Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ସିଂହଟି ଝିଅଟିକୁ ଝାମ୍ପିନେବା ପାଇଁ ଆସୁଥିବା ବେଳେ ଦେଖନ୍ତୁ ହଠାତ କ’ଣ କଲା ଛୋଟ ଛୁଆଟି…. ଏବେ ସୁଦ୍ଧା 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ଆଜିର ଏହି ଅତ୍ୟାଧୁନିକ ଯୁଗରେ ପ୍ରତିଦିନ କିଛି ନା କିଛି ଘଟଣା ନିଶ୍ଚୟ ଦେଖିବାକୁ ପାଉଥିବେ । ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଘଟଣା , ଯେମିତିକି ଖୁସୀ , ମଜା , ଦୁଃଖ , ବେଦନା ଓ ଭୟଭୀତ କଲାଭଳି ଘଟଣା ମଧ୍ୟ ଦେଖିବାକୁ ପାଉଥିବେ । କିନ୍ତୁ ସେଥିମଧ୍ୟରୁ ଏମିତି କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକିଏ ଅଲଗା ହୋଇଥାଏ । କାରଣ ସେହି ଭିଡିଓ ଗୁଡିକ ବହୁତ ମଜାଳିଆ ଓ କୌତୁତକିଆ ହୋଇଥାଏ । ଲୋକମାନଙ୍କ ମନରଞ୍ଜନ ପାଇଁ ବହୁତ ଆନନ୍ଦ ଦାୟକ ହୋଇଥାଏ ।

ଯଦି ଭିଡିଓ ଗୁଡିକ କୁନି ପିଲା ମାନଙ୍କର ଭି଼ଡିଓ ହୋଇଥାଏ ତ ଦେଖିବା ପାଇଁ ବହୁତ ମଜା ଲାଗିଥାଏ । ତେବେ ବର୍ତ୍ତମାନ ସେମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ଖୁସୀ ମଧ୍ୟ ହୋଇଯିବେ । ସାଧାରଣତଃ କୁନି ପିଲାମାନେ ବଡ ବଡ ପଶୁ ମାନଙ୍କୁ ଦେଖି ଭୟଭୀତ ହୋଇ ଯାଇଥାନ୍ତି । କୌଣସି ବଦମାସି କଲେ ମା ମାନେ ସେମାନଙ୍କୁ ପଶୁ ପକ୍ଷୀ ମାନଙ୍କ ନାମ କହି ଡରାଇଥାନ୍ତି । ଛୋଟ ବେଙ୍ଗ ଟିଏ ଦେଖିଲେ ମଧ୍ୟ ଡରରେ କାନ୍ଦି ଯାଆନ୍ତି ।

ଛୋଟ ପିଲାମାନେ ମାଙ୍କଡ ଟିଏ ଦଖିଲେ କେମିତି ଦୌଡି ପଳାଇ ଆସନ୍ତି , ଆପଣ ମାନେ ତ ନିଶ୍ଚିତ ରୂପେ ଦେଖିଥିବେ । କିନ୍ତୁ କିଛି ପିଲାମାନେ ସାହସୀ ମଧ୍ୟ ହୋଇଥାନ୍ତି , ଯେଉଁମାନେ ଏସବୁ କୁ ଟିକିଏ ବୁଝି ପାରିଥାନ୍ତି । ତେବେ ଆଜି ଆମେ ସେମିତି ଏକ ଭିଡିଓ ସମ୍ପର୍କରେ ଜଣେଇବୁ , ସେଠାରେ ମଧ୍ୟ ଏହିପରି ସମାନ ଘଟଣା ଦେଖିବାକୁ ମିଳିଛି । ଭିଡିଓ ରେ ଦେଖିପାରୁଥିବେ ସେଠାରେ ଦୁଇଜଣ ଛୋଟ ପିଲା କାଚ ଘର ଭିତରେ ଛିଡା ହୋଇ ,ସେଠାରୁ କିଛି ଦୂରରେ ଥିବା ସିଂହଟିକୁ ଦେଖି ତାର ମଜା ନେଉଛନ୍ତି । କିନ୍ତୁ ସିଂହଟି ସେମାନଙ୍କୁ ଦେଖି ହଠାତ୍ ଦୌଡି ଆସୁଛି ।

ପିଲାଟି ଓ ସିଂହ ମଧ୍ୟରେ ଏକ କାଚର ପାଚେରୀ ରହିଛି , ସିଂହଟି ଯେତେବେଳେ ପିଲାମାନଙ୍କୁ ଦେଖି ଦୌଡି ଆସୁଛି ସେତେବେଳେ ସେ ଝାମ୍ପିବା ପାଇଁ ଚେଷ୍ଟା କରୁଛି । କିନ୍ତୁ କାଚର ଗେଟ୍ ରେ ସିଂହ ଟି ବାଡେଇ ହୋଇଯାଉଛି । ସେ ପଲା ମାନଙ୍କୁ ଖାଲି ଆନାଉଛି କିନ୍ତୁ କିଛି କରିପାରୁ ନାହିଁ , ତା ସମ୍ମୁଖରେ ଥିବା କାଚ ରେ ସେ ମୁହଁ ଘସି ହେଉଛି । ଏହାକୁ ଦେଖି କୁନି ପିଲାଟି ଡରିଯାଇ କାନ୍ଦି ତା ମାଆ ପାଖକୁ ଦୌଡି ଆସୁଛି । ଏହାପରେ ମା ପିଲାକୁ ବୁଝାଇବା ସହିତ ଏହାକୁ ଦେଖି ହସୁଛନ୍ତି । ଏହିପରି ଭାବରେ ପିଲାମାନେ ବଡ ବଡ ଜୀବଜନ୍ତୁଙ୍କୁ ଦେଖି ଡରି ଯାଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.