତୁ ଭାବିକା ମୁତାବକ କିଛି କରନ୍ତି ନାହିଁ । ଏମାନେ ବହୁତ ଟ୍ୟାଲେଣ୍ଟେ଼ଡ୍ ହୋଇଥାନ୍ତି , ଏମାନଙ୍କ ଲାଇଫ୍ ଅବ୍ୟବସ୍ଥିତ ହୋଇଥାଏ । ଏମାନେ ସିଷ୍ଟମ ରେ ରହିବାକୁ ପସନ୍ଦ କରନ୍ତି ନାହିଁ , ନିଜ ମନ ମୁତାବକ ଯାହା ଭଲ ଲାଦିଥାଏ ତାହା କରିଥାନ୍ତି । କିନ୍ତୁ ଏମାନଙ୍କର ଛୋଟ ଭୁଲ ପାଇଁ ଏମାନେ ନିଜ ଭବିଷ୍ୟତକୁ ଖରାପ କରି ଦେଇଥାନ୍ତି । ଏମାନେ ଲଭ ମ୍ୟାରେଜ ରେ ସକ୍ସେସ୍ ଅଧିକ ସମୟରେ ହୋଇ ପାରନ୍ତି ନାହିଁ ।

3. ପ୍ରତ୍ୟେକ ଆଙ୍ଗୁଳି ଅନ୍ୟ ଠାରୁ ଛୋଟ ହୋଇଥାଏ :-

ଏହି ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏହିପରି ଆଙ୍ଗୁଳି ଥିବା ବ୍ୟକ୍ତି ମାନଙ୍କ ଠାରେ ପଇସାର ଅଭାବ ହୋଇ ନଥାଏ । ଏମାନେ ଅନ୍ୟର ଖରାପ ଚାହାନ୍ତି ନାହିଁ ,ସର୍ବଦା ସମସ୍ତଙ୍କର ଭଲ ହିଁ ଚାହିଁଥାନ୍ତି । ଏମାନେ ସାଧାରଣତଃ ଆରେଞ୍ଜ ମ୍ୟାରେଜ କରିଥାନ୍ତି , କାରଣ ଏମାନେ ନିଜ ଫ୍ୟାମିଲି ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ ।

4. ବୁଢା ଆଙ୍ଗୁଠି ଠାରୁ ବିଶି ଆଙ୍ଗୁଳି ବଡ ଥିବା ବ୍ୟକ୍ତି :-

ଏହିବ୍ୟକ୍ତିମାନେ ପ୍ରେଜେଣ୍ଟକୁ ନେଇ ବଞ୍ଚିଥାନ୍ତି ଫ୍ୟୁଚର ବିଷୟରେ କିଛି ଭାବି ନଥାନ୍ତି । ଏମାନଙ୍କ ଠାରେ ଅର୍ଥର ଅଭାବ ହୋଇ ନଥାଏ ଏବଂ ସେମାନେ ଅନ୍ୟ ମାନଙ୍କ ଠାରୁ ନିଜକୁ ବହୁତ ଭଲ ପାଇଥାନ୍ତି । ଏମାନେ ବହୁତ ଦୟାବାନ ହୋଇଥାନ୍ତି , ରିଲେସନସିପ୍ ରେ ଆନ୍ୟଙ୍କୁ ସେତେ ବୁଝିପାରନ୍ତି ନାହିଁ , ସେଥିପାଇଁ ଏମାନଙ୍କ ରିଲେସନସିପ ମଧ୍ୟ ଭଲ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.