Swastik Tv News Odisha

ଦୁନିଆଁ ର ସବୁଠାରୁ 20ଟି Unique ହେଟେଲ ଯାହାକୁ ଥରେ ଦେଖିଲେ ଆପଣ ବି ପାଗଳ ହୋଇଯିବେ – ଥରୁଟିଏ ଦେଖନ୍ତୁ ଏହାର View Wow

0

ବନ୍ଧୁଗଣ ଆପଣ ଅନେକ ପ୍ରକାର ର ହୋଟେଲ ବିଷୟରେ ଜାଣିଥିବେ ଏବଂ ସେଠାରେ ରହିଥିବେ। ହୋଟେଲ ରେ କିପରି ଭାବରେ ବ୍ୟବସ୍ଥା ଥାଏ ସେ ବିଷୟରେ ତ ଆପଣଙ୍କୁ ଜଣା ଥିବ। ପୁର୍ବରୁ ହୋଟେଲ ବିଷୟରେ ସବୁକିଛି ଜାଣିବା ପରେ ଯାଇ ଆପଣ ସେହି ହୋଟେଲ କୁ ରହିବାକୁ ଯାଇଥାନ୍ତି। ତେବେ ପ୍ରାୟତଃ ଧନୀ ବର୍ଗର ଲୋକମାନେ ପାଞ୍ଚ ତାରକା କିମ୍ୱା ସାତ ତାରକା ହୋଟେଲ ରେ ରହିବାକୁ ଅଧିକ ପସନ୍ଦ କରନ୍ତି। କାହିଁକି ନା ସେଠାରେ ବିଳାସପୂର୍ଣ୍ଣ ରହିବା ବ୍ୟବସ୍ଥା ରହିଥାଏ। ସବୁ ଜିନିଷ ଅତି ସହଜରେ ସେଠାରେ ଉପଲବ୍ଧ ହୋଇଥାଏ ଏବଂ ସବୁ ପ୍ରକାର ସୁବିଧା ଏହିଭଳି ହୋଟେଲ ମାନଙ୍କରେ ମିଳିଥାଏ।ତେବେ କିଛି ହୋଟେଲ ବେଶ୍ ଜଣାଶୁଣା ହୋଇ ଯାଇଥାଏ କାରଣ ଆମେ ଏହିସବୁ ହୋଟେଲ ବିଷୟରେ ଶୁନିଛୁ କିମ୍ୱା ଜାଣିଛୁ।

କିନ୍ତୁ ଏମିତି କିଛି ହୋଟେଲ ରହିଛି ଯେଉଁ ହୋଟେଲ ଗୁଡିକ ବହୁତ୍ ମନୋରମ ଏବଂ ବିଳାସପୂର୍ଣ୍ଣ। ଯେଉଁ ସବୁ ହୋଟେଲ ବିଷୟରେ ବହୁତ୍ କମ୍ ଲୋକ ଜାଣିଥିବେ। ସେହିସବୁ ହୋଟେଲ ଏମିତି ସ୍ଥାନରେ ଅବସ୍ଥିତ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ସେହିସବୁ ହୋଟେଲ ଆମ ଦେଶ ଭିତରେ ନୁହେଁ ବରଂ ସାରା ବିଶ୍ବରେ ସବୁଠାରୁ ବିଳାସପୂର୍ଣ୍ଣ ୨୦ ଟି ହୋଟେଲ ତାଲିକାରେ ଆସୁଛି। ସେହିଶବୁ ହୋଟେଲ୍ ଏବଂ ତାର ଅବସ୍ଥିତି ଦେଖିଲେ ଆପଣ ବି ଅବାକ୍ ହୋଇଯିବେ।ତେବେ ଆମେ ଯେଉଁ ହୋଟେଲ୍ ଗୁଡିକ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେହିସବୁ ହୋଟେଲ୍ ଗୁଡିକରେ ହୁଏତ ପାଞ୍ଚ ତାରକା ହୋଟେଲ୍ ଭଳି ସବୁ ସୁବିଧା ସୁଯୋଗ ଥାଇ ନପାରେ।

