Swastik Tv News Odisha

OMG ! ଏହି ଶୁଆଟିର ସୁନ୍ଦର୍ କଥା ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ହୋଇଯିବେ… ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି ଭିଡ଼ିଓ

0

ବନ୍ଧୁଗଣ ମଣିଷ ମାନଙ୍କ ଭଳି ପଶୁପକ୍ଷୀ ହେଉଛନ୍ତି ଭଗବାନଙ୍କର ଏକ ସୁନ୍ଦର୍ ସୃଷ୍ଟି। ଆମ ପରିବେଶରେ, ଜୀବଜଗତର ସେମାନଙ୍କ ଉପସ୍ଥିତି ଏକ ସୁନ୍ଦର୍ ବାତାବରଣ ସୃଷ୍ଟି କରିଥାଏ। ତେବେ ଆପଣମାନେ ଜାଣିଛନ୍ତି ପଶୁ ପକ୍ଷୀ ମାନେ ହେଉଛନ୍ତି ଆମ ଜୀବନର ଏକ ଅଂଶ ବିଶେଷ। ସେମାନଙ୍କ ପାଇଁ ମଣିଷ ଜୀବନରେ ମଧ୍ୟ ଅନେକ ଖୁସି ଆସିଥାଏ। ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି। ତେଣୁ ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।

ସେମାନଙ୍କ ର କିଛି ସମୟ ମଧ୍ୟ ପଶୁପକ୍ଷୀ ଙ୍କ ସହ ଅତିବାହିତ କରନ୍ତି। ଖାଲି ସେତିକି ନୁହେଁ ପଶୁପକ୍ଷୀ ମାନଙ୍କୁ ଖାଇବା ଦେବା ଦ୍ୱାରା ଆପଣ ନିଜ ଜୀନରେ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ବୋଲି ମଧ୍ୟ କୁହା ଯାଇଥାଏ। ତେବେ ପକ୍ଷୀ ମାନଙ୍କ ମଧ୍ୟରୁ ଆପଣ କାଉ, ହଂସ,ଗରୁଡ, ଶୁଆ ଆଦି ଅନ୍ୟ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ଆପଣ ଧାର୍‌ କରଜ ରୁ ମୁକ୍ତି ପାଇବେ ବୋଲି କୁହା ଯାଇଥାଏ। ଏହା ଦ୍ୱାରା ଅନେକ ଖରାପ୍ ପ୍ରଭାବ ଏବଂ ଦୋଷ ତ୍ରୁଟି ହୋଇଥାଏ ଏବଂ କଟି ଯାଏ। ଏମିତି କରିବା ଦ୍ଵାରା ପରିବାରର ସୁଖ, ଶାନ୍ତି ଓ ପ୍ରସନ୍ନତା ମଧ୍ଯ ବଢ଼ିଥାଏ। ତେବେ ମଣିଷ ଏବଂ ପଶୁ ପ୍ରେମର ଦୃଶ୍ୟ ଆପଣ ଅନେକ ସମୟରେ ଦେଖିବାକୁ ପାଇଥିବେ।

ସେହିପରି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କ ହୃଦୟକୁ ଛୁଇଁ ଯାଇଛି। ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଏହାକୁ ଦେଖିବା ପରେ ପ୍ରକୃତ ବନ୍ଧୁ କିପରି ହେବା ଦରକାର ଆପଣ ଜାଣିପାରିବେ।ମଣିଷ କିପରି ତାର ପୋଷା ପଶୁପକ୍ଷୀ ସହିତ ସମୟ ଅତିବାହିତ କରିଥାଏ ତାହା ଆପଣ ଏହି ଭିଡ଼ିଓରୁ ଜାଣି ପାରିବେ। ଏଠାରେ ଏହି ଭିଡ଼ିଓରେ ଏକ ଶୁଆ କିପରି ଭାବରେ ତାର ମାଲିକ ଙ୍କ ସହିତ କଥା ହେଉଛି ତାହା ଥରେ ଶୁଣନ୍ତୁ। ଯାହା ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି।

ଶୁଆଟିକୁ ଯାହା କୁହା ଯାଉଛି ସେ ସେହି ଶବ୍ଦକୁ ସୁନ୍ଦର୍ ଭାବରେ ମଧୁର ସ୍ଵରରେ କହିବାକୁ ଚେଷ୍ଟା କରୁଛି ଏବଂ କହୁଚି। ଶୁଆଟି ଯେଉଁଭଳି ଭାବରେ କଥା ହେଉଛି ତାହା ଶୁଣି ଆପଣ ବି ବହୁତ୍ ଖୁସି ହୋଇଯିବେ। ଶୁଆଟି ପାବଲୋ ପରିବାର ସହିତ କିପରି ଭାବରେ ଖେଳୁଛି ତାହା ଥରେ ଦେଖନ୍ତୁ।ସେ ମୁଣ୍ଡରେ ଚଢ଼ି ଯାଉଛି ପୁଣି ଆଙ୍ଗୁଳି ଦେଖାଇଲେ ଆଙ୍ଗୁଳି ରେ ଚଢ଼ି ଯାଉଛି ପୁଣି ଯାହା ପଚାରିଲେ ଚିଁ ଚିଁ କରି ଉତ୍ତର ଦେଉଛି। ପରିବାରର ଏକ ସଦସ୍ୟ ଭାବରେ ଶୁଆଟି ସେମାନଙ୍କ ସହିତ ମିଶୁଛି। ସତରେ ଏହାକୁ ଦେଖି ଏହି ଅନୁଭବ ଆସୁଛି ଯେ ମଣିଷ ଏବଂ ପଶୁ ପକ୍ଷୀ ଙ୍କ ଭିତରେ ସଂପର୍କ, ପ୍ରେମ ଏବଂ ଭଲପାଇବା କେତେ ନିଆରା ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.