Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଚୁଡ଼ିଦାର ପିନ୍ଧି ଛାତ ଉପରେ ଏହି ଯୁବତୀ ଙ୍କ Haryanvi wala ଜବରଦସ୍ତ hot ଡ୍ୟାନ୍ସ ଭାଇରାଲ…ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0

ବନ୍ଧୁଗଣ ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ, ଖୁସି ହେବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଖୁସି ହେବା ସହିତ ମନୋରଞ୍ଜନର ସୁରାକ ଏବଂ ସୁଯୋଗ ମଧ୍ଯ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି।

ଏହାସହ ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସେମାନେ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ସେମାନଙ୍କର ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭାଇରାଲ ଭିଡିଓ ନିଶ୍ଚିତ ଦେଖୁଥିବେ। ଯେତେବେଳ କେହି ଜଣେ ନାଚୁଥିବାର ଆପଣ ଦେଖିବାକୁ ପାଆନ୍ତି ସେତେବେଳ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେଉଥିବେ। କାରଣ ଡାନ୍ସ ଭିଡିଓ ଦେଖିବା ମାତ୍ରେ ଆମ୍ଭେ ସେହି ତାଳରେ ଅଜାଣତରେ ଗୋଡ଼ ଉଠାଇ ଦେଇ ଥାଉ।

ନୃତ୍ୟ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି।କାରଣ କାହାର ନାଚ ଥିବାର ଭିଡିଓ ଟିଏ ଦେଖିଲେ ଏହାକୁ ଦେଖି ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ। ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ତାହା ଏବେ ବେଶ୍ ଭାଇରାଲ ହେଉଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି। ଆଉ ଏହାକୁ ଦେଖି ଆପଣ ମଧ୍ଯ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ।

ଏହି ଯୁବତୀ ଜଣଙ୍କ ଏକ ସାଲୱାର ପିନ୍ଧି ଏକ ସୁନ୍ଦର୍ ଗୀତରେ ଡିଯେ ର ତାଳେ ତାଳେ ହରିୟାନୀ ଡାନ୍ସ ଦେଖାଉ ଅଛନ୍ତି। ଛାତ ଉପରେ ଏପରି ଏକ ପୋଷାକରେ ସେ ଯେଉଁ ଭଳି ଭାବରେ ତାଙ୍କର ନୃତ୍ୟ ଦେଖାଉ ଅଛନ୍ତି, ଯେଉଁ ଭଳି ଭାବରେ ଅଙ୍ଗ ଭଙ୍ଗୀ ଦେଖାଉଛନ୍ତି ତାହା ଦେଖିବାର କଥା। ତେବେ ଏହି ଯୁବତୀ ଜଣଙ୍କ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ଡାନ୍ସ ଉଇଥ୍ ଆଲିସା ରେ ତାଙ୍କର ଏହି ଭିଡିଓ ଅପଲୋଡ଼ କରିଛନ୍ତି। ତାଙ୍କର ପ୍ରତ୍ୟେକ ଟି ଡାନ୍ସ ବେଶ୍ ମନଲୋଭା ଏବଂ ଆକର୍ଷଣୀୟ ହୋଇଥାଏ ଏବଂ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥାଏ ଯେମିତି ଏହି ଡାନ୍ସ ଭିଡିଓ ଟି ବେଶ୍ ପ୍ରଶଂସନୀୟ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.