Swastik Tv News Odisha

ରାତିକ ଭିତରେ Social media ରେ ନିଆଁ ପରି ଭାଇରାଲ ହେଲା ଏହି ଝିଅ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି …ଦେଖନ୍ତୁ video

0

ବର୍ତ୍ତମାନର ସୋସିଆଲ ମିଡିଆରେ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ର ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ବର୍ତ୍ତମାନର ପିଲା ମାନଙ୍କ ନିକଟରେ ଏଭଳି କିଛି କଳା ରହିଛି, ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେମାନେ ସବୁବେଳେ ପାଇଁ ତାଙ୍କ କଳାକୁ ଲୋକ ମାନଙ୍କ ନିକଟରେ ପରିବେଷଣ କରି ଥାଆନ୍ତି, ଓ ସେମାନେ ଏଥି ପାଇଁ ସେମାନେ ରାତା ରାତି ଷ୍ଟାର ହେବା ପାଇଁ ମଧ୍ୟ ଚେଷ୍ଟା କରି ଥାଆନ୍ତି। ଯାହା ଫଳରେ କି ସେମାନେ ସବୁବେଳ ପାଇଁ ଚର୍ଚ୍ଚାରେ ରହିବା ସହିତ ଅନେକ ପ୍ରଶଂସା ମଧ୍ୟ ସାଉଁଟି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଗୋଟିଏ ଝିଅର ବର୍ତ୍ତମାନ ଏକ ଭିଡ଼ିଓ ରାତାରାତି ସୋସିଆଲ ମିଡିଆରେ ନିଆଁ ପରି ଭାଇରଲ ହେଉଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆଜିକାଲି ଯୁବକ ଓ ଯୁବତୀ ମାନେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥାଆନ୍ତି। ସେମାନେ ସୁନ୍ଦର ସୁନ୍ଦର ଭିଡ଼ିଓ ଓ ଫୋଟୋ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। କିନ୍ତୁ ଏଠାରେ ଜଣେ ଝିଅଟିର ମିଠା ଖାଇବା ପାଇଁ ବହୁତ ଆଗ୍ରହ ରହିଥିଲା କିନ୍ତୁ ଝିଅଟିର ମାଆ ଓ ତାର ଦିଦି ମିଠା ଖାଇବା ପାଇଁ ତାକୁ ମନା କରିଦେଲେ, ସେଥିପାଇଁ ଝିଅଟି ରାତି ଅଧରେ ଉଠି କାନ୍ଦୁଅଛି। କିନ୍ତୁ ଝିଅଟି ମିଠା ଖାଇବା ପାଇଁ ଲୁଚିକି ଆଣିଲା ବେଳକୁ ତାର ଦିଦି ଦେଖିଦେଲେ ଓ ଏହା ଦେଖି ଯାଇ ତାଙ୍କ ମାଆଙ୍କୁ କହିଲେ।

ଝିଅଟିର ମାଆ ଓ ଦିଦି ମିଶି ଝିଅଟିକୁ ଖୁବ ଜୋର ସୋର ଭାବରେ ମାଡ଼ ମାରିଲେ ଓ ଝିଅଟି ବହୁତ କାନ୍ଦିଲା। ତେବେ କିନ୍ତୁ ଝିଅଟି ପୁଣି ଥରେ କହୁଛି ଯେ, ପ୍ରତ୍ୟକ ମାଆ ତାଙ୍କ ପିଲା ମାନଙ୍କୁ ବହୁତ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା କରନ୍ତି। କିନ୍ତୁ ମାଆ ଯେତେ ଗାଳି ଗୁଲଜ କରିଲେ ବି ରାଗିବା ଉଚିତ ନୁହେଁ। ରାତିରେ ମିଠା ଖାଇବା ପାଇଁ ଝିଅଟି କାନ୍ଦୁଥିଲା ବୋଲି ଝିଅଟିର ମାଆ ଅନେକ ପ୍ରକାରର ଖାଦ୍ୟ ତିଆରି କରି ବହୁତ ଶ୍ରଦ୍ଧା ଖାଇବା ପାଇଁ ଡାକୁଛି ବୋଲି ଝିଅଟି କହୁଛି।

ତେବେ ଝିଅଟିର ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତେବେ ଝିଅଟି ମିଠା ଖାଇବା ପାଇଁ କାନ୍ଦୁଥିଲା ବୋଲି ଲୋକ ମାନେ ଭିଡ଼ିଓ ଦେଖି ମିଠା ଖାଇବା ପାଇଁ ଡାକୁଛନ୍ତି। ତେବେ ଲୋକ ମାନେ ଝିଅଟିର ଭିଡ଼ିଓକୁ ଦେଖି ବହୁତ ପସନ୍ଦ କରିଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଭିଡ଼ିଓକୁ ଦେଖି ବହୁତ ସାରା ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.