Swastik Tv News Odisha

ନିଜ 2 ବର୍ଷର ଭାଣିଜୀର ପ୍ରାଇଭେଟ ପାର୍ଟ କୁ ଛୁଇଁ କରୁଥିଲା ଏମିତି … ଧରା ପଡିଲା ପରେ ଦେଖନ୍ତୁ ଅବସ୍ଥା….ଭାଇରାଲ ହେଉଛି ଭିଡ଼ିଓ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଶୁଣିବାକୁ ମିଳିଥାଏ। ଆଜିକାଲି ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନେ ଯେତେ ଉପରକୁ ଯାଉଛନ୍ତି ସେତେ ଅସଭ୍ୟ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନଙ୍କ ମନ ଧୀରେ ଧୀରେ କଳୁଷିତ ହେବାକୁ ଲାଗିଲାଣି ଓ ଲୋକ ମାନଙ୍କର ଶାରୀରିକ ଲାଳସା ସେମାନଙ୍କୁ ଅନ୍ଧ କରିଦେଉଛି। ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରୁଛନ୍ତି। ସମାଜରେ ଅନ୍ୟାୟ ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜର ଏଭଳି କିଛି ଲୋକ ମାନେ ଅଛନ୍ତି ଯେ, ନୃଶଂସ ପାଲଟି ଯିବା ସହିତ ସୈତାନ କାର୍ଯ୍ୟ କରି ବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି ଓ ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି।

ସେମାନେ କାହାରିକୁ ଖାତିର କରୁ ନାହାଁନ୍ତି କି ଆଇନକୁ ମଧ୍ୟ ଭୟ କରୁ ନାହାଁନ୍ତି। ଏଭଳି କାର୍ଯ୍ୟ ସେମାନେ ବାରମ୍ବାର କରି ଚାଲି ଥାଆନ୍ତି। ଠିକ ସେମିତି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆମ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଲଜ୍ୟା ଅନୁଭବ କରିବେ।

ତେବେ ଘଟଣାଟି ହେଉଛି ମାମୁଁ ନିଜ ୨ ବର୍ଷର ଭାଣିଜୀଙ୍କୁ ଦୁଷ୍କର୍ମ କରିଥିବାର ଦେଖିବା ପାଇଁ ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କାର୍ଯ୍ୟ। ତେବେ ଆସନ୍ତୁ କଣ ରହିଛି ସମ୍ପୁର୍ଣ୍ଣ ଘଟଣା ବିଷୟରେ ଜାଣିବା; ଏଭଳି ଏକ ଲଜ୍ୟା ଜନକ ଘଟଣା ରାଜଧାନୀ ଭୁବନେଶ୍ବରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ମାମୁଁ ନିଜ ୨ ବର୍ଷର ଭାଣିଜୀଙ୍କୁ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ସେହି ଝିଅଟିର ପରିବାର ଲୋକ ମାନେ ଜାଣିବା ପରେ ମାମୁଁଙ୍କୁ ଆଣି ରାସ୍ତା ଉପରେ ଖୁବ ଜୋର ସୋର ଭାବରେ ନିର୍ଧୁମ ମାଡ଼ ମାରି ଚାଲିଲେ। ଏଭଳି ଦୃଶ୍ୟ ଦେଖି ସେଠାରେ ଯାଉ ଥିବା ଲୋକ ମାନେ ଆସି ଭିଡ଼ ଜମାଇ ଦେଉଥିଲେ।

ତେବେ ଏଥି ସହିତ ଲୋକ ମାନେ ଅନେକ କଥା ମଧ୍ୟ କହୁଥିଲେ। ତେବେ କେହି କେହି ଏଭଳି ଲୋକଙ୍କୁ ପୋଲିସରେ ଧରେଇ ଦେବା ପାଇଁ ମଧ୍ୟ ପ୍ରତିକ୍ରିୟା ଦେଉଥିଲେ। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ ପ୍ରଭାବ ପକାଉଛି ଓ ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରି ବାକୁ ମନନିବେଶ କରୁଛନ୍ତି। ତେବେ ବନ୍ଧୁଗଣ ଏଭଳି ଲୋକଙ୍କୁ ଉଚିତ ଦଣ୍ଡ ଦିଆ ଯାଉ ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.