Swastik Tv News Odisha

ଦେଖନ୍ତୁ ଏହି କୁନି ଝିଅର Classical Dance ର ଧମାକାଦାର Performance ଭିଡିଓ ସେୟାର ହେବା ମାତ୍ରେ ମୋବାଇଲ ରୁ ମୋବାଇଲ କୁ ଭାଇରାଲ… ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ।

ସେହିପରି ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।ଏହା ଦେଖିଥିବେ ଯେ କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।

ସେମାନେ ଅନେକ କଥାକୁ ଶୁଣିବି ମନେ ରଖି ଥାଆନ୍ତି। ଆଉ ଏଥିପାଇଁ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। ଆପଣ ତ କୁନି ପିଲାମାନଙ୍କର ଅନେକ ଡାନ୍ସ ଭିଡିଓ ଦେଖିଥିବେ। ସେହିଭଳି ଏକ ଡାନ୍ସ ଭିଡିଓ ଏବେ ଦେଖିବାକୁ ମିଳିଛି।ଏହି ଭିଡିଓ ଟି କେଉଁ ସ୍ଥାନର ତାହା ଜଣା ପଡିନାହିଁ। କିନ୍ତୁ ଏଠାରେ ପିଲାଟି କିପରି ନୃତ୍ୟ ପରିବେଷଣ କରୁଛି ତାହା ଥରେ ଦେଖନ୍ତୁ। ପୁଣି ଏହି ନୃତ୍ୟ ହେଉଛି ଶାସ୍ତ୍ରୀୟ ନୃତ୍ୟ।

ପିଲାଟିର ମାଆ ଶାସ୍ତ୍ରୀୟ ସଙ୍ଗୀତ ଗାନ କରୁଥିବା ବେଳେ ପିଲାଟି ଏହା ଶୁଣି ଏହାର ତାଳରେ, ଏହାର ରାଗରେ ଏପରି ନୃତ୍ୟ ପରିବେଷଣ କରୁଛି। ତେବେ ଏତେ କୁନି ପିଲାଟି ଏତେ ଗୁଡିଏ ଷ୍ଟେପ କିପରି ମନେ ରଖିଛି ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। କାରଣ ବଡ ବଡ଼ ପିଲା ବି ଏହିଭଳି ନୃତ୍ୟ ପରିବେଷଣ କରିବାରେ ସାହାସ କରନ୍ତି ନାହିଁ। ଯାହାବି ହେଉ ପିଲାଟିର ଏଭଳି ନୃତ୍ୟର ଡାନ୍ସ ଦେଖି ବାସ୍ତବରେ ବହୁତ୍ ଖୁସି ଅନୁଭୂତ ହେଉଛି। ଯିଏବି ଏହାକୁ ଦେଖୁଛି ସେ ଏହାର ପ୍ରଶଂସା କରୁଛି। ଆପଣ ବି ଏହି କୁନି ଝିଅର ଏପରି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.