Swastik Tv News Odisha

ପ୍ରେମୀ ଯୁଗଳ Car ପଛ ପଟେ କରୁଥିଲେ ଏହି ଲଜ୍ୟାଜନକ କାମ… ପ୍ରତ୍ୟେକ ପୁରୁଷ ଏବଂ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଭିଡ଼ିଓ

0

ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ର ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି। କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଏସବୁ ଘଟଣା ପ୍ରତି ସେମାନେ ନଜର ରଖିବା କଥା କିନ୍ତୁ ଏଥିପ୍ରତି ସେମାନେ ଯତ୍ନଶୀଳ ଏବଂ ସଚେତନ ହେଉ ନାହାଁନ୍ତି। ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ଯେଉଁ କାର୍ଯ୍ୟ ଦ୍ଵାରା ସେମାନେ ସାଧାରଣରେ ନିନ୍ଦିତ ଏବଂ ଅପମାନିତ ହେଉଥିବାର ମଧ୍ଯ ଦେଖିବାକୁ ମିଳିଥାଏ।ପରେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ିବା ସହିତ ପରିବାର ଉପରେ ମଧ୍ଯ ପଡ଼ିଥାଏ। ତେବେ ଏବେ ପୁଣି ସେହିପରି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଲଜ୍ଜିତ କରିଛି ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ।

କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।ଏହି ଭିଡିଓଟି ହେଉଛି ଜଣେ ପ୍ରେମୀ ଯୁଗଳଙ୍କର। ସେମାନେ ଯେଉଁଭଳି ହରକତ ଦେଖାଉ ଥିବାର ଏଠାରେ ଦେଖିବାକୁ ମିଳୁଛି ତାହା ସାଧାରଣରେ ନିନ୍ଦନୀୟ।ଏଠାରେ ଜଣେ ପ୍ରେମୀ ଯୁଗଳ ରାସ୍ତାର ଏକ ପାର୍ଶ୍ଵରେ ଏକ କାର୍ ପଛରେ ଛିଡ଼ା ହୋଇ କିଛି ଅପ୍ରୀତିକର ଘଟଣା କୁ ସୃଷ୍ଟି କରୁଛନ୍ତି। ସେମାନେ କଥା ହେଉହେଉ ରୋମାଣ୍ଟିକ ମୁଡ୍ କୁ ଚାଲି ଆସୁଛନ୍ତି ଏବଂ ପରସ୍ପର କୁ ଆଲିଙ୍ଗନ କରି ଚୁମ୍ବନ ମଧ୍ଯ କରୁଛନ୍ତି। ଆଉ ଏହିଭଳି ଆପତ୍ତି ଜନକ ଦୃଶ୍ୟକୁ ସେହି ରାସ୍ତାଦେଇ ଚାଲିଚାଲି ଯାଉଥିବା ଜଣେ ଆର୍ମୀ ଅଫିସର୍ ଦେଖିବା ପରେ ସେ ସେଠାକୁ ଯାଇ ଏପରି କାରନାମା କରୁଥିବା ପ୍ରେମୀ ଯୁଗଳଙ୍କୁ ଏପରି କରିବାକୁ ମନା କରି ତାଗିଦ୍ କରୁଛନ୍ତି।

ପରେ ପ୍ରେମିକ ଜଣଙ୍କୁ ଆର୍ମୀ ଜଣଙ୍କ ତାଙ୍କ ବାପାଙ୍କ ନମ୍ୱର୍ ମାଗୁଛନ୍ତି ଏବଂ ଏହାକୁ ଦେଖି ଯୁବକ ଜଣଙ୍କ ଯୁକ୍ତି କରିବାରୁ ଆର୍ମୀ ଜଣଙ୍କ ଚାପୁଡ଼ା ମାରୁଛନ୍ତି। ଏହାକୁ ଦେଖି ଯୁବତୀ ଜଣଙ୍କ ସେଠାରୁ ଦୌଡ଼ି ପଲାଉ ଅଛନ୍ତି।ପରେ ଆର୍ମୀ ଅଫିସର୍ ଜଣଙ୍କ ଯୁବକ ଜଣଙ୍କୁ ସର୍ବସାଧାରଣ ରେ ଏପରି ଲଜ୍ୟାକର କାମ ନକରିବାକୁ ବୁଝାଉ ଅଛନ୍ତି। ଆଉ ତାପରେ ଉଭୟ ସେଠାରୁ ପଲାଇ ଯାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.