Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : cctv ରେ ରେକର୍ଡ ହୋଇଗଲା ନ ହେଲେ କେହି ବିଶ୍ୱାସ କରିନଥାନ୍ତେ… ପ୍ରତ୍ୟେକ ପୁରୁଷ ଏବଂ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଅନେକ ସମୟରେ କିଛି ଏମିତି ଅସାଧୁ ଲୋକ ରହିଛନ୍ତି ଯେଉଁମାନେ ସୁଯୋଗ ଦେଖି କିଛି ଏଭଳି ଡକାୟତି କରନ୍ତି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଏବଂ ବିଶ୍ୱାସ କରି ହୁଏନାହିଁ।ଏଭଳି ଘଟଣା ତ ଆପଣ ଅନେକ ସମୟରେ ଆପଣଙ୍କ ଚତୁଃପାର୍ଶ୍ଵରେ ଦେଖିବାକୁ ପାଉଥିବେ। ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇ ପଡ଼ୁଥିବେ। ଏଭଳି ଘଟଣା ଯେମିତି ଭାବରେ ଆଜିର ଦୁନିଆରେ ବୃଦ୍ଧି ପାଉଛି ତାକୁ ଦେଖି ସତେ ଯେମିତି ଲୋକେ ଏକ ଭୟ ଓ ଆତଙ୍କ ଭିତରେ ଜୀବନ ଯାପନ କରୁଛନ୍ତି। ତେବେ ସମାଜର ଏଭଳି ଦୃଶ୍ୟ ଏଭଳି ଆତଙ୍କରାଜ ସାଧାରଣ ଜନତା ଙ୍କୁ ଭୟଭୀତ କରୁଛି ନିଶ୍ଚିତ।

ତେଣୁ ଦିନକୁ ଦିନ ମଣିଷ ଏକ ଆତଙ୍କିତ ପରିବେଶ ଭିତରକୁ ଠେଲି ହୋଇ ଯାଉଛି। ଭୟ ଭିତରେ, କିଛି ଜିନିଷ ହରାଇବା ଭୟରେ ତ ପୁଣି କେତେବେଳେ ଜୀବନ ଚାଲିଯିବା ଭୟରେ ଆମେ ବାହାରକୁ ବାହାରିଲେ ବି ବିଚଳିତ ହୋଇ ପଡୁଛୁ।
ତେବେ ଏକଥା ଆମେ ଏହିପାଇଁ କହୁଛୁ ଯେ କିପରି ଭାବରେ ସମାଜରେ ପ୍ରତିଦିନ ଏପରି ଅନେକ ଚୋରି ଡକାୟତି ର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ଯେଉଁଠି କେତେବେଳେ କାହାର ପରିଚୟ ମିଳୁଛି ତ ପୁଣି କାହାର ମିଳି ପାରୁନାହିଁ। ଅଳ୍ପ ସମୟରେ ଡକାୟତି ର ସମ୍ମୁଖୀନ ହୋଇ କିଏ ମୂଲ୍ୟବାନ ସମ୍ପତ୍ତି କୁ ହରାଉଛି ତ ପୁଣି କାହାର ଜୀବନ ଚାଲି ଯାଉଛି।

ତେଣୁ ଏଥିପାଇଁ ଆମେ ସଚେତନ ରହିବା ଆବଶ୍ୟକ। ସେହିପରି ଏକ ଘଟଣା ଏବେ ନିକଟରେ ଘଟିଛି। ଯେଉଁ ଘଟଣାର ଭିଡିଓ ଏବେ ବେଶ୍ ସେୟାର ହେବାରେ ଲାଗିଛି।ଏହି ଭିଡିଓ ରେ ଯାହା ଦେଖିବାକୁ ମିଳିଛି ଜଣେ ମହିଳା ତାଙ୍କ କୁନି ପିଲା କୁ ଦୁଇଜଣ ପିଲାଙ୍କ ସହ ଖେଳିବାକୁ ଛାଡ଼ିଦେଇ ବାହାରକୁ ଯାଉଛନ୍ତି। କିଛି ସମୟ ପରେ ଏକ ମିଠା ବିକାଳି ସେହି ବାଟ ଦେଇ ଗଲାବେଳେ ଅନ୍ୟ ଦୁଇଜଣ କୁନି ପିଲା ସେହି ଲଡୁ କିଣିବା ପାଇଁ ଘରକୁ ପଇସା ଆଣିବାକୁ ଯାଇ ଆସୁଛନ୍ତି ଏବଂ ଲଡୁ ବି କିଣୁଛନ୍ତି।
ଏହାକୁ ଦେଖି ଅନ୍ଯ ଝିଅଟି ମଧ୍ଯ ସେହି ମିଠା ବିକାଳି ଙ୍କୁ ଲଡୁ ମାଗୁଛି କିନ୍ତୁ ତା ପାଖରେ ପଇସା ନଥିବାରୁ ବିକାଳି ଜଣଙ୍କ ତାକୁ ଏହା ଦେଉନାହିଁ।

ପରେ ମିଠା ବିକାଳି ପିଲାଟି ପିନ୍ଧିଥିବା ସୁନା ଚେନ୍ ଦେବାକୁ କହୁଛି ଏହି ଲଡୁ ନେବା ପାଇଁ।ପରେ ପିଲାଟି ଏହାର ମୂଲ୍ୟ ନବୁଝି ଚେନକୁ ଦେଇ ଦେଉଛି ଏବଂ ଲଡୁ ନେଇ ଚାଲି ଆସୁଛି। ବିକାଳି ଜଣଙ୍କ ତରତର ହୋଇ ସେଠାରୁ ଚାଲିଯିବା ପରେ ପିଲାଟିର ମାଆ ଆସି ବେକରେ ଚେନ ନଥିବାର ଦେଖି ଏହାର କାରଣ ପଚାରି ଜାଣିବା ପରେ ସେ ଏଥିପାଇଁ ମିଠା ବିକାଳି କୁ ଧରିବା ପାଇଁ ଚେଷ୍ଠା କରୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି।ପରେ ଏହି ଘଟଣା ସେଠାରେ ଲାଗିଥିବା ସିସି ଟିଭି ଫୁଟେଜ ରୁ ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.