Swastik Tv News Odisha

Priyanka’s Tips – ରାତିରେ ଶୋଇବା ପୂର୍ବରୁ 2 ମିନିଟ୍ ଲଗେଇ ନିଅନ୍ତୁ ଏହି ପେଷ୍ଟକୁ , ସକାଳ ହେଲେ ଆପଣଙ୍କ ଫେସ୍ ହୀରା ଭଳି ଚମକିବ

0

ଆଜିର ଦିନରେ ପୁଅ ହେଉ ବା ଝିଅ ସମସ୍ତେ ନିଜର ଫେସ୍ କିପରି ଗ୍ଲୋଇଙ୍ଗ ଦେଖାଯିବ ତାହା ପାଇଁ ଚିନ୍ତିତ ରହିଥାନ୍ତି । ଅନେକ ପ୍ରକାର କସମେଟିକ୍ ମଧ୍ୟ ୟୁଜ୍ କରିଥାନ୍ତି , କିନ୍ତୁ ସେଗୁଡିକ ଆମ ଫେସ୍ ପାଇଁ ଇଭେକ୍ଟିଭ ହୋଇ ନଥାଏ । ଫେସ୍ ରେ ଅନେକ ପ୍ରକାର ଡାର୍କ ସର୍କଲ ଏବଂ ପିମ୍ପୁଲ ଏବଂ ବ୍ରଣ ର ସମସ୍ୟା ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ହୁମ୍ ରେମିଡି ସେୟାର କରିବୁ , ଯାହାଦ୍ୱାରା ଆପଣଙ୍କ ଫେସ୍ ରେ ହଜିଯାଇଥିବା ଚମକକୁ ଫେରି ଆଣିବ । ତେବେ ଆସନ୍ତୁ ଜାଣିବା ସେହି ସହଜ ହୁମ୍ ରେମିଡି ପ୍ରସ୍ତୁତି ବିଷୟରେ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଗାଜର
2. ମହୁ
3. ବେସନ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଗୋଟିଏ ଗାଜର ଆଣନ୍ତୁ ଏବଂ ତାର ଚୋପା ବାହର କରି 2 ଚାମଚ୍ ତାର ରସ ବାହାର କରି ନିଅନ୍ତୁ । ଗାଜର ରସରେ ଏକ ଚାମଚ ମହୁ ଏଡ କରନ୍ତୁ , ମହୁ ଆପଣଙ୍କୁ ସୁଟ୍ କରୁ ନଥିଲେ ଏଲୋବିରା ମଧ୍ୟ ୟୁଜ୍ କରି ପାରିବେ । ଏହାପରେ ସେଥିରେ 1 ଚାମଚ ବେସନ ଏଡ୍ କରନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ବର୍ତ୍ତମାନ ଗାଜର ଫେସପ୍ୟାକ ପ୍ରସ୍ତୁତ ହୋଇ ସାରିଛି । ଏବେ ଜାଣିବା ଏହାକୁ କିପରି ଭାବରେ ବ୍ୟବହାର କରିବେ ।

ବ୍ୟବହାର ପ୍ରାଣାଳୀ :-

ଏହି ଫେସପ୍ୟାକକୁ ଲଗାଇବା ପୂର୍ବରୁ ପ୍ରଥମେ ଫେସ୍ କୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ଏହି ଫେସପ୍ୟାକ କୁ ପୂରା ଫେସ୍ ରେ ଆପ୍ଲାଏ କରନ୍ତୁ । ଗାଜରରରେ ଆଣ୍ଟିଅକ୍ସିଡାଣ୍ଟ ପ୍ରପଟିଜ୍ ଥାଏ ଏବଂ ବିଟା କ୍ୟାରଟିନ , ଭିଟାମିନ ଏ , କେ , ସି ଥାଏ । ଏଥିଦ୍ୱାରା ଆପଣଙ୍କ ସ୍କିନ ନେଚୁରାଲି ଗ୍ଲୋ ହେବା ସହ ଆପଣଙ୍କ ଫେସରୁ ପିମ୍ପୁଲ ଏବଂ ଆକ୍ନି ଭଳି ସମସ୍ୟା କୁ ଦୂର କରିବ । ଏହାକୁ ଲଗାଇ 10 ମିନିଟ ପର୍ଯ୍ୟନ୍ତ ରଖନ୍ତୁ , ଏହାପରେ ନରମାଲ ୱାଟରେ ଧୋଇ ନିଅନ୍ତୁ ।

ଏହା ଆମ ସ୍କିନ ପାଇଁ ବହୁତ ବେନିଭିଟ୍ ହୋଇଥାଏ , ଏଥିରେ କୌଣସି ପ୍ରକାର ସାଇଟ୍ ଇଭେକ୍ଟ ମଧ୍ୟ ନଥାଏ । ଆପଣ ମାନେ ଏହି ଫେସ୍ ପ୍ୟାକକୁ ସପ୍ତାହରେ 2 , 3 ଥର ୟୁଜ୍ କରନ୍ତୁ , ଏଥିରେ ଏଡ୍ କରାଯାଇଥିବା ସମସ୍ତ ଜିନିଷ ନେଚୁରାଲ ହେବା ସହିତ ଇଫେକ୍ଟିଭ ମଧ୍ୟ ଅଟେ । ଏହା ଆପଣଙ୍କ ସ୍କିନକୁ ଗ୍ଲୋ କରିବା ସହିତ ସ୍ପଟଲେସ୍ ମଧ୍ୟ କରାଇବ । ତେଣୁ ଆପଣ ମାନେ ଏହି ରେମିଡିକୁ ଥରେ ନିଶ୍ଚୟ ୟୁଜ୍ କରନ୍ତୁ , ନିଶ୍ଚିତ ରୂପେ ଆପଣ ମାନେ ଏହାର ବେନିଫିଟ୍ ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.