Swastik Tv News Odisha

Exclusive Video : ବାହାଘର ପରେ ପ୍ରଥମ ଜନ୍ମ ଦିନରେ ଏହା ବନେଇ ଖୁଆଇଥିଲେ ଅମ୍ଲାନ ଙ୍କ ସ୍ତ୍ରୀ…ଭିଡ଼ିଓ ହେଉଛି ଭାଇରାଲ …

0

ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି। ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳେ ଜାଗ୍ରତ ହୋଇ ରହି ଥାଆନ୍ତି। ତେବେ ବନ୍ଧୁଗଣ ଅଭିନେତା ଅମ୍ଳାନ ଦାସଙ୍କ ବାହାଘର ପରେ ପ୍ରଥମ ଜନ୍ମ ଦିନରେ ତାଙ୍କ ସ୍ତ୍ରୀ କିଛି ବନାଇ ଖୁଆଇ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭର୍ସା ଟାଇଲ ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ତାଙ୍କ ପୁଅ ଅମ୍ଳାନ ଦାସ ଓଲିଉଡର ମଧ୍ୟ ଜଣେ ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ଅମ୍ଳାନ ଦାସ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ପାଇଁ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ଏବଂ ତାଙ୍କ ଅଭିନୟ ଯାଦୁରେ ଓଡ଼ିଶାର ଲୋକ ମାନେ ତାଙ୍କୁ ଶ୍ରଦ୍ଧା କରିବା ବହୁତ ଭଲ ପାଇବା ମଧ୍ୟ ଦେଇ ଥାଆନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ସାରା ଓଡ଼ିଶାର ଲୋକ ମାନଙ୍କ ମନରେ ଘର କରି ରହିଛନ୍ତି।

ତେବେ ତାଙ୍କ ଅଭିନୟ ଶୈଳୀ ଭିନ୍ନ ଧରଣର ଦର୍ଶକ ମାନଙ୍କୁ ଲାଗି ଥାଏ, ଓ ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଏ। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ପ୍ରୟାସ ଜାରି କରି ଥାଆନ୍ତି। ସେ ତାଙ୍କ ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ କାବୁ କରି ନେଇ ଥାଆନ୍ତି। ସେ ଭଲ ଅଭିନେତା ଭାବରେ ଆଗକୁ ପାଦ ବଢ଼ାଇଛନ୍ତି। ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ତାଙ୍କର ବର୍ତ୍ତମାନ ଏକ ଭିଡ଼ିଓ ସମ୍ନାକୁ ଆସିଛି। ତେବେ ତାଙ୍କ ସ୍ତ୍ରୀ ବାହାଘର ପରେ ପ୍ରଥମ ଜନ୍ମ ଦିନରେ ଅମ୍ଳାନଙ୍କୁ ଗାଜର ହଲୁଆ ଓ କେକ୍ ବନାଇ ଖୁଆଇ ଥିଲେ। ଗାଜର ହାଲୁଆ ବହୁତ ସ୍ୱାଦିଷ୍ଟ ହୋଇଥିଲା ବୋଲି ଅଭିନେତା କହିଥିଲେ। ଏଥି ସହିତ ତାଙ୍କ ଶ୍ୱଶୁର ମିହିର ଦାସଙ୍କୁ ଖୁଆଇ ଥିଲେ ଓ ସେ ମଧ୍ୟ ତାଙ୍କ ବୋହୂଙ୍କୁ ପାଇଁ ବହୁତ ଖୁସି ଥିଲେ। ମିହିର ଦାସ ତାଙ୍କ ପୁଅ ଜନ୍ମ ଦିନରେ ସୁନ୍ଦର ସୁନ୍ଦର ଗିଫ୍ଟ ଦିଅନ୍ତି ବୋଲି ତାଙ୍କ ପୁଅ କହୁଥିବାର ଦେଖିବା ପାଇଁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.