Swastik Tv News Odisha

ଅଭିନେତା ମିହିର ଦାସ ମରିବା ପୂର୍ବରୁ ଏମିତି କହିଥିଲେ ଡାକ୍ତର..ଦେଖିଲେ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧରଣ ମଣିଷର ଜୀବନ ଶୈଳୀ ଏବଂ ଜଣେ କଳାକାର ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ହେଲେ ଜନ୍ମ ରହିଛି ତୋ ମୃତ୍ୟୁ ମଧ୍ୟ ରହିଛି କିନ୍ତୁ ମୃତ୍ୟୁ ଯେତେବେଳେ ଆସିଥାଏ କିଛି ବି ଦେଖି ନଥାଏ। ସେ ସେଲିବ୍ରେଟି ହୁଅନ୍ତୁ ବା ସାଧରଣ ଲୋକ ହୋଇ ଥାନ୍ତୁ। ହେଲେ ଯଦି ଜଣେ ସାଧାରଣ ଲୋକର ମୃତ୍ୟୁ ହେଲେ କେବଳ ଗାଁ ସାଇ ପଡ଼ିଶା ସମ୍ପର୍କୀୟ ହିଁ ଦୁଃଖ ପ୍ରକାଶ କରିଥାନ୍ତି। ହେଲେ ଯଦି ଜଣେ କଳାକାରଙ୍କ ମୃତ୍ୟୁ ହୁଏ ସେ ସବୁ ଦିନ ପାଇଁ ଲୋକ ମାନଙ୍କ ମଧ୍ୟରେ ଲୋକର ଛାୟା ଖେଳି ହୋଇଯାଏ।

ଅଭିଶାପ ପଡ଼ିଲା ପରି ଜଣକ ପରେ ଜଣେ ଭଲ ଭଲ ଆଗଧାଡ଼ିର କଳାକାର ବିୟୋଗ ହୋଇଛନ୍ତି। ଯଦି ଦେଖିବା ଏହିଭଳି ଅପୁରଣୀୟ ସ୍ଥାନ କେହି ପୂରଣ କରିପାରିବେ ବେନାହିଁ। କାରଣ ବର୍ତ୍ତମାନ ନୂଆ ନୂଆ କଳାକର ସବୁ ସେମାନଙ୍କ ସ୍ଥାନ କେହି ବି ପୂରଣ କରିପାରିବେ ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ତେବେ ସେହି କଳାକାରଙ୍କ ନା ଜାଣିଲା ପରେ ଆପଣ ମାନଙ୍କ ପାଦ ହୁଏତ ମାଟି ତଳୁ ଖସି ଯିବ ଦୁଖଃ ପ୍ରକାଶ କରିବେ। ତେବେ ବନ୍ଧୁଗଣ ଆମ ଓଡ଼ିଶାର ବରିଷ୍ଠ ଅଭିନେତା ତଥା ଶ୍ରେଷ୍ଟ ଅଭିନେତା ମିହିର ଦାସ ଆଉ ଆମ ଗଣରେ ନାହାନ୍ତି। ସୂଚନା ଅନୁସାରେ ମିହିର ଦାସ ଅନେକ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ଯାଇ ଡ଼ାଇଗନସିସ କରିବା ପାଇଁ ପଡୁଥିଲା।

ଏହାପରେ ସେ ହଠାତ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଫଳରେ ତାଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଡାକ୍ତର ମଧ୍ୟ ତାଙ୍କର ବଞ୍ଚିବାର ଆଶା ବହୁତ କମ ଥିଲା ବୋଲି କହିଥିଲେ। ତେବେ ତାଙ୍କ ପୁଅ ଅମ୍ଳାନ ମଧ୍ୟ ତାଙ୍କ ପାଖରେ ସବୁବେଳେ ରହୁଥିଲେ। ଏହା ସହିତ ତାଙ୍କର ସମ୍ପର୍କୀୟ ମଧ୍ୟ ତାଙ୍କ ପାଖରେ ଥିଲେ। ତାଙ୍କର ବଞ୍ଚିବାର ଆଶା ମଧ୍ୟ ବହୁତ କମ ଥିବାର ମଧ୍ୟ କହିଥିଲେ। ଆଜି ତାଙ୍କର ନିଧନ ହେଲା ଯାହା ଫଳରେ ତାଙ୍କୁ ସାରା ଓଡିଶା ବାସୀ ଝୁରୁଛନ୍ତି। ତାଙ୍କର ଅକାଳ ବିୟୋଗ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେତେ ବି କଳାକାର ରହିଛି।

ସମସ୍ତେ ତାଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ତେବେ ଏଭଳି ମୃତ୍ୟୁରେ ସାରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି। ତାଙ୍କର ସ୍ଥାନ କେହି ବି ଗ୍ରହଣ କରିପାରିବେ ନାହିଁ। ଯଦି ଦେଖିବେ ଅନେକ ଅଛନ୍ତି ଯେଉଁ ମାନେ କି ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନିଜ ହାତରେ ଗଢ଼ିଥିଲେ। ଜଣକ ପରେ ଜଣେ ଆଗ ଧାଡ଼ିର କଳାକାର ଯଦି ଏହିଭଳି ବିୟୋଗ ଘଟିବ ତାହାଲେ ଇଣ୍ଡଷ୍ଟ୍ରି କିଭଳି ଚାଲିବ ବର୍ତ୍ତମାନ ସମୟରେ ଏତେ ବଡ଼ କଳାକାର ବିୟୋଗ ଘଟିଛି ତାହା ଅପୁରଣୀୟ ସ୍ଥାନ ସମଗ୍ର ଫିଲ୍ମ ଜଗତ ପାଇଁ , ଯାହାବି ହେଉ ଭଗବାନ ତାଙ୍କର ଆତ୍ମାର ଶାନ୍ତି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.