Swastik Tv News Odisha

Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତା ଙ୍କର ହେଲା ଡାକାରାଖାନା ରେ ମୃତ୍ୟୁ, ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ….

0

ମନୁଷ୍ୟର ଜନ୍ମ ମୃତ୍ୟୁ ସର୍ବଦା ଇଶ୍ୱରଙ୍କ ହାତରେ ରହିଥାଏ , ଦୁନିଆରେ ନିଜର କାର୍ଯ୍ୟ ଅତିବାହିତ କରି ଏ ଦୁନିଆ ଛାଡି ଯିବା ପାଇଁ ପଡିଥାଏ । କିନ୍ତୁ ଜଣେ କଳାକାର ଏ ଦୁନିଆ ଛାଡି ଚାଲିଗଲେ ମଧ୍ୟ ତାଙ୍କ ଦ୍ୱାରା ପ୍ରେମିତ ବା ପ୍ରସାରିତ ଅଭିନୟ ଓ ଭଲ ପାଇବା ସେମିତି ସାଇତି ହୋଇ ରହିଥାଏ । ତାହା ଅଗଣିତ ଦର୍ଶକ ମାନଙ୍କର ତାଙ୍କ ପ୍ରତିଥିବା ଭଲ ପାଇବା କୁ ଦର୍ଶାଇଥାଏ , ସେହି କଳାକାର ମାନେ ସବୁଦିନ ପାଇଁ ଦୂରକୁ ଚାଲିଯାଇଥିଲେ ମଧ୍ୟ ଦର୍ଶକ ମାନଙ୍କ ହୃଦୟରେ ରହିଥାନ୍ତି । ବର୍ତ୍ତମାନ ସାଉଥ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଫିଲ୍ମୀ ନିର୍ମାତା ତଥା ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ବଡଭାଇ ରମେଶ ବାବୁଙ୍କର ନିଧନ ହୋଇଛି । ଯାହା ସମ୍ପୂର୍ଣ୍ଣ ସାଉଥ୍ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି , କୁହାଯାଉଛି ଯେ ଦୀର୍ଘଦିନ ହେବ ସେ ଲିଭର ତଥା ଯକୃତ ରୋଗରେ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ବେଳକୁ 56 ବର୍ଷ ରେ ହୋଇଥିବା ନେଇ କୁହାଯାଉଛି । ଏପଟେ ମହେଶ ବାବୁ କୋରନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ନିଜକୁ ଆଇସୋଲେଟ କରି ରଖିଛନ୍ତି । କୋରନା ର ଏହି ଦୁଃଖଦ ସମୟରେ ମହେଶ ଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ଦୁଃଖଦ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି ।

ଇତି ମଧ୍ୟରେ ଆଉ ଏକ ଦୁଃଖର ପାହାଡ ତାଙ୍କ ପରିବାର ଉପରେ ଲଦି ହୋଇ ପଡିଛି , ଗତକାଲି ରମେଶ ବାବୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପରିବାରରେ ଏ ନେଇ ଏକ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ସମସ୍ତେ ଭାଙ୍ଗି ପଡିଛନ୍ତି , ସୂଚନା ଅନୁସାରେ ସେ ଅନେକ ଧରି ଅସୁସ୍ଥ ଥିଲେ । ତାଙ୍କର ଏହି ଅସୁସ୍ଥତା କାରଣରୁ ଗତକାଲି ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ସାଉଥି ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଦର୍ଶକ ମାନେ ପୁଣିଥରେ ତାଙ୍କର ଅତିପ୍ରିୟ ଅଳକାରଙ୍କୁ ସବୁଦିନ ପାଇଁ ହରେଇ ବସିଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଅନେକ ୟୁଜୋର୍ସ ଓ ସେଲିବ୍ରେଟି ମାନେ ଶୋକ ପ୍ରକାଶ କରିବା ସହିତ କିଛି ମନ୍ତବ୍ୟ ମଧ୍ୟ ରଖିଛନ୍ତି ।

ତେବେ ଭବ ସଂସାରରୁ ଦିନେ ନା ଦିନେ ସମସ୍ତଙ୍କୁ ଯିବା ପାଇଁ ପଡିବ , କିନ୍ତୁ ତାଙ୍କ ଦ୍ୱାରା କାରାଯାଇଥିବା ଭଲ କାର୍ଯ୍ୟ ଗୁଡିକ ସବୁଦିନ ପାଇଁ ମନେ ରହିଥାଏ । ତେବେ ସାଉଥ୍ ଇଣ୍ଡଷ୍ଟ୍ରୀରୁ ସବୁଦିନ ପାଇଁ ଆପଣ ମାନଙ୍କର ଅତି ପ୍ରିୟ ମହେଶ ବାବୁଙ୍କର ବଡ ଭାଇ ରମେଶ ବାବୁଙ୍କର ଦେହାନ୍ତ ଘଟିଛି । ଏ ନେଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡିଛନ୍ତି , ଅନେକ ସେଲିବ୍ରେଟି ମାନେ ମଧ୍ୟ ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହି ଦୁଃଖଦ ଖବର ଭାଇରାଲ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.