Swastik Tv News Odisha

ମାଳିକାର ବଡ ଭୟଙ୍କର ଭବିଷ୍ୟବାଣୀ ! 2022 ରେ ପଦବୀ ଉପରୁ ଗୋଟିଏ ମୁଣ୍ଡ ଯିବ , ଜାଣନ୍ତୁ କିଏ ?

0

ବନ୍ଧୁଗଣ ମାଳିକା ରେ ଯେଉଁ ବିଶେଷ ପ୍ରସଙ୍ଗ ସବୁ ରହିଛି ତାକୁ ଆମେ ଗୋଟିଏ ପରେ ଗୋଟେ କଭର୍ କରିବା ପାଇଁ ଚେଷ୍ଟା କରି ଚାଲିଛୁ। ଆମେ ଆପଣଙ୍କୁ ଅନେକ ସମୟରେ ଅନେକ ଏମିତି କଥା କହିଥାଉ ଫଳରେ ଆପଣ କିଛି ମାଳିକା ବର୍ଣ୍ଣିତ ସ୍ଥାନ ଏବଂ ମାଳିକା ର ଭକ୍ତ ମାନଙ୍କ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ଏବଂ ଅନେକ ନୂଆ ନୂଆ କଥା ମଧ୍ୟ ସେମାନଙ୍କ ଠାରୁ ଜାଣୁ ଛନ୍ତି। ତେବେ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ଆଲୋଚନା କରିବା। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ଜାଣିବା କଥା।

ଏହା ସତ ଯେ ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନାହାଁନ୍ତି ତଥାପି ବି ଏହି ଘଟଣା ସବୁ ସତ। ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆସନ୍ତୁ ଅନେକ ଥର ଭଳି ପୁଣିଥରେ ମାଳିକାର ଏକ ବିଶେଷ କଥା ଅର୍ଥାତ୍ ୨୦୨୨ ମସିହା କେମିତି ରହିବ ଏବଂ କଣ ସବୁ ହେବାକୁ ଯାଉଛି ତା ଉପରେ ଗୁରୁତ୍ବ ଆରୋପ କରିବା।

ଯାହା ଜଣେ ମାଳିକା ଭକ୍ତ ମାଳିକା ଗବେଷକ ଛୁଆ ବାବା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ୨୦୨୨ କଣ ହେବ ତାର ସୂଚକ ୨୦୨୧ ମସିହାରେ ପୁରୀ ଶ୍ରୀମନ୍ଦିର ରୁ ଦେଖିବାକୁ ମିଳିଲା। ସେହିପରି ୨୦୨୨ ମସିହାରେ ଅଗ୍ନିପାତ ବର୍ଷା ହେବାର ସମ୍ଭାବନା ରହିଛି।ଏହି ବର୍ଷ ଯୁଦ୍ଧ ହେବାର ମଧ୍ଯ ସମ୍ଭାବନା ଅଧିକ ରହିଛି। ଭାରତ ସେହିଭଳି ବ୍ୟକ୍ତି ବିଶେଷଙ୍କୁ ହରାଇଛି ଯେଉଁ ମାନଙ୍କୁ ଯୋଗୁଁ ଏହାର ସଂଭାବନା କମ୍ ଥିଲା।ଏହି ବର୍ଷ ବର୍ଷା ନହୋଇ ମଧ୍ଯ ନଇବଢ଼ି ହେବ। ଏମିତି କିଛି ସମସ୍ୟା ଦେଖାଦେବ ଯାହାକୁ ନେଇ ଆଗରୁ କେହି କଳନା କରି ନଥିଲେ।

ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ହେଲେ ଭକ୍ତଙ୍କୁ ଡବଲ ଡୋଜ ଟିକା ନେବାକୁ ପଡ଼ିବ।ତେବେ ମହାପୁରୁଷ ଙ୍କ ମାଳିକା କହୁଛି ଯେ ଏସବୁ ହେବା ସହିତ ଭକ୍ତ ସଂଗଠନ ମଧ୍ଯ ହେବ। ଭକ୍ତ ମାନେ ମେଳି କରିବେ। ତେବେ କହିବାକୁ ଗଲେ ୨୦୨୨ ରୁ ୨୦୨୬ ମସିହା ଭିତରେ ଭୟଙ୍କରୀ କାଳ ବିତ୍ପାତ ସମୟ ଆସିବ। ଲୋକେ ଏହି ସମୟରେ ଏନେକ ବିତ୍ପାତ ଏବଂ ବିପର୍ଯ୍ୟୟ ର ସାମ୍ନା କରିବେ ଏବଂ ସେତେବେଳ ସେମାନେ ଭଗବାନ ଏବଂ ଆଧ୍ୟାତ୍ମିକତା ର ମାର୍ଗକୁ ଆପଣେଇବାକୁ ବାଧ୍ୟ ହେବେ ଏବଂ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.