Swastik Tv News Odisha

‘ମୁଁ ମୁର୍ଖ ତୁ ପଣ୍ଡିତ’ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଭିଡ଼ିଓ ଭାଇରାଲ ହେଉଛି…ଦେଖିଲେ ହସି ହସି ଗଡ଼ିଯିବେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଆଜିକାଲି ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନେ ଯେତେ ଉପରକୁ ଯାଉଛନ୍ତି ସେତେ ଖରାପ ବ୍ୟବହାର ଦେଖାଉଛନ୍ତି। ସମାଜରେ ବହୁତ କଳି ଝଗଡା ଦେଖା ଯାଉଛି। ବିଶେଷ କରି ଲୋକ ମାନଙ୍କ ମଧ୍ୟରେ ଅତ୍ୟଧିକ ଭାବରେ କଳି ଓ ଝଗଡା ଲାଗି ରହୁଛି। ସମାଜର ଲୋକ ମାନେ ଧୀରେ ଧୀରେ ଅମାନୁଷିକ ଭାବରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଉପରେ ତିଳେ ମାତ୍ର ଲଜ୍ୟା ସରମ କିଛି ରହିଛି ବୋଲି ସେମାନେ ଭୁଲି ଯାଉଛନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଯାହାକି ଏହା ଏକ ସମାଜ ପ୍ରତି ଅତ୍ୟଧିକ ଭାବରେ ନିନ୍ଦନୀୟ କଥା ହୋଇଥାଏ। ତେବେ ନିକଟରେ ଏଭଳି କିଛି ଘଟଣା ବର୍ତ୍ତମାନ ଦେଖିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି। ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ରାସ୍ତାରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମୁଁ ମୂର୍ଖ ତୁ ପଣ୍ଡିତ ବୋଲି କହୁଅଛି। ତେବେ ଏଭଳି କହିବାର କଣ କାରଣ ରହିଛି ଆସନ୍ତୁ ଜାଣିବା;

ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରୁ ଦେଖିବା ପାଇଁ ମିଳିଛି। ଦୁଇ ଜଣ ବ୍ୟକ୍ତି ମାଷ୍ଟର କ୍ୟାଣ୍ଟିନ ସମ୍ମୁଖରେ ରାଜା ରାସ୍ତାରେ ଖୁବ ଜୋର ସୋର ଭାବରେ ଝଗଡା କରୁଥିଲେ। ଜଣେ ଆଉ ଜଣଙ୍କ ସହିତ ପାଟିତୁଣ୍ଡ କରିବା ସହିତ ଯୁକ୍ତିତର୍କ କରୁଥିଲେ। ଜଣେ ବ୍ୟକ୍ତି ନିଜକୁ ବାବା ବୋଲି ପରିଚୟ ଦେଇ କହୁଥିବାରୁ ଆଉ ଜଣେ ବ୍ୟକ୍ତି ତାଙ୍କୁ ଗାଳି ଗୁଲଜ କରୁଥିଲେ। କିଛି ସମୟ ଧରି ସେ ଦୁଇ ଜଣ ସେମିତି ପାଟିତୁଣ୍ଡ କରି ଚାଲିଥିଲେ।

ତେବେ ସେହି ବାବା ଜଣଙ୍କ ଗଞ୍ଜାମ ଜିଲ୍ଲାର ସଂଗ୍ରାମୀ ବୋଲି ନିଜକୁ କହୁଥିଲେ। ବାବା ଜଣଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମୂର୍ଖ ବୋଲି କହୁଛି, ସେହି ବ୍ୟକ୍ତି ଜଣଙ୍କ ଖୁବ ଜୋର ସୋର ଭାବରେ ରାଗି ଯାଇ ମୁଁ ମୂର୍ଖ ତୁ ପଣ୍ଡିତ ବୋଲି କହିବା ସହିତ ଦୁହେଁ ଦୁହିଁଙ୍କୁ ଅନେକ କଥା କହୁଛନ୍ତି। ବାବା ଜଣଙ୍କ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହୁ ଆର ୟୁ ବୋଲି ପଚାରୁଅଛି। ଏଥି ସହିତ ତୁ ବେଇମାନି ବୋଲି ଜଣେ ଅନ୍ୟ ଜଣଙ୍କୁ କହୁଛନ୍ତି। ତେବେ ଏହି ଭଳି ଭାବରେ ଦୁଇ ଜଣ ରାଜ ରାସ୍ତାରେ ପାଟି କରୁଛନ୍ତି। ସେମାନେ ପାଟି କରୁଥିବା ସମୟରେ ଅନେକ ଲୋକ ମାନେ ଆସି ସେଠାରେ ଭିଡ଼ ଜମାଇ ଦେଇଥିଲେ ଓ ନିଜ ମୋବାଇଲରେ ମଧ୍ୟ ରେକର୍ଡ଼ କରୁଥିଲେ। ତେବେ ବନ୍ଧୁଗଣ ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଉପରେ ବହୁତ ଭାବରେ ଖରାପ ପ୍ରଭାବ ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.