Swastik Tv News Odisha

ମିହିର ଦାସଙ୍କ ସାନ ପୁଅର ବୁକୁ ଫଟା ଚିତ୍କାର କାନ୍ଦ ଦେଖିଲେ…ଆପଣଙ୍କ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ଆସିଥାଏ। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି। ତେବେ ଅଭିନେତା ମିହିର ଦାସଙ୍କ ମର ଶରୀର ପାଖରେ ତାଙ୍କ ପୁଅ କଇଁ କଇଁ ହୋଇ ବହୁତ ଜୋର କାନ୍ଦୁ ଥିବାର ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛୁ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ତାଙ୍କ ଜୀବନ ମଧ୍ୟରେ ଅନେକ ଗୁଡିଏ ସିନେମା କରିବା ସହିତ ଅନେକ ଧାରା ବାହିକରେ ମଧ୍ୟ ଅଭିନୟ କରିଛନ୍ତି। ସେ ଯେକୌଣସି କ୍ୟାରେକ୍ଟରକୁ ବହୁତ ସୁନ୍ଦର ଭାବରେ ଅଭିନୟ କରି ପାରନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ କାବୁ କରି ରଖି ଥାଆନ୍ତି।

ଅଭିନେତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ଯେ କୌଣସି ବ୍ୟକ୍ତି ତାଙ୍କ ଅଭିନୟକୁ ଦେଖିଲେ ବହୁତ ଖୁସି ହୋଇଯାଇଥାଏ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ଗୁଡିଏ ବୈବାହିକ ଦାମ୍ପତିଙ୍କ ଜୀବନକୁ ସଜାଡିଛନ୍ତି। ସମସ୍ତେ ତାଙ୍କୁ ପ୍ରଶଂସା କରିବା ସହିତ ସେ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି। ତେବେ ଦୁଃଖର ବିଷୟ ଯେ ଆପଣ ମାନେ ଜାଣିଥିବେ ଯେ ଗତକାଲି ଅଭିନେତାଙ୍କର ମୃତ୍ୟୁ ହୋଇ ଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଏଥି ସହିତ ତାଙ୍କ ସମ୍ପର୍କୀୟ ମାନେ ମଧ୍ୟ ତାଙ୍କ ମୃତ୍ୟୁରେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

ତାଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ମଧ୍ୟ ବହୁତ ମର୍ମାହିତ ହୋଇ ଯାଇଛି। ସାରା ରାଜ୍ୟରେ ଶୋକର ଲହରୀ ଖେଳି ଯାଇଛି। ତାଙ୍କ ମର ଶରୀର ପାଖରେ ତାଙ୍କ ପୁଅ ବହୁତ ଜୋର କଇଁ କଇଁ ହୋଇ କାନ୍ଦୁ ଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତାଙ୍କ ମର ଶରୀର ପାଖରେ ଓଡ଼ିଆ ସିନେ ତାରକା ମାନେ ଆସିଛନ୍ତି ଓ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ସାରା ଓଡ଼ିଶାର ଦର୍ଶକ ମାନେ ତାଙ୍କ କଥା ମନେ ପକାଇ ବହୁତ କାନ୍ଦୁ ଅଛନ୍ତି। ତାଙ୍କ ମର ଶରୀରକୁ ଦେଖିଲେ ଆଖିରୁ ଲୁହ ଝରି ଆସିବ। ତାଙ୍କର ମୃତ୍ୟୁ ପରେ ବି ସେ ସବୁ ଦିନ ପାଇଁ ସମସ୍ତଙ୍କ ହୃଦୟରେ ରହିଯିବେ। ଭଗବାନଙ୍କ ନିକଟରେ ଏତିକି ପାର୍ଥନା ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.