Swastik Tv News Odisha

Special Tips – ଏହିସବୁ ଲକ୍ଷଣରୁ ମାତ୍ର 1 ମିନିଟ୍ ରେ ଜାଣନ୍ତୁ ଆପଣଙ୍କ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ.. ୧୦୦% ଗ୍ୟାରେଣ୍ଟି

0

ଯେତେବେଳେ ଜଣେ ମହିଳା ଗର୍ଭବତା ହୋଇଥାଏ ସର୍ବପ୍ରଥମେ ତାଙ୍କର ଏହା ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଆମ ଦେଶ ଓ ବିଦେଶରେ ଏମିତି କିଛି ମୁରବି ଅଛନ୍ତି , ଯେଉଁମାନେ ଫେସ୍ ରିଡିଙ୍ଗ ଏବଂ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖି ବତେଇ ଦିଅନ୍ତି କି ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ । ଏହି ଅନୁମାନ ସବୁବେଳେ ସଠିକ୍ ହେବ ବୋଲି କୌଣସି ଗ୍ୟାରେଣ୍ଟି ନଥାଏ । ବେଳେ ଏହା ସଠିକ୍ ହୁଏ ତ କେତେବେଳେ ଭୁଲ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣ ମନଙ୍କୁ କେତେକ ଲକ୍ଷଣ ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣିପାରିବେ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ ।

1. ପେଟର ଆକାର :-

ଯଦି ପ୍ରେଗନେଣ୍ଟ ମହିଳାର ପେଟର ଆକାର ଗୋଲ ଏବଂ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ । ସେହିପରି ଯଦି ପେଟର ଆକାର ଚଉଡା ଓ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

2. ମିଜାଜ୍ ରେ ପରିବର୍ତ୍ତନ :-

ଯେଉଁ ମହିଳାଙ୍କର ପ୍ରଗନେନ୍ସିର ପ୍ରଥମ ତିନି ମାସ କିଛି କିଛି କଥାରେ ଦୁଃଖ ପ୍ରକାଶ ହୋଇଥାଏ , ବା ପରବର୍ତ୍ତୀ 3 ମାସରେ ଅଧିକାଂଶ କଥାରେ ଦୁଃଖ ଏବଂ ଅନୁତାପ ହୋଇଥାଏ ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷେ ପେଟରେ ଝିଅ ଥିଲେ ମା ମାନେ ମେଳାଜଳା ଭାବନା ପ୍ରକାଶ କରିଥାନ୍ତି ।

3. ଖାଦ୍ୟରୁ ଘୃଣା ହେବା :-

ଯେଉଁ ମହିଳାଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାେଏ , ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଗବେଷଣାରୁ ଜଣାଯାଇଛି ଯେ ଜଣେ ଝିଅର ଭ୍ରୁଣ ଅପେକ୍ଷା ପୁଅର ଭ୍ରୁଣ ଅଧିକ ସୁରକ୍ଷିତ ହୋଇଥାଏ । ତେଣୁ ତାକୁ ଅଧିକ ସୁରକ୍ଷା ଦେବାର ଆବଶ୍ୟକତା ଥାଏ ।

4. ଖାଇବାସୋଡା ଟେଷ୍ଟ :-

ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ , ଏଥିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯେ ବେକିଙ୍ଗ ସୋଡା ପକାଇଲା ପରେ ପରିସ୍ରାରେ ଫେଣ କିମ୍ୱା ଫୋଟକା ହୋଇଥାଏ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇଲା ପରେ କୌଣସି ପରିବର୍ତ୍ତନ ନଆସେ ତେବେ ଗର୍ଭରେ ପୁଅ ଥାଇପାରେ ।

5. ଚଟପଟା କିମ୍ୱା ମିଠା ଖାଇବାର ଇଚ୍ଛା ହେବା :-

ପ୍ରେଗନେନ୍ସି ସମୟରେ ଯଦି ଜଣେ ମହିଳାଙ୍କୁ ମିଠା ଖାଇବାର ଅଧିକ ଇଚ୍ଚା ହୋଇଥାଏ , ତେବେ ତାଙ୍କ ପେଟରେ ଝିଅ ହୋଇଥାଏ । ଅନ୍ୟପଟେ ତାଙ୍କୁ ଅଧିକ ଖଟା ଚଟପଟା ଓ ମସଲାଯୁକ୍ତ ଖାଦ୍ୟ ଏବଂ ଲୁଣି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ ।

6. ତ୍ୱଚା ସମ୍ୱନ୍ଧୀୟ ସମସ୍ୟା :-

ଯଦି ମହିଳାଙ୍କ ପେଟରେ ପୁଅ ଥାଏ , ତେବେ ତାଙ୍କର ଫେସ୍ ରେ ବ୍ରଣ ଆଦି ସମସ୍ୟା ଅଧିକ ଦେଖାଯାଏ । ଅନ୍ୟପଟେ ମହିଳାଙ୍କ ରୂପ ରଙ୍ଗରେ ନିଖାର ଆସିଥାଏ , ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.