କିନ୍ତୁ ସେଠାରେ ରହିବାରେ ଯେଉଁ ମଜା ରହିଛି ଯେଉଁ ସ୍ୱତନ୍ତ୍ରତା ଅନୁଭବ ହେବ, ତାହା ହୁଏତ ସବୁ ସୁବିଧା ସୁଯୋଗ ଥିବା ହୋଟେଲ୍ ରେ ମିଳି ପାରିବନି। କାହିଁକି ନା ଏହିସବୁ ହୋଟେଲ୍ ଗୁଡିକ ସେହିଭଳି ସ୍ଵତନ୍ତ୍ର ସ୍ଥାନରେ ଅବସ୍ଥିତ, ଯେଉଁଠି ପ୍ରାକୃତିକ ସୁନ୍ଦରତା ଭରି ରହିଛି ଏବଂ ନିଆରା ଅନୁଭବ୍ୟ ପ୍ରାପ୍ତ ହେଉଛି। ଆପଣ ଏହି ଭିଡିଓ ରେ ସେହିସବୁ ହୋଟେଲ୍ ଗୁଡିକ ବିଷୟରେ ଜାଣି ପାରିବେ।ଏହି ହୋଟେଲ୍ ଗୁଡିକ ଭିତରେ ରହିଛି ସ୍ଵିଡେନ ର ହରେଡ୍ସ ରେ ଥିବା ଟ୍ରି ହୋଟେଲ, ଫ୍ରାନ୍ସ ର ପାହାଡ଼ ଉପରେ ଥିବା ନୁଇଟ ନେଚର୍ ହୋଟେଲ, ଆଫ୍ରିକାର ସରୋଭା ସଲ୍ଟ ଲିକ୍ ଲଜ୍, ଆମେରିକାର ଜୁଲ୍ସ ଅଣ୍ଡର ସି ଲଜ୍ ଏବଂ ଭାରତୀୟ ମହାସାଗର ରେ ପାଣିରେ ଥିବା ପେମ୍ବା ଆଇଲାଣ୍ଡ ର ଦା ମେଣ୍ଟା ରିସର୍ଟ ଭଳି ଇତ୍ୟାଦି ଆକର୍ଷଣୀୟ ହୋଟେଲ୍।

ଏହିସବୁ ହୋଟେଲ୍ କୁ ଦେଖିବା ପରେ ଆପଣଙ୍କ ମନରେ ଏହି ଧାରଣା ନିଶ୍ଚିତ ଆସୁଥିବ ଯେ ଏଭଳି ହୋଟେଲ୍ ରେ ରହିବାର ସୁଯୋଗ ଥରେ ମିଳି ଯାଆନ୍ତା କି? କାରଣ ସାଧାରଣତଃ ଏହିସବୁ ହୋଟେଲ୍ ଆପଣଙ୍କୁ ଚକିତ କରୁଥିବା ଏବଂ ଆଶ୍ଚର୍ଯ୍ୟ ଲାଗିବା ଭଳି ସ୍ଥାନରେ ଅବସ୍ଥିତ। ବିଶ୍ଵର ବିଭିନ୍ନ ଦେଶରେ, କେଉଁଠି ପାହାଡ଼ ଉପରେ ତ କେଉଁଠି ସମୁଦ୍ର ମଝିରେ ତ କେଉଁଠି ଘଞ୍ଚ ଅରଣ୍ୟ ମଧ୍ୟରେ ଆଉ କେଉଁଠି ଭୟଭୀତ କଲା ଭଳି ସ୍ଥାନରେ ପାଣି ଭିତରେ ଏହିସବୁ ବିଶ୍ଵର ଟପ୍ ହୋଟେଲ୍ ଗୁଡିକ ଅବସ୍ଥିତ। ଯାହାର ତୁଳନା କାହା ସହ କରା ଯାଇ ନପାରେ। ନିଶ୍ଚିତ ଭାବରେ ଥରେ ଆପଣ ଏହିସବୁ ହୋଟେଲ୍ ଗୁଡ଼ିକୁ ଦେଖନ୍ତୁ ଏବଂ ଅନୁମାନ ଲଗାନ୍ତୁ ଯେ ଏସବୁ ହୋଟେଲ୍ କେତେ ଉପଭୋଗ୍ୟ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.