Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଏମିତି Live ମୃତ୍ୟୁ ଆଗରୁ କେବେ ଦେଖି ନଥିବେ… ଦେଖିଲେ ହୋସ ଉଡିଯିବ….

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ ତାର ଏକ ଅଭୁଲା ଦୁଃଖ ସବୁଦିନ ପାଇଁ ରହିଯାଏ। ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ।

ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେବା ସହ ଭିତରୁ ଭାଙ୍ଗି ଦେଇଥାଏ।ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ।କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏପରି ଘଟଣା ହୁଏତ ଆପଣ ଆଗରୁ ଅନେକ ସମୟରେ ଦେଖିବାକୁ ପାଇଥିବେ।

କୁଆଡେ ଯାତ୍ରା କରିବା ସମୟରେ ଆମେ ସମୟକ୍ରମେ ଦୁର୍ଘଟଣା ର ଶିକାର ହୋଇଥାଉ। ତେଣୁ ଆମକୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ଟ୍ରେନ୍ ରେ ଯାତ୍ରା କରିବା ସମୟରେ ମଧ୍ୟ ଆମକୁ ଅନେକ ସଚେତନତା ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ନହେଲେ ସାମାନ୍ଯ କିଛି ଅସାବଧାନତା ପାଇଁ କିଛି ଘଟଣା ଏମିତି ରହିଛି ଯାହା ଅଚାନକ ଭାବରେ ଘଟି ଯାଇଥାଏ ତାହାର ଦୁଃଖ ସବୁଦିନ ପାଇଁ ରହିଯାଏ। ସେହିପରି ଏଠାରେ ଏହି ଭିଡିଓ ରେ କଣ ଘଟିଛି ଦେଖନ୍ତୁ। ଏଠାରେ ଯେମିତି ଜଣେ ମହିଳା ଟ୍ରେନ୍ ଛାଡି ଦେବା ପରେ ଟ୍ରେନ୍ କୁ ଚଢ଼ୁଥିବା ସମୟ ରେ ହଠାତ୍ ଗଳି ପଡୁଛନ୍ତି।

ଗୋଟେ ହାତରେ ସେ ଟ୍ରେନ୍ ରେଲିଂ ଧରିଛନ୍ତି ଏବଂ ତଳେ ଘସି ହୋଇ ଯାଉଛନ୍ତି। ତେବେ ମହିଳା ଜଣଙ୍କ ପଡ଼ି ଯାଉ ଥିବାର ଦେଖି ତାଙ୍କ ପଛରେ ଥିବା ତାଙ୍କ ଝିଅ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ପରେ ଅବସ୍ଥା ଗୁରୁତର ହୋଇ ପଡୁଛି।ଆଉ ତାଙ୍କୁ ଡାକ୍ତରଖାନା କୁ ନିଆ ଯାଉଛି।ପରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ତେବେ ମହିଳା ଙ୍କ ଝିଅ ଜଣଙ୍କ ମଧ୍ୟ ଗୁରୁତର ରହିଥିବା ଜଣା ପଡିଛି। ତେବେ ଏହି ଘଟଣାଟି ମହିଶୂରର ରେଲୱେ ଷ୍ଟେସନ ରେ ଘଟିଛି। ତେଣୁ ଆପଣମାନେ ଏଭଳି ଦୁଃସାହସିକ କାର୍ଯ୍ଯ କରି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.