Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ବୟ Trailokya Ray, କରୋନା ର ତୃତୀୟ ଲହରକୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ଫିଲ୍ମ ଜଗତରେ ଯେମିତି ଅନେକ କଳାକାର ମାନଙ୍କ ସୁନ୍ଦର ଅଭିନୟ ଦ୍ଵାରା ଫିଲ୍ମ ସୁପର ହିଟ ହୋଇଥାଏ, ଠିକ ସେମିତି ଗୀତ ହିଟ ହେବା ପଛରେ ସେମିତି କଣ୍ଠଶିଳ୍ପୀ ମାନଙ୍କର ବହୁତ ଅବଦାନ ରହିଥାଏ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯେମିତି ଅନେକ କଳାକାର ମାନେ ରହିଛନ୍ତି, ସେମିତି କଣ୍ଠଶିଳ୍ପୀ ମାନେ ମଧ୍ୟ ରହିଛନ୍ତି। ଇଣ୍ଡଷ୍ଟ୍ରିରେ ଯେମିତି ଶିଶୁ କଳାକାର ମାନେ ଅଭିନୟ କରି ଥାଆନ୍ତି, ଠିକ ସେମିତି କୁନି କୁନି କଣ୍ଠଶିଳ୍ପୀ ମାନେ ମଧ୍ୟ ଅଛନ୍ତି। ସେମାନେ ବହୁତ ସୁନ୍ଦର ଭାବରେ ଗୀତ ଗାଇ ସୁପରହିଟ କରାଇ ଦେଇ ଥାଆନ୍ତି। ତେବେ ବନ୍ଧୁଗଣ ଅମେ ଆପଣ ମାନଙ୍କୁ ଜଣାଇବୁ ଯେ, କୁନି କଥଶିଳ୍ପୀ ତ୍ରୟଲୋକ ବର୍ତ୍ତମାନ ଆଉ ଏକ ନୂଆ ଗୀତ ‘ତୃତୀୟ ଲହରୀ ମାଡି ଆସୁଛି’ ଉପରେ ଗୀତ ଗାଉ ଥିବାର ଦେଖିବା ପାଇଁ ମିଳୁଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଓଲିଉଡ଼ ଇଣ୍ଡଷ୍ଟ୍ରିର କୁନି କଣ୍ଠଶିଳ୍ପୀ ତ୍ରୟଲୋକଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣି ଥିବେ, ସେ ଆଗ ଧାଡ଼ିର କଣ୍ଠଶିଳ୍ପୀ ଭାବରେ ବେଶ ଜଣା ଶୁଣା ଅଟନ୍ତି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେମିତି ବଡ଼ ବଡ଼ ନାମୀ ଦାମୀ କଣ୍ଠଶିଳ୍ପୀ ମାନେ ତାଙ୍କର ସୁନ୍ଦର କଣ୍ଠରେ ସୁନ୍ଦର ଭାବରେ ଗୀତ ଗାଇ ଇଣ୍ଡଷ୍ଟ୍ରିରେ ପୁରା ପୁରା ଚାନ୍ଦ ଚାନ୍ଦ ଲଗାଇ ଦେଇଛନ୍ତି। ସେମିତି କୁନି କଣ୍ଠଶିଳ୍ପୀ ତ୍ରୟଲୋକ ମଧ୍ୟରେ ବହୁତ ସୁନ୍ଦର ଭାବରେ ମଧ୍ୟ ଗାଉଛନ୍ତି।

ସେ ପୂର୍ବରୁ ମୁଁ ଇସ୍କୁଲରେ ପଢୁଛି ଗୀତ ଗାଇ ପୁରା ପୁରା ଚାନ୍ଦ ଚାନ୍ଦ ଲଗାଇ ଦେଇଛନ୍ତି। ତାଙ୍କ ସୁନ୍ଦର ଗୀତ ଗାଇବା ଶୈଳରେ ସାରା ଓଡ଼ିଶାରେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ତାଙ୍କ ଗୀତରେ ଏକ ଯାଦୁ ରହିଛି, ଯେ କୌଣସି ବ୍ୟକ୍ତି ଦେଖିଲେ ସେ ତାଙ୍କର ମନ କିଣି ନେଇ ଯିବେ। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଗୀତକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଗୀତ ଗାଇବା ଦ୍ୱାରା ସେ ଅନେକ ଗୁଡିଏ ତାଙ୍କୁ ପ୍ରଶଂସା ମଧ୍ୟ ମିଳି ପାରିଛି।

ତେବେ ବର୍ତ୍ତମାନ ସେ ପୁଣି ଏକ ନୂଆ ଗୀତ ଗାଇବାର ଶୁଣିବା ପାଇଁ ମିଳୁଛି। ସେ ଗାଉଛନ୍ତି ଯେ, ‘ମୁଁ କଣ ଶୁଣୁଛି ତୃତୀୟ ଲହରୀ ମାଡି ଆସୁଛି’ର ଗୀତ ଗାଉଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଗୀତର ଭାର ସମ୍ଭାଳିଛନ୍ତି। କୁନି କଥଶିଳ୍ପୀ ଅଭିଜିତଙ୍କ ନିର୍ଦ୍ଦେଶରେ ଏହି ସୁନ୍ଦର ଗୀତକୁ ଖୁବ ସୁନ୍ଦର ଭାବରେ ଗାଉ ଥିବାର ଶୁଣିବା ପାଇଁ ମିଳୁଛି। କୁନି କଣ୍ଠଶିଳ୍ପୀଙ୍କର ଏହି ଗୀତ ବହୁତ ସୁପରହିଟ ହେବ ବୋଲି ଆଶା କରା ଯାଉଛି। ସାରା ଓଡିଶା ବାସୀ ମଧ୍ୟ ତାଙ୍କର ଏହି ଗୀତ ଶୁଣିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.