Swastik Tv News Odisha

ଓଃ କି ଡ୍ୟାନ୍ସ ! ଦେଖନ୍ତୁ ଭାଇରାଲ ହେଉଥିବା ଏହି School ସୁନ୍ଦରୀ ଛାତ୍ରୀଙ୍କ ଜବରଦସ୍ତ ଡ୍ୟାନ୍ସ… ଭିଡିଓ Delete ହେବା ପୂର୍ବରୁ ଥରେ ନିଶ୍ଚୟ ଦେଖି ନିଅନ୍ତୁ

0

ଆଜିକାଲି ଯୁଗରେ ଟେକ୍ନୋଲୋଜି ଏତେ ଆଗକୁ ବଢ଼ି ଲାଣି ଯେ ଅନେକ ଲୋକ ସେମାନଙ୍କ ର ଅନେକ ପ୍ରତିଭାକୁ ନିଜର ସ୍ମାର୍ଟ ଫୋନ୍ ରେ ରେକର୍ଡ କରି ଅନ୍ଯ ମାନଙ୍କୁ ଦେଖାଇ ବାରେ ସଫଳ ହେଉଛନ୍ତି। ସେହିପରି ଭାବରେ ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ଦେଖି ପାରୁଥିବେ। ଯାହା ଦେଖି ଆପଣ ଖୁସି ବି ହେଉଥିବେ। ଅନେକ ପିଲା ମୋବାଇଲ୍ ରେ ସେମନଙ୍କର ଡାନ୍ସ ଭିଡିଓ କୁ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ଯ ଆପଣ ଦେଖିବାକୁ ପାଇଥିବେ।ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।

ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ଦେଖୁଥିବେ। ଆପଣ ତ ଜାଣିଛନ୍ତି ଅନେକ ପ୍ରକାରର ଡାନ୍ସ ଷ୍ଟାଇଲ ରହିଛି। ସବୁ ଡାନ୍ସର ସମାନ ଡାନ୍ସ ଷ୍ଟାଇଲ ରେ ଡାନ୍ସ କରନ୍ତି ନାହିଁ। ତେବେ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।ଏହି ଯୁବତୀ ଜଣଙ୍କ ଏକ ସ୍କୁଲ୍ ଛାତ୍ରୀ ବୋଲି ଯାହା କୁହା ଯାଉଛି।ସେ ସ୍କୁଲ୍ ୟୁନିଫର୍ମ ପିନ୍ଧି କ୍ଲାସ୍ ରୁମ ଭିତରେ ତାଙ୍କର ଏହି ଡାନ୍ସ ଦେଖାଉଥିବା ର ଦେଖିବାକୁ ମିଳିଛି।ତେବେ ତାଙ୍କର ଏହି ନୃତ୍ୟର ଭିଡିଓ ଦେଖି ଅନେକ ଏହାକୁ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି।

ଯୁବତୀ ଜଣଙ୍କ ଯେଉଁ ଭଳି ଭାବରେ ଯେଉଁ ଷ୍ଟାଇଲ ରେ ଉଭୟ ଓଡ଼ିଆ ଏବଂ ସମ୍ବଲପୁରୀ ଗୀତର ରିମିକ୍ସ ରେ ସେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ। ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.