Swastik Tv News Odisha

( ମଦ ) ଛାଡିବାର ସହଜ ଘରୋଇ ଉପାୟ | କେତେବି ପୁରୁଣା ମଦୁଆ ହୋଇଥାଉ ୧୦୦% ଗ୍ୟାରେଣ୍ଟି ଛାଡ଼ିଯିବ

0

ଆଜିକାଲି ଅନେକ ଲୋକ ମଦର କରୁଅଛନ୍ତି , ଅନେକ ଲୋକ ଖୁସୀରେ ପିଇଥାନ୍ତି ଏବଂ ଆଉ କେତେକ ଲୋକ ପ୍ରତିଦିନ ପିଇ ପିଇ ଅଭ୍ୟାସରେ ପରିଣତ ହୋଇଗଲାଣି । ଯଦି ଆପଣ ମାନେ ମଦ ଛାଡିବା ପାଇଁ ଚାହୁଁଛନ୍ତି , ତେବେ ଏହି ହୁମେ ରେମିଡି ଟି ନିଶ୍ଚୟ ଆପଣାନ୍ତୁ । ଏହାର ସେବନ କଲେ ମଦ ପିଇବାର ଅଭ୍ୟାସକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ମଦ ଛାଡିବା ପାଇଁ ଏହି ହୁମ ରେମିଡିର ପ୍ରସ୍ତୁତି ଓ ସେବନ ବିଷୟରେ ।

ରେମିଡି କୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ସୁଣ୍ଠି ପାଉଡର
2. ଜୁଆଣି

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ଆପଣ ମାନେ ପ୍ରଥମେ ଦୋକାନରୁ ସୁଣ୍ଠି ଆଣି ତାର ଏକ ଫେସ୍ ପାଉଡର ପ୍ରସ୍ତୁତ କରନ୍ତୁ । ମଦର ଅଧିକ ସେବନ କରିବା ଦ୍ୱାରା ଶରୀରରେ ସଲଫରର ମାତ୍ରା କମ ହୋଇଯାଇଥାଏ ।ଯାହାକୁ ସୁଣ୍ଠି ପାଉଡର ପୁରଣ କରିବା ପାଇଁ ବହୁତ ଅଧିକ ସାହାର୍ଯ୍ୟ କରିଥାଏ। ପ୍ରଥମେ ଆପଣ ଗୋଟିଏ ପ୍ୟାନକୁ ଗ୍ୟାସରେ ବସାନ୍ତୁ , ଏଥିରେ ଏକ ଗ୍ଲାସ ପାଣି ଢାଳନ୍ତୁ । ତାପରେ ସେଥିରେ ଏତ ଚାମଚ ସୁଣ୍ଠି ପାଇଡର ମିଶାନ୍ତୁ , ଏବଂ ଏକ ଚାମଚ ଜୁଆଣିକୁ ପକାନ୍ତୁ ।

ବର୍ତ୍ତମାନ ସେହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେ ପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଅଧା ଗ୍ଲାସ ହୋଇ ନଯିବ । ସେତେ ପର୍ଯ୍ୟନ୍ତ ସେହି ପାଣିକୁ ଭଲ ଭାବରେ ଫୁଟାନ୍ତୁ । ପାଣି ଭଲ ଭାବରେ ଫୁଟିଗଲା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ , ଏବଂ ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ପାଣି ଅଳ୍ପ ଥଣ୍ଡା ହୋଇଗଲା ପରେ ଆପଣ ତାହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ । ମଦ ଛଡାଇବା ପାଇଁ ବର୍ତ୍ତମାନ ଏହି ହୁମ ରେମିଡିଟି ସମ୍ପର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି ।

ସେବନ କିପରି କରିବେ :-

ଆପଣ ଏହି ରେମିଡି କୁ ଏହିପରି ଭାବରେ ସକାଳେ ଥରେ ପ୍ରସ୍ତୁତ କରନ୍ତୁ , ସକାଳେ ବନେଇଥିବା ରେମିଡିକୁ ଆପଣ ମାନେ ସନ୍ଧ୍ୟାବେଳେ ସେବନ କରନ୍ତୁ । ରାତିରେ ପୁଣି ଏହି ରେମିଡିକୁ ବନାନ୍ତୁ , ରାତିରେ ବନେଇଥିବା ଏହି ରେମିଡିକୁ ଆପଣ ତା ପର ଦିନ ସକାଳୁ ସେବନ କରନ୍ତୁ । ଏହିପରି ଲଗାତାର କିଛିଦିନ ଏହାର ସେବନ କରନ୍ତୁ ।

ଦେଖିବେ ଆପଣଙ୍କ ମଦ ଖାଇବାର ନିଶା ସମ୍ପୂର୍ଣ୍ଣ ଭାବରେ ଛାଡିଯିବ । ମଦ ପିଇବା ଭଳି ଅଭ୍ୟାସ ଆପଣଙ୍କର ଦୂରେଇ ଯିବ , ଏବଂ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ମେଣ୍ଟନ କରିପାରିବେ । ଏହା ବହୁ ପରିକ୍ଷୀତ ଘରୋଇ ଉପଚାର ଅଟେ , ଏହାକୁ ଥରେ ଅବଶ୍ୟ ଟ୍ରାଏ କରନ୍ତୁ ଦେଖିବେ ଆପଣଙ୍କର ମଦ ପିଇବାର ଅଭ୍ୟାସ ସବୁଦିନ ପାଇଁ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.