Swastik Tv News Odisha

ଦେଖନ୍ତୁ ସିସିଟିଭି ଫୁଟେଜ : ଅସଦାଚରଣ କୁ ବିରୋଧ କରିବାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ 8 ଥର ଛୁରୀ ଭୁସିଲେ ଯୁବକ …ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ..ଦୟାକରି ଅଧିକ ମାତ୍ରାରେ ସେୟାର କରନ୍ତୁ…

0

ଏବେ ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମସ୍ତଙ୍କୁ ଚକିତ ମଧ୍ଯ କରି ଦେଇଛି। ତେବେ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ଯାହା ସେମିତି ଏକ ହୃଦୟ ବିଦାରକ ଘଟଣା ଅଟେ। ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ରହିଛି ଯାହା ଏବେ ଏକ ଦୁଃଖର ପରିବେଶ ସୃଷ୍ଟି କରିଛି ସାଧାରଣରେ।ମଣିଷ ବେଳେବେଳେ ଏମିତି କିଛି ଘଟଣା ବା ପରିସ୍ଥିତି କୁ ସାମ୍ନା କରିଥାଏ ଯାହା ସେହି ସମୟରେ ଥିବା ଉପସ୍ଥିତ ବୁଦ୍ଧିକୁ ଉଡ଼ାଇ ଦେଇଥାଏ।ସେହି ଘଟଣାର ଭୟାବହତା ବାସ୍ତବିକ୍ ଭାବରେ କଷ୍ଟ ଦାୟକ ହୋଇଥାଏ।

ତେବେ ଆପଣଙ୍କୁ କହି ରଖୁଛୁ ଯେ, ଦୈନିକ ଭାସ୍କରର ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୯ ତାରିଖ ରେ ବିହାରର ଗୋପାଳଗଞ୍ଜ ଜିଲ୍ଲାରେ ଏହି ଭଳି ଏକ ଲୋମହର୍ଷଣ କାରୀ ଘଟଣା ଘଟିଥିଲା। ତେବେ ରିପୋର୍ଟରେ ଯାହା ଦର୍ଶାଯାଇଛି ଏଠାରେ ଏହି ଘଟଣାରେ ଏକ ଝିଅଟି ଦୁଇ ସାଙ୍ଗଙ୍କ ସହ ସ୍କୁଲରୁ ତାର ଘରକୁ ଫେରୁଥିଲା।ଏହି ସମୟରେ ସେଠାରେ ପୁର୍ବରୁ ସେଠାରେ ତାଙ୍କ ସହଯୋଗୀ ଙ୍କ ସହ ଲୁଚି ରହିଥିବା ଅଭିଯୁକ୍ତ ମାନେ ହଠାତ୍ ବାହାରି ଆସି ଛୁରୀରେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଏତେ ନୃଶଂସ ଥିଲା ଯେ ମାତ୍ର ୧୩ ସେକେଣ୍ଡରେ ଅଭିଯୁକ୍ତ ପୀଡିତାଙ୍କୁ ଆଠଥର ଛୁରୀରେ ହତ୍ୟା କରିଥିବା ଜଣାଯାଇଛି।

ଏହାକୁ ସ୍ପଷ୍ଟ ଭାବରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି।ତେବେ ସୋସିଆଲ ମିଡିଆରେ ବହୁଳ ଭାବରେ ଏହି ଭିଡିଓ ସେୟାର କରା ଯାଇଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣାର ସିସିଟିଭି ଫୁଟେଜରେ ଯାହା ଦର୍ଶାଯାଇଛି ଏବଂ ଯାହା ଜଣା ପଡ଼ିଛି ଯେ ଜଣେ ବ୍ୟକ୍ତି ଏହି ପିଲାଟିକୁ ଟାଣିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଜଣକ ନାବାଳିକାକୁ ବାରମ୍ବାର ଜାବୁଡ଼ି ଧରିଛି। ତେବେ ଏହି ଝିଅଟି ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା ବୋଲି ଯାହା ଜଣା ପଡ଼ିଛି। ପିଲାଟି ତାର ଜୀବନ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତ ଜଣଙ୍କ କିପରି ଭାବରେ ତାକୁ ଆକ୍ରମଣ କରୁଛି ତାହା ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଯେତିକି ଦୁଃଖ ଲାଗୁଛି ସେତିକି ଆଶ୍ଚର୍ଯ୍ୟ ମଧ୍ଯ ଲାଗୁଛି।

ତେବେ ଏହି ଘଟଣା ଘଟିବା ପରେ ଉକ୍ତ ନାବାଳିକା ଅଷ୍ଟମ ଶ୍ରେଣୀରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ପଡ଼ିଥିଲେ।ପରେ ଘଟଣା ସଂପର୍କରେ ଜଣା ପଡିବା ପରେ ଉକ୍ତ ନାବାଳିକା ଙ୍କୁ ଗୋପାଳଗଞ୍ଜର ସଦର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପରେ ତାର ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବିହାରର ପାଟନା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରା ଯାଇଥିଲା ବୋଲି ଜଣା ପଡ଼ିଛି। ତେବେ ଯାହା ରିପୋର୍ଟରେ କୁହାଯାଇଛି ଯେ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି।ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.