Swastik Tv News Odisha

ମିହିର ଦାସଙ୍କ ପୁଅର ବୁକୁ-ଫଟା-ଚିତ୍କାର କାନ୍ଦ ଦେଖିଲେ…ଆପଣଙ୍କ ଆଖିରୁ ଲୁହ ଆସିଯିବ…ଦେଖନ୍ତୁ ଭିଡ଼ିଓ

0

ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମନେ କୌତୁହଳ ପ୍ରକାଶ କରିଥାନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ତାଙ୍କର ସୁଖ ଓ ଦୁଃଖ ବିଷୟରେ ଜାଣିବା ପାଇଁ ମଧ୍ୟ ସେମାନେ ଚେଷ୍ଟା କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ମୃତ୍ୟୁ ସମସ୍ତଙ୍କୁ କବଳିତ କରିଥାଏ। ତେବେ ବନ୍ଧୁଗଣ ଅଭିନେତା ମିହିର ଦାସଙ୍କର ମୃତ୍ୟୁରେ ପରିବାର ବର୍ଗଙ୍କ ସହିତ କଳାକାର ମାନେ ବହୁତ ଭାଙ୍ଗି ପଡିଛନ୍ତି ଓ ସତୀ ଚଉରା ସ୍ମଶାନ ଘାଟକୁ ତାଙ୍କୁ ନିଅ ଯାଇଥିଲା। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଆ ସିନେମା ଜଗତର ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ସେ ଓଡ଼ିଆ ସିନେମା ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ଅଭିନେତା ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ଗୁଡିକ ବେଶ ସୁନ୍ଦର ହୋଇଥାଏ। ତାଙ୍କ ଅଭିନୟକୁ ଦେଖି ସମସ୍ତେ ଖୁସି ହୋଇ ଯାଆନ୍ତି ଓ ସେ ଫିଲ୍ମ ମାଧ୍ୟମରେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତାଙ୍କର ଜବରଦସ୍ତ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ମନରେ ଘର କରି ରହିଛନ୍ତି।

ତେବେ ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ଦର୍ଶକ ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇ ଥାଆନ୍ତି। ତେବେ ଅଭିନେତାଙ୍କର ମୃତ୍ୟୁ ହୋଇ ଯାଇଛି ଓ ତାଙ୍କ ମୃତ୍ୟୁ ଖବର ଶୁଣି ପରିବାରରେ ଶୋକର ସୁଅ ଛୁଟି ଯାଇଛି। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ ମଧ୍ୟ ଦୁଃଖର ଲହରୀ ଖେଳି ଯାଇଛି। ସାରା ରାଜ୍ୟ ବାସୀ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ମାନେ ଆସିଥିଲେ। ତାଙ୍କ ଶବ ସତ୍କାର କରିବା ପାଇଁ ତାଙ୍କ ବାସ ଭାବନରୁ ସତୀ ଚଉରା ସ୍ମଶାନ ଘାଟକୁ ତାଙ୍କ ପରିବାର ଲୋକ ମାନଙ୍କ ସହିତ ଓଡ଼ିଆ କଳାକାର ମାନେ ମଧ୍ୟ ଯାଇଥିଲେ। ପରିବାର ଲୋକ ମାନଙ୍କ ସହିତ କଳାକାର ମାନେ ମଧ୍ୟ ଦୁଃଖରେ ବହୁତ ଭାଙ୍ଗି ପଡିଛନ୍ତି। ତାଙ୍କର ଅନ୍ତେଷ୍ଟି କ୍ରିୟା ସମୟରେ ମିହିର ଭାଇ ଅମର ରହେ ବୋଲି ଗାନ କରୁଥିଲେ। ସେ ଆଜି ସମସ୍ତଙ୍କୁ ସବୁ ଦିନ ପାଇଁ ଛାଡି ଚାଲି ଯାଇଛନ୍ତି। ଭଗବାନଙ୍କ ନିକଟରେ ଏତିକି ପାର୍ଥନା ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.