Swastik Tv News Odisha

ବସଷ୍ଟାଣ୍ଡରୁ ଅଭିନବ ଉପାୟରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ… ଏମିତି ଚୋରି ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ଚୋରି , ରେପ, ମର୍ଡର, ଇତ୍ୟାଦି ଘଟଣା ଏକ ସାଧାରଣ ହୋଇଗଲାଣି। ତେବେ ଏହିସବୁ ଘଟଣା ମାନଙ୍କ ମଧ୍ୟରୁ ଚୋରି ଏବଂ ଡ଼କାୟତି ଭଳି ଘଟଣା ଆଜିକାଲି ଆମ ସମାଜରେ ବଢି ବଢି ଚାଲିଛି। ବର୍ତ୍ତମାନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯାହାକି ଆପଣ ମାନେ ଦେଖିଥିବେ ଦିନ ଦ୍ୱିପ୍ରହର ରେ ଲୁଟ ହେଉଛି, ଘରେ ବ୍ୟାଙ୍କ, ବାଟରେ ଯାଉଥିବା ଲୋକଙ୍କ ଠାରୁ ଇତ୍ୟାଦି ଏଭଳି ଘଟଣା ଆଜିକାଲି ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଥାଏ। ପୋଲିସ ଯେତେ ସଚେତନ ହେଲେ ମଧ୍ୟ ଆଜିକାଲି ଚୋର ତାଙ୍କ ଠାରୁ ଅଧିକ ଚତୁର ଏବଂ ବିଭିନ୍ନ ପ୍ରକାର ଅଭିନବ ଉପାୟରେ ଚୋରି କରିବା ପନ୍ଥା ଆପଣେଉଛନ୍ତି।

ସୋସିଆଲ ମିଡ଼ିଆ ଇତ୍ୟାଦି ରେ ଆପଣ ମାନେ ଅନେକ ଭିଡ଼ିଓ ଦେଖିବା ପାଇଁ ପାଇଥିବେ। ଯେଉଁଥିରେ ଚୋରି ଡ଼କାୟଟି ଇତ୍ୟାଦି ଦେଖିବା ପାଇଁ ମିଳିଥାଏ। ହେଲେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ୩ ଜଣ ଧଳା କପଡ଼ା ଘୋଡ଼ି ହୋଇ ଚୋରି କରି ଧରା ପଡିଥିବା ଦେଖିବା ପାଇଁ ମିଳିଛି। ଯାହା ଦେଖିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ନିଆଁଭଳି ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ସୋସିଆଲ ମିଡ଼ିଆ ରେ ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି। ଏଭଳି ଏକ ଘଟଣା ମାଳତୀପାଟପୁର ବସଷ୍ଟାଣ୍ଡରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ପୁରୀ ମାଳତୀପାଟପୁର ବସ ଷ୍ଟାଣ୍ଡରେ କିଛି ଗଙ୍ଗା ସାଗର ଯାତ୍ରୀ ମାନେ ନିଜ ଜିନିଷ ପତ୍ର ସବୁକୁ ପାଖରେ ଜଗି ବସି ରହିଥିଲେ। ହଠାଥ ତିନି ଜଣ ଯୁବକ ସେମାନଙ୍କର ଜିନିଷ ପତ୍ର ସବୁ ଚୋରି କରିବା ପା ଉପାୟ ଚିନ୍ତା କରିଲେ। ସେଥିପାଇଁ ସେହି ତିନି ଜଣ ଯୁବକ ଧଳା କପଡା ଧରି ଏକ ନୂଆ ଉପାୟରେ ଚୋରି କରି ଖସି ପଳାଇ ଯିବା ପା ଚେଷ୍ଟା କରୁଥିଲେ।

ତେବେ କିନ୍ତୁ ଠିକ ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ସେମାନଙ୍କୁ ଧରି ପକାଇଲେ। ଏହି ଘଟଣାକୁ ଦେଖି ସେଠାରେ ଥିବା ଲୋକ ମାନେ ସେଠାରେ ଭିଡ଼ ଜମାଇ ଦେଲେ ଓ ଲୋକ ମାନେ ଏଭଳି ନୂଆ ଉପାୟରେ ଚୋରି ହେଉଥିବା ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଏହା ପରେ ସେହି ଦୁର୍ବୁତ୍ତ ଚୋର ମାନଙ୍କୁ ଲୋକ ମାନେ ଖୁବ ଜୋର ସିର ଭାବରେ ମାଡ଼ ମାରିଲେ ଓ ସଦର ଥାନାରେ ହାଜର କରିଲେ। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ବୁତ୍ତ ଚୋର ମାନଙ୍କ ନାମ ସ୍ପଷ୍ଟ ହୋଇ ନାହିଁ। ଏଭଳି ଚୋର ମାନଙ୍କୁ ଧରି ଉଚିତ ଦଣ୍ଡ ଦିଆଯାଉ ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.