Swastik Tv News Odisha

Crop ଡ୍ରେସରେ ମହିଳାଙ୍କ ନାଚ 40 କୋଟି ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଥିବା ଏହି ଡ୍ୟାନ୍ସ ଭିଡିଓ… ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି…. ଭିଡିଓ ଭାଇରାଲ

0

ବର୍ତ୍ତମାନ ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ଖୁବ ଜୋର ସୋର ଭାବରେ ହେଉଛି। ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡ଼ିଆ। ବର୍ତ୍ତମାନ ସମୟରେ ଆଜିକାଲି ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ରହୁଛନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ରହିଛି ଓ ସେଥିରେ ସେମାନେ ଅନେକ ପ୍ରକାରର ଭିଡ଼ିଓ କରି ପୋଷ୍ଟ କରି ଥାଆନ୍ତି।ବର୍ତ୍ତମାନର ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରେ ତାଯୁବ ଲାଗିଥାଏ। ଶିକ୍ଷାର ପ୍ରସାର ହେବା ଫଳରେ ମଣିଷ ଆଧୁନିକ ତାରେ ପହଁଛି ଗଲାଣି। ଯଦି ସେହି ଭିଡ଼ିଓ ମଧ୍ୟରୁ ନାଚୁ ଥିବାର ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ତା’ହେଲେ ମନ ଖୁସିରେ ଉତଫୁଲିତ ହୋଇ ଯାଇଥାଏ। ଏଭଳି କିଛି ଭିଡ଼ିଓ ବର୍ତ୍ତମାନ ଆମ ସାମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ। ତାହା ହେଉଛି ଜଣେ ଯୁବତୀ କ୍ରପ ଡ୍ରେସ ପିନ୍ଧି ବହୁତ ସୁନ୍ଦର ଭାବରେ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତି ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

 

View this post on Instagram

 

A post shared by Amala Shaji 💫🌹 (@_amalashaji_)

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଯେ, ଟଲିଉଡ଼ ଫିଲ୍ମ ପୁଷ୍ପା ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଫିଲ୍ମରେ ସୁପର ଅଭିନେତା ଆଲୁ ଅର୍ଜୁନ ଓ ଚୁଲବୁଲି ଅଭିନେତ୍ରୀ ରଶ୍ମିକା ଅଭିନୟ କରିଛନ୍ତି। ସେହି ଫିଲ୍ମରେ ‘ସୀମା ସୀମା’ ଗୀତଟି ବହୁତ ଲୋକପ୍ରିୟ ହୋଇ ପାରିଛି। ଏହି ଗୀତରେ ଅନେକ ଲୋକ ମାନେ ଟିକଟକ ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ତେବେ ଏହି ‘ସୀମା ସୀମା’ ଗୀତରେ ଜଣେ ଯୁବତୀ କ୍ରପ ଡ୍ରେସ ପିନ୍ଧି ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି।

 

View this post on Instagram

 

A post shared by Amala Shaji 💫🌹 (@_amalashaji_)

ବର୍ତ୍ତମାନ ଯୁବତୀଙ୍କ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି। ଏହି ଭିଡ଼ିଓଟିକୁ ଦେଖି ଲୋକ ମାନେ ଯୁବତୀଙ୍କୁ ପସନ୍ଦ କରିବା ସହିତ ତାଙ୍କ ନାଚକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡ଼ିଓକୁ ଦେଖି ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ତେବେ ବର୍ତ୍ତମାନ ସେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ଯୁବତୀଙ୍କ ଏଭଳି ଭାବରେ ନାଚିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ଆନନ୍ଦିତ ମଧ୍ୟ ହୋଇଯିବେ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଯୁବତୀଙ୍କ ଏହି ଭିଡ଼ିଓ ଦେଖି ମଜା ନେଇ ଖୁସି ହୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.