Swastik Tv News Odisha

ଓଃ କି ଡ୍ୟାନ୍ସ ! ଭାଉଜ ମାନଙ୍କ ଜବରଦସ୍ତ Dance ସାଙ୍ଗକୁ ପରିବା କଟା…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଏକ ସୁନ୍ଦର୍ ମନୋରଂଜନ ର ସ୍ପର୍ଶ ଦେବାରେ ସଫଳ ହୋଇଛନ୍ତି ଓଡ଼ିଶାର ଲୋକପ୍ରିୟ ଟିଭି ଚ୍ୟାନେଲ ଜି ସାର୍ଥକ। ଏଥିରେ ଅନେକ ଟିଭି ଶୋ ଗୁଡିକ ଏମିତି ରହିଛି ଯାହା ଦର୍ଶକ ମାନଙ୍କୁ ମନୋରଂଜନ ରେ ବାନ୍ଧି ରଖିବାରେ ସଫଳ ହୋଇଛି। ତେବେ ଆପଣ ଜାଣିଛନ୍ତି ଓଡ଼ିଶାରେ ମନୋରଂଜନ ର ଏକ ଭିନ୍ନ ଦୁନିଆ ସୃଷ୍ଟି କରିଛି ସାର୍ଥକ ଟିଭି ଚ୍ୟାନେଲ। ଲୋକଙ୍କୁ ଅନେକ ପ୍ରକାରର ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ ଏହି ଚ୍ୟାନେଲ ଯୋଗାଇ ଦେଉଛି। ଯେଉଁଥିରେ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଦେଖିବାକୁ ମିଳୁଛି ଅନେକ ସୁନ୍ଦର୍ ଧାରାବାହିକ ସାଙ୍ଗକୁ ଢେର୍ ସାରା ରିଏଲିଟି ଶୋ।

ସେହିପରି ଏବେ ଲୋକଙ୍କର ପ୍ରିୟ ଶୋ ଭାବରେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଶୋ ଟି ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।ଏହା ଅନେକଙ୍କୁ ଏକ ଭିନ୍ନ ମାଧ୍ୟମ ଯୋଗାଇଛି ମନୋରଂଜନ ସହିତ। କିପରି ଭାବରେ ଗୃହିଣୀ ମାନଙ୍କର ପ୍ରତିଭାକୁ ବିକଶିତ କରାଯାଇ ପାରିବ ଏବଂ ସଂସ୍କୃତି ଏବଂ ପରମ୍ପରା କୁ ସେମାନେ ଦେଖାଇ ପାରିବେ ତାହା ଏହି ଶୋ ରେ ହିଁ ପରିପ୍ରକାଶ ଏବଂ ପ୍ରତିଫଳିତ ହୋଇଥାଏ।ଗୃହିଣୀ ମାନଙ୍କ ପାଇଁ ଏହା ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି। ଯେଉଁ କାରଣରୁ ଏହି ଶୋ କୁ ଅନେକ ପସନ୍ଦ କରୁଛନ୍ତି। ତେବେ ଏହି ଲୋକପ୍ରିୟ ଶୋ ରେ ଯେଉଁମାନେ ଜଜ୍ ରହିଛନ୍ତି ସେମାନଙ୍କ ଉପସ୍ଥିତି ଏହି ଶୋ କୁ ଅଧିକ ଆକର୍ଷଣୀୟ କରୁଛି।

ଜଜ୍ ଭାବରେ ସେମାନଙ୍କ ଅଭିଜ୍ଞତା ମଧ୍ଯ ବେଶ୍ ଭଲ ରହିଛି। ପ୍ରତିଯୋଗୀ ମାନଙ୍କ ପ୍ରଦର୍ଶନକୁ ସେମାନେ ଭଲ ଭାବରେ ଜଜ୍ କରିଥାନ୍ତି। ଏବେ ଏହି ଶୋ ରେ ପ୍ରତିଯୋଗୀ ହୋଇଥିବା ତିନି ଜଣ ମହିଳାଂକ ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଯେଉଁ ଭିଡିଓ ରେ ସେମାନେ କିପରି ଭାବରେ ଜବରଦସ୍ତ ଡାନ୍ସ ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ। ଯାହା ବହୁତ୍ ଆକର୍ଷଣୀୟ ହୋଇଛି ଏବଂ ମନମୁଗ୍ଧକର ମଧ୍ଯ। ସେମାନେ ବହୁତ୍ ସୁନ୍ଦର୍ ଭାବରେ ନିଜକୁ ସଜାଇ ଯେଉଁ ଭଳି ଭାବରେ ପ୍ରଦଶର୍ନ ଦେଖାଉଛନ୍ତି ତାହା ଆପଣ ଏହି ଭିଡିଓ ରେ ଦେଖିଲେ ନିଶ୍ଚିତ ଭାବରେ ଖୁସି ହେବେ।

କେବଳ ଡାନ୍ସ ନୁହେଁ ବରଂ ଅନ୍ୟ ସବୁ ଟାସ୍କ ଦେଖାଇବାରେ ମଧ୍ଯ ସେମାନେ ମାହିର ଅଟନ୍ତି। ପରିବା କାଟିବା ପାଖରୁ ଆରମ୍ଭ କରି ଅନ୍ଯ ସବୁ ଟାସ୍କ ଦେଖାଇ ସେମାନେ ବିଚାରକ ମାନଙ୍କୁ ଆକର୍ଷିତ କରିଛନ୍ତି। କେବଳ ସେତିକି ନୁହେଁ ରୋଷେଇ କୁ ନେଇ ବିଚାରକ ମାନଙ୍କ ଦ୍ଵାରା ପଚାରା ଯାଉଥିବା ପ୍ରଶ୍ନର ମଧ୍ଯ ବହୁତ୍ ସୁନ୍ଦର୍ ଉତ୍ତର ଦେଉଛନ୍ତି ଏହି ମହିଳା ମାନେ। ଆପଣ ଏହି ଭିଡିଓ କୁ ଦେଖିଲେ ସେମାନଙ୍କ ପ୍ରଦର୍ଶନ ଦେଖି ନିଶ୍ଚିତ ଭାବରେ ଖୁସି ହେବା ସହିତ ସେମାନଙ୍କୁ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